• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

murder in bhubaneswar
‘ମୋ ପୁଅର ସେ ଝିଅ ସହ ସମ୍ପର୍କ ଥିଲା’

ଭୁବନେଶ୍ୱର: ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଅଭିଯୁକ୍ତ ଜଗନ୍ନାଥଙ୍କ ମା’ ସାବିତ୍ରୀ ପ୍ରଧାନ। ସେ କହିଛନ୍ତି, ମୃତ ମହିଳା ପ୍ରିୟଙ୍କାଙ୍କ ସହ ମୋ ପୁଅ ଜଗନ୍ନାଥଙ୍କର ସମ୍ପର୍କ ଥିଲା। ବିବାହ ପୂର୍ବରୁ…

odisha
ବ୍ଲିଚିଂ ଦେଇ ପୋତା ଯାଇଥିଲା ଚିଙ୍ଗୁଡ଼ି, ମାଟି ଖୋଳି ବୋହି ନେଲେ ଲୋକେ

ବାଲୁଗାଁ: ମାଟି ତଳେ ପୋତା ଯାଇଥିବା କିଲୋ କିଲୋ ଚିଙ୍ଗୁଡ଼ି ଖୋଳି ନେଇଗଲେ ବ୍ୟବସାୟୀ। ଜଣେ ମାଛ ବ୍ୟବସାୟୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂରା ମାଛ ମାର୍କେଟ୍‌କୁ ସିଲ୍‌ କରାଯାଇଥିଲା। ଏପରିକି ବ୍ଲିଚିଂ ଦେଇ ୧୦୫ କିଲୋ ଚିଙ୍ଗୁଡ଼ିକୁ ମାଟିରେ ପୋତା...

coronavirus-odisha
ଡ୍ୟୁଟିରେ ଯୋଗ ଦେବାକୁ ଆସିଥିଲେ ମହିଳା SI, ହେଲେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ଭୁବନେଶ୍ୱର ସ୍ଥିତ ଅଫିସ୍‌ରେ ଯୋଗ ଦେବାକୁ ଆସିଥିବା ଜଣେ ମହିଳା SI କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ, ସମ୍ପୃକ୍ତ SI ଜଣକ ୨ ଦିନ ତଳେ ଅଫିସ୍‌ରେ ଯୋଗ ଦେବାକୁ ଆସିଥିଲେ। ଦେହ ଖରାପ ଲାଗୁଛି ବୋଲି କହିବାରୁ ତାଙ୍କର ସ୍ୱାବ୍‌...

ଫୋନ୍‌ରେ କରୋନା ଯୋଦ୍ଧାଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱରରେ ଜଣେ କରୋନା ଯୋଦ୍ଧା ନର୍ସଙ୍କୁ ଅଶାଳୀନ ବ୍ୟବହାର ଅଭିଯୋଗରେ ପୁଲିସ୍‌ ୨ଜଣଙ୍କୁ ଅଟକ ରଖିଛି। ଅଟକ ଦ୍ୱୟ ବାଲେଶ୍ୱର ଜିଲ୍ଲା କୋଭିଡ୍‌ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମ୍ୟାନେଜର୍‌ ଓ ଫାର୍ମାସିଷ୍ଟ୍‌। ସୂଚନା ଅନୁସାରେ, ସମ୍ପୃକ୍ତ ମ୍ୟାନେଜର୍‌ ଓ ଫାର୍ମାସିଷ୍ଟ୍ ହସ୍ପିଟାଲ୍‌ରେ କାର୍ଯ୍ୟରତ ଜଣେ ଷ୍ଟାଫ୍‌ ନର୍ସଙ୍କୁ...

accident
ଭୟଙ୍କର ଦୁର୍ଘଟଣା, କାର୍‌କୁ ଧକ୍କା ଦେଲା ବସ୍‌

କାନ୍ନାଉଜ୍‌: ଗୋଟିଏ ପଟେ ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଥିବାବେଳେ ଅନ୍ୟପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶର କାନ୍ନାଉଜ୍‌ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଆହତ ହୋଇଛନ୍ତି।...

corona 1
୨୫ ଜିଲ୍ଲାରୁ ୭୩୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ, ୧୭ ହଜାର ପାର୍‌ କଲା ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୫ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୨୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୩୬ ଆକ୍ରାନ୍ତଙ୍କ...

