• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

କରୋନା ଯୋଦ୍ଧାଙ୍କ ଶେଷକୃତ୍ୟ ପାଇଁ ଗାଁରେ ମିଳିଲାନି ଜାଗା

ବାଲିଗୁଡ଼ା: ଯେଉଁ କରୋନା ଯୋଦ୍ଧା ଦିନେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ, ମୃତ୍ୟୁ ପରେ ତାଙ୍କୁ ମିଳିଲାନି ସମ୍ମାନ। ଏପରିକି କରୋନା ଯୋଦ୍ଧାଙ୍କ ଶବ ସତ୍କାର ପାଇଁ ନିଜ ଗାଁରେ ଜାଗା ଖଣ୍ଡିଏ ବି ମିଳିଲା ନାହିଁ। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ...

aditya das death
ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଆସିଲା ସୁଇସାଇଡ଼୍‌ ନୋଟ୍‌ର ଫୋରେନସିକ୍ ରିପୋର୍ଟ

ଭୁବନେଶ୍ୱର: ମୋଟିଭେସନାଲ୍‌ ସ୍ପିକର୍‌ ତଥା ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା ଏକ ନୂଆ ମୋଡ଼ ନେଇଛି। ତଦନ୍ତ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ସୁଇସାଇଡ଼୍‌ ନୋଟ୍‌କୁ ନେଇ ବଡ଼ ଖୁଲାସା ହୋଇଛି। ଜବତ ହୋଇଥିବା ଆଦିତ୍ୟଙ୍କ ଡାଏରୀର ହାତଲେଖାକୁ ନେଇ ଯେଉଁ ସସପେନ୍ସ ସୃଷ୍ଟି ହୋଇଥିଲା,...

delhi
୪ ବର୍ଷର ଝିଅକୁ ବଞ୍ଚାଇବା ପାଇଁ କିଡ୍‌ନାପର୍‌ଙ୍କ ସହ ଫାଇଟ୍‌ କଲେ ମା’

ନୂଆଦିଲ୍ଲୀ: ଯଦି ଛୁଆ ଉପରେ ବିପଦ ଆସେ, ତା’ହେଲେ ପରିସ୍ଥିତି ଯାହାବି ହେଉନା କାହିଁକି ଛୁଆର ସୁରକ୍ଷା ଦେବାପାଇଁ ମା’ ଆଗେଇ ଆସେ। ଏବେ ଏମିତି ଜଣେ ମହିଳାଙ୍କ ସାହସିକତାକୁ ନେଇ ବେଶ୍‌ ଚର୍ଚ୍ଚା। ଜୀବନକୁ ବାଜି ଲଗାଇ କିଭଳି ଭାବରେ ଜଣେ ମହିଳା ତାଙ୍କର ୪ ବର୍ଷର...

nitin
ସରିଲା ଏନ୍‌ଗେଜ୍‌ମେଣ୍ଟ୍, ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ତେଲୁଗୁ ଅଭିନେତା ନୀତିନ୍‌

ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ପ୍ରସିଦ୍ଧ ତେଲୁଗୁ ଅଭିନେତା ତଥା ଷ୍ଟାଇଲିଶ୍‌ ହିରୋ ନୀତିନ୍‌ଙ୍କ ଏନ୍‌ଗେଜ୍‌ମେଣ୍ଟ୍‌‌ ସରିଛି। ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି ଏନ୍‌ଗେଜ୍‌ମେଣ୍ଟ୍ ହୋଇଥିଲା। ଏନ୍‌ଗେଜ୍‌ମେଣ୍ଟ୍‌ର ଫଟୋ ନୀତିନ୍‌ ସୋସିଆଲ୍‌ ମିଡିଆରେ ଶେଆର୍‌ କରିଛନ୍ତି।...

actress
ରାସ୍ତା କଡ଼ରେ ଫଳ ବିକୁଛନ୍ତି ଓଡ଼ିଆ ଆଲ୍‌ବମ୍‌ ଅଭିନେତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ଓ ଲକଡାଉନ୍ କଟକଣା ସମସ୍ତଙ୍କ ଜୀବନ ଉପରେ ବେଶ୍ ପ୍ରଭାବ ପକାଇଛି। ରୋଜଗାର ହରାଇ ଅନେକ ଲୋକ ଅଭାବ ଅନଟନରେ ରହିଛନ୍ତି। କଳାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଟିଭି ସିରିୟଲ୍‌, ଆଲ୍‌ବମ୍‌, ମଞ୍ଚ ନାଟକ ଓ ଷ୍ଟେଜ୍ ଶୋ’ କରିଥିବା ଓଡ଼ିଆ...

