• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

crocodile
କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ

ଭୁବନେଶ୍ୱର: ଜନ୍ତୁ-ମଣିଷ ବିବାଦର ସମାଧାନ ପାଇଁ ବନ ବିଭାଗର ନୂଆ ଯୋଜନା। ଏଣିକି କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ। ରାଜ୍ୟରେ ପ୍ରଥମ ଥର ପାଇଁ କୁମ୍ଭୀରଙ୍କ ଦେହରେ ଲଗାଯିବ ରେଡିଓ କୋଲାର। ସାତକୋଶିଆର ଟିକରପଡ଼ାରେ ଚଳିତମାସ ଏହି କାର୍ଯ୍ୟର ଶୁଭାରମ୍ଭ କରାଯିବ। ପୂର୍ବରୁ ମଧ୍ୟପ୍ରଦେଶର ଚମ୍ବଲରେ କୁମ୍ଭୀରଙ୍କ...

jajpur
ଥାନା ସାମ୍ନାରୁ ସାଢ଼େ ୩ ଲକ୍ଷ ଲୁଟ୍‌

ଯାଜପୁର: ଥାନା ସାମ୍ନାରୁ ଲୁଟ୍‌। ଯାଜପୁର ଥାନା ଆଗରେ ଥିବା ଏକ ବାଇକ୍ ଡିକିରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଥାନାକୁ ନିଜ ପାସ୍‌ପୋର୍ଟ କଥା ବୁଝିବାକୁ ଆସିଥିବା ବେଳେ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝିଅ ବାହାଘର ପାଇଁ...

manohar
ସେଲ୍‌ଫି ନେବାକୁ ଆସିଥିବା ଯୁବକଙ୍କୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ସାଧାରଣତଃ ଲୋକମାନେ ସେମାନଙ୍କ ନିର୍ବାଚିତ ପ୍ରତିନିଧିଙ୍କ ସହ ସାକ୍ଷାତ ଓ ଫଟୋ ଉଠାଇବା ପାଇଁ ଉତ୍ସାହିତ ଥାଆନ୍ତି। ନେତାମାନେ ବି ସେମାନଙ୍କର ସମର୍ଥକ ତଥା ପ୍ରଶଂସକଙ୍କୁ ନିରାଶ କରିନଥାନ୍ତି। ହେଲେ ହରିୟାଣାର କର୍ଣ୍ଣଲରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଯେଉଁଠି ସେଲ୍‌ଫି ନେବାକୁ ପହଞ୍ଚି ଥିବା ଜଣେ...

lord ganesh
ଭଗବାନ ଗଣେଶଙ୍କ ଦେହରୁ ବାହାରୁଛି ଝାଳ!

ପାଟନା: ଦେଶର ଅନ୍ୟାନ୍ୟ ରାଜ୍ୟ ଭଳି ବିହାରରେ ମଧ୍ୟ ଏବେ ପ୍ରଚଣ୍ଡ ଖରା ହେଉଛି। ଲୋକେ ତ ଲୋକେ, ଏବେ ସେଠି କୁଆଡ଼େ ଭଗବାନ ବି ଗରମରେ ଅସ୍ତବ୍ୟସ୍ତ ହୋଇଗଲେଣି। ଶୁଣିବାକୁ ମିଳିଛି, ସେଠାକାର ଗୟା ଜିଲ୍ଲାର ରାମଶିଲା ଠାକୁରବାଡ଼ିରେ ଥିବା ଭଗବାନ ଗଣେଶଙ୍କ ମୂର୍ତ୍ତିରୁ ଝାଳ ବାହାରୁଛି।...

samir das
ମାଟ୍ରିକ୍‌ରେ ଶୂନ ରେଜଲ୍ଟ କରିଥିବା ୮୨ଟି ସ୍କୁଲକୁ ନୋଟିସ୍‌

କଟକ: ମାଟ୍ରିକ୍ ପରୀକ୍ଷାରେ ଶୂନ ରେଜଲ୍ଟ ହୋଇଥିବା ସ୍କୁଲକୁ ନୋଟିସ୍ କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ୮୨ଟି ସ୍କୁଲକୁ ନୋଟିସ୍‌ ଜାରି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଗସ୍ତ କରିଥିଲେ। ଏହି ଅବସରରେ...

rbi
ରେପୋ ରେଟ୍‌ ହ୍ରାସ; କାର୍ ଓ ଗୃହ ଋଣ ଉପରେ କମିବ ସୁଧ

ନୂଆଦିଲ୍ଲୀ: ଧିମେଇ ଯାଇଥିବା ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ଲାଗି ପ୍ରୟାସ। ବଜାରରେ ଚଳନ୍ତି ରାଶି ବା ଲିକ୍ୟୁଡିଟି ବଢାଇବା ଲାଗି ରିଜର୍ଭ ବ୍ୟାଙ୍କ ପଦକ୍ଷେପ ନେଇଛି। ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା କରି ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌କୁ ଆଉ .୨୫ ପ୍ରତିଶତ କମାଇ ଦେଇଛି। ଫଳରେ  ରେପୋ ରେଟ୍...

shivsena
ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ/ଭୁବନେଶ୍ୱର: ଲୋକସଭାରେ ଉପବାଚସ୍ପତି ପଦବୀକୁ ନେଇ ବଢ଼ିଲା ରେସ୍। ବିଜେଡି ପ୍ରାର୍ଥୀଙ୍କ ନାଁକୁ ନେଇ ହେଉଥିବା ଚର୍ଚ୍ଚାକୁ ନେଇ ଶିବସେନା ପ୍ରଶ୍ନ ଉଠାଇଛି। ବିଜେଡିକୁ ଏହି ପଦବୀ କିପରି ମିଳିବ ବୋଲି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ବିଜେପି ବିରୋଧରେ ବିଜେଡି ନିର୍ବାଚନ ଲଢ଼ିଛି।...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।