କବି ବର୍‌ବରା ରାଓଙ୍କ ଜୀବନ ବଞ୍ଚାଇବାକୁ ରାଷ୍ଟ୍ରପତିଙ୍କୁ ଚିଠି

ନୂଆଦିଲ୍ଲୀ/ଭୁବନେଶ୍ୱର: ଭୀମା କୋରେଗାଓଁ ହିଂସା ମାମଲାରେ ଜେଲ୍‌ ଦଣ୍ଡ ଭୋଗୁଥିବା କବି ତଥା ଲେଖକ ପି ବର୍‌ବରା ରାଓ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସକାଳେ ତାଙ୍କୁ ସେଣ୍ଟ୍ ଜର୍ଜସ୍‌ ହସ୍ପିଟାଲ୍‌ରୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ, ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ି...

sushant singh
ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା ହୋଇଥିବାର ଦାବି କଲେ ଏହି ବ୍ୟକ୍ତି,ଆତ୍ମହତ୍ୟା କାରଣରେ କହିଲେ...

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ...

କରୋନା ଚିକିତ୍ସାରେ ନୂଆ ଆଶା ଆଣିବ କି Umifenovir ? ଗବେଷଣା କରୁଛନ୍ତି ଓଡ଼ିଆ ପୁଅ

ଭୁବନେଶ୍ୱର: କରୋନା ଚିକିତ୍ସା କ୍ଷେତ୍ରରେ ନୂଆ ଆଶା ଆଣିବ କି, ଫ୍ଲୁ ଔଷଧ ‘ୟୁମିଫେନୋଭିର୍’(Umifenovir) ? ସ୍ୱଳ୍ପ ବା ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ‘ୟୁମିଫେନୋଭିର୍’ କେତେ ଫଳପ୍ରଦ, ଏହା ଉପରେ ଜାପାନରେ ରହି ଗବେଷଣା କରୁଛନ୍ତି ଓଡ଼ିଆ ପୁଅ ଆଦିତ୍ୟ କୁମାର...

ଆଜି କଟକ ସହରରୁ ବାହାରିଲେ ୧୬ ନୂଆ କରୋନା ପଜିଟିଭ୍‌

କଟକ: କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୧୪ଜଣ ହୋମ୍ କ୍ୱାରେଣ୍ଟିନ୍‌ରୁ ଓ ୨ଟି ଲୋକାଲ କେସ୍ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୦ରେ ପହଞ୍ଚିଥିବା ବେଳେ ସେମାନଙ୍କ...

ganesh puja
ଏଥର କଟକ ସହରରେ ଗଣେଶ ପୂଜା ବନ୍ଦ

କଟକ: ଚଳିତ ବର୍ଷ କଟକ ସହରରେ ଗଣେଶ ପୂଜା ଅନୁଷ୍ଠିତ ହେବନାହିଁ। କରୋନା ସଂକ୍ରମଣ ପାଇଁ ଗଣେଶ ପୂଜା ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି। କଟକ ମହାନଗର ଶାନ୍ତି କମିଟି, ପୂଜା କମିଟି ସହ କମିଶନରେଟ୍ ପୋଲିସର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯଦି ଏଭଳି ସ୍ଥିତି...

plasma therapy
କରୋନା ମୁକାବିଲା: ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସଫଳ

ଭୁବନେଶ୍ୱର: ଓଡ଼ିଶାରେ ପ୍ଲାଜ୍‌ମା ଥେରାପି ସଫଳ ହୋଇଛି। ୬ ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଥେରାପି ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେମାନଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ସୂଚନା ମିଳିଛି। ଏପରିକି ଏହି ୪ ଜଣଙ୍କ ମଧ୍ୟରୁ ୩ଜଣଙ୍କର ଆଉ...

accident
ଗଛରେ ପିଟି ହେଲା ବାଇକ, ଦୁଇ ଭାଇଙ୍କ ସମେତ ୩ ମୃତ

ଧର୍ମଗଡ଼: ଗଛରେ ବାଇକ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମୂର୍ଲାପଦର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।…

brown sugar
୩ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା କୁଳିଅଣାରୁ ୩ କେଜି ୨୮୫ ଗ୍ରାମର ବ୍ରାଉନ୍‌ସୁଗର ଜବତ  ହୋଇଛି। ଆଜି ଭୋରରୁ କ୍ରାଇମ୍‌ବ୍ରାଞ୍ଚ STF ଟିମ୍‌ ପକ୍ଷରୁ ଚଢାଉ କରାଯାଇ ଏହି ବ୍ରାଉନ୍‌ସୁଗର ଜବତ କରାଯାଇଥିଲା। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଆଧାରରେ ଏହି ଚଢାଉ କରାଯାଇଥିଲା।...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।