Corona
କଟକ ସହରରୁ ଚିହ୍ନଟ ହେଲେ ୩୪ କରୋନା ପଜିଟିଭ୍‌, ଲୋକାଲ୍‌ କେସ୍ ୮

କଟକ: କଟକ ସହରରୁ ଆଉ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫ ସରକାରୀ କ୍ୱାରେଣ୍ଟିନରେ ଚିହ୍ନଟ ହୋଇଥିବା ବେଳେ ୨୧ ହୋମ୍ କ୍ୱାରେଣ୍ଟିନ ଚିହ୍ନଟ ହୋଇଛନ୍ତି। ସେହିପରି ୮ ଟି ଲୋକାଲ କେସ୍ ରହିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରେ ମୋଟ୍‌ ଆକ୍ରାନ୍ତଙ୍କ...

corona
କରୋନା ମୁକାବିଲା ଲାଗି ଗାଇଡଲାଇନ୍ସ ଜାରି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓଡ଼ିଶାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଭିତରେ ଲୋକସେବା ଭବନର କେତେକ ବିଭାଗରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରୁ କରୋନା ପଜିଟିଭ୍‌ ବାହାରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏପରି ପରିସ୍ଥିତିରେ ଯଦି କୌଣସି...

Corona
ଗଞ୍ଜାମରେ କାୟା ବିସ୍ତାର କରି ଚାଲିଛି କରୋନା, ଆଖି ବୁଜିଲେ ଆଉ ଜଣେ କରୋନା ଯୋଦ୍ଧା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଛି। କିଛି ଦିନ ଧରି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହା ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଲ୍ଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୦୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨,୩୪୭ ଆକ୍ଟିଭ୍‌ କେସ୍‌ ଥିବାବେଳେ...

earthquake-8 (1)
ଦେଶରେ ୨ଟି ସ୍ଥାନରେ ଭୂକମ୍ପର ଝଟ୍‌କା, ଲୋକେ ଆତଙ୍କିତ

ନୂଆଦିଲ୍ଲୀ: ସାରା ଦେଶ ଏବେ ମହାମାରୀ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ଆସାମରେ ବନ୍ୟା ସ୍ଥିତି ଅସମ୍ଭାଳ ରହିଛି। ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏସବୁ ଭିତରେ ବାରମ୍ବାର ଭୂକମ୍ପର ଝଟ୍‌କା ଲୋକଙ୍କୁ ଆହୁରି ଭୟଭୀତ...

କରୋନା ଲଗାଇ ଦେଲା କଳି, ୨ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମଗିରି: ଗାଁର ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବାପରେ ଉତ୍ତେଜନା ପ୍ରକାଶ ପାଇବା ସହ ବୋମାମାଡ଼ ହୋଇଛି। ପୁରୀ ଜିଲ୍ଲା ନିସିଭଅଁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ନିସିଭଅଁର ଗାଁରେ ଜଣେ ବ୍ୟକ୍ତି କିଛି ଦିନ ତଳେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟିନ୍‌ ସେଣ୍ଟରରେ...

IOCL ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବମ୍ବିଂ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଆଇଓସିଏଲ୍ ପ୍ଲାଣ୍ଟ ମ୍ୟାନେଜରଙ୍କ କାର୍‌ ଉପରକୁ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ୮ଟା ସମୟରେ ମ୍ୟାନେଜର ନୃସିଂହ ଚରଣ ସେଠୀ ଘରକୁ ଫେରୁଥିବା ବେଳେ କୁସୁମାଟି-ଛଣଘର ରାସ୍ତା ତାରିଣୀ ମନ୍ଦିର ନିକଟରେ ତାଙ୍କ କାର୍ ଉପରକୁ ବୋମାମାଡ଼ ହୋଇଛି। ୨...

corona
ଓଡ଼ିଶାରେ କରୋନା ସ୍ଥିତି ସାଂଘାତିକ: ଦିନକରେ ଚିହ୍ନଟ ହେଲେ ୧,୫୯୪ ନୂଆ ପଜିଟିଭ୍‌

ଭୁବନେଶ୍ୱର: ଓଡ଼ିଶାରେ ୧,୫୯୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୫୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୬୭ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୫୨୭ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ...

coronavirus
୨୪ ଘଣ୍ଟାରେ ଆଖି ବୁଜିଲେ ଓଡ଼ିଶାରେ ଆଉ ୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩, ଭଦ୍ରକରୁ ଜଣେ, ଗଜପତିରୁ...

corona
କରୋନା କବ୍‌ଜାରେ ୧୧ ପୋଲିସ୍‌ କର୍ମୀ

ଖୋର୍ଦ୍ଧା: ବାଣପୁର, ବାଲୁଗାଁର ବିଭିନ୍ନ ଥାନା ଓ ଫାଣ୍ଡିର ୧୧ ଜଣ ପୋଲିସ୍‌ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୧୧ ଜଣ ପୋଲିସ୍‌ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହେବାପରେ ସଂପୃକ୍ତ ଥାନା ଓ ଫାଣ୍ଡିର ସବୁ କର୍ମଚାରୀଙ୍କୁ ହୋମ୍...

lightning
ମୋବାଇଲ୍‌ରେ‌ କରୁଥିଲେ ଭିଡିଓ ରେକର୍ଡିଂ, ହଠାତ୍‌ ମାରିଲା ବିଜୁଳି...

ନ୍ୟୁୟର୍କ: ବିଜୁଳି ମାରିବା ସମୟରେ ଅନେକ ଲୋକ ଡରି ଯାଆନ୍ତି। ବେଳେ ବେଳେ ଏହା ଏତେ ଜୋରରେ ଶବ୍ଦ କରିଥାଏ ଯେ, ଲୋକମାନେ ଏହି ଶବ୍ଦ ଶୁଣି ଭୟଭୀତ ହୋଇଯାଆନ୍ତି। ହେଲେ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିବା ପାଇଁ ସମସ୍ତେ ଚାହାଁନ୍ତି। ଏବେ ସୋସିଆଲ୍‌ ମିଡିଆରେ...

ଶବ ସଂସ୍କାର ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍

ଭଞ୍ଜନଗର: ଶବ ସଂସ୍କାର ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ଏମିତି ଏକ ଖବର ଆସିଛି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ଭଞ୍ଜନଗର ଅଞ୍ଚଳର ବନବିଭାଗ କର୍ମଚାରୀ ବସନ୍ତ ମହାନ୍ତି ଜ୍ୱର ଓ କାଶରେ ପୀଡ଼ିତ ଥିଲେ। କରୋନା ଲକ୍ଷଣ ଜଣାପଡ଼ିବା ପରେ...

ନଦୀ ଭିତରେ ସେଲ୍‌ଫି ନେଉଥିଲେ, ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି

ଭୋପାଳ: ନଦୀ ଭିତରେ ପଥର ଉପରେ ବସି ସେଲ୍‌ଫି ନେଉଥିଲେ, ହଠାତ୍‌ ମାଡ଼ି ଆସିଲା ବନ୍ୟା ପାଣି। ବନ୍ୟା ପାଣିର ପ୍ରଖର ସ୍ରୋତ ଯୋଗୁ ନଦୀ ଭିତରେ ଫସିଗଲେ ଦୁଇ ଯୁବତୀ। ମଧ୍ୟପ୍ରଦେଶ ଜିଲ୍ଲାରେ ଏହି ଘଟଣା ଘଟିଛି। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି।...

ପଞ୍ଜୁରୀ ଭିତରେ ନାଗ-ଚଢ଼େଇ ଛକାପଞ୍ଝା

ଭୁବନେଶ୍ୱର: ପଞ୍ଜୁରୀ ଭିତରେ ନାଗ ଓ ଚଢ଼େଇ ମଧ୍ୟରେ ଛକାପଞ୍ଝା। ଏଭଳି କିଛି ଘଟଣା ଦେଖିବାକୁ ମିଳିଥିଲା ବାଙ୍କୀରେ। ଗତକାଲି ରାତିରେ ବାଙ୍କୀ ରଗଡି ଗାଁର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଥିବା ପଞ୍ଜୁରୀରେ ଏକ ନାଗ ସାପ ଫସି ଯାଇଥିଲା। ଫଳରେ ଚଢ଼େଇମାନେ ଭୟଭୀତ ହୋଇ ଶବ୍ଦ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।