ବଲାଙ୍ଗିର: ବିଧାୟକଙ୍କ କଙ୍ଗାରୁ କୋର୍ଟ! ରାସ୍ତା ଉପରେ ସରକାରୀ ଅଧିକାରୀଙ୍କୁ ଦଣ୍ଡିତ କଲେ ବିଧାୟକ। ନବ ନିର୍ବାଚିତ ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ସରକାରୀ ଅଧିକାରୀଙ୍କୁ ଉଠ୍ବସ୍ କରାଉଥିବା ଭିଜୁଆଲ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ନିମ୍ନମାନର ରାସ୍ତା କାମ ହୋଇଥିବାରୁ ଏଥିପାଇଁ ସଂପୃକ୍ତ ଅଧିକାରୀଙ୍କୁ...
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସୁନାଖଳା ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରିନାହିଁ। ସୂଚନା ଅନୁସାରେ, ବିଷମକଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ବୋଲେରୋ ସୁନାଖଳା ଛକରେ ଛିଡ଼ା...
ଭୁବନେଶ୍ୱର: ଧନିଆ ଏକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ। ଆମ ରୋଷଇ ଘରେ ଏହା ସବୁ ସମୟରେ ଉପଲବ୍ଧ ରହିଥାଏ। ଧନିଆର ଗଛ ସହ ଏହାର ମଞ୍ଜି ମଧ୍ୟ କାମରେ ଆସିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ ଏହା ବିଭିନ୍ନ ରୋଗ ମଧ୍ୟ ଭଲ କରିଥାଏ। ଧନିଆ ସ୍ୱାସ୍ଥ୍ୟ ପାଇଁ ବହୁତ...
ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି। ଛାତ୍ରଛାତ୍ରୀମାନେ ଆଜିଠୁ ଅନ୍ଲାଇନ୍ରେ ଆବେଦନ କରିପାରିବେ। ଦିନ ୧୧ଟାରୁ ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍ସାଇଟ୍ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ୍ ୨୦ ରହିଛି । ଏଥର ୨ ହଜାର ୪୧ଟି ଜୁନିଅର୍ କଲେଜ ପାଇଁ ୪ ଲକ୍ଷ...
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ଯୋଜନା ‘ଆୟୁଷ୍ମାନ ଭାରତ’ କାର୍ଯ୍ୟକାରୀ କରିବାକୁ କେନ୍ଦ୍ରର ଚିଠି। ଏହି ଯୋଜନା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓଡ଼ିଶା, ଦିଲ୍ଲୀ, ତେଲଙ୍ଗାନା ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଦେଶର ସମସ୍ତ ପ୍ରକାର ଲୋକଙ୍କ ପାଖରେ ଏଭଳି ଯୋଜନା ପହଞ୍ଚିବା...
ସୋର(ଶଶିକାନ୍ତ ବେହେରା): ମୃତ ଶିଶୁ କନ୍ୟାକୁ ଡାକ୍ତରଖାନାରୁ ଝାମ୍ପି ନେଇ ଝୁଣି ଖାଇଲା କୁକୁର। ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଦୁଇ ଜଣ ଯୁବକ ଡାକ୍ତରଖାନାରୁ ଘରକୁ ଯାଉଥିବା ବେଳେ ରାସ୍ତା ଉପରେ କୁକୁରଟି ଶିଶୁ କନ୍ୟାର ମୃତଦେହ...
ଭୁବନେଶ୍ୱର: ସାଧାରଣ ନିର୍ବାଚନରେ ବିଜେଡିର ୩ ଛାମୁଆ ସଂଗଠନ (ମହିଳା,ଯୁବ ଓ ଛାତ୍ର)ର ମୁଖିଆଙ୍କ ଦୁର୍ବଳ ସାଂଗଠନିକ କାର୍ଯ୍ୟକ୍ରମ ଓ ନୈରାଶ୍ୟଜନକ ପ୍ରଦର୍ଶନ ଏବେ ସେମାନଙ୍କ ପାଇଁ ସମସ୍ୟା ପାଲଟିଛି। ଦଳର ଏହି ୩ ଛାମୁଆ ସଂଗଠନରେ ବଢ଼ି ଚାଲିଥିବା ଗୋଷ୍ଠୀ କନ୍ଦଳ ଓ ଛକାପଞ୍ଝା ଯୋଗୁ ବିଜେଡି...
ବଲାଙ୍ଗିର: ବଲାଙ୍ଗିର ଯୁବୋଦୟ କଲେଜର ଯୁକ୍ତ ୨ ଛାତ୍ର ଆଶୁତୋଷ ପଣ୍ଡା NEET ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି। ମୋଟ୍ ୭୨୦ ନମ୍ବରରୁ ୬୮୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଆଶୁତୋଷ ୭୩ ରାଙ୍କ୍ରେ ଅଛନ୍ତି। ସେହିପରି ଓଡ଼ିଶାର ସଙ୍ଗୀତା ଅଗ୍ରୱାଲ୍ ୬୮୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ...
ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଅର୍ଥମନ୍ତ୍ରୀ ପ୍ରକାଶ ପନ୍ତ ଗତକାଲି ଆମେରିକାରେ ମୃତ୍ୟୁବରଣ କରିଛନ୍ତି।ସେଠାରେ ସେ ଫୁସ୍ଫୁସ୍ ଜନିତ ରୋଗ ପାଇଁ ଚିକିତ୍ସାଧୀନ ଥିଲେ। ତାଙ୍କ ମୃତ୍ୟୁ ପରେ ଉତ୍ତରାଖଣ୍ଡରେ ୩ ଦିନ ପାଇଁ ଶୋକ ପାଳନ କରାଯିବ। ଆଜି ଛୁଟି ଦିବସ ଭାବରେ ମଧ୍ୟ ଘୋଷଣା କରାଯାଇଛି। ସେ ଗତ ମେ’...
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ବିଏସ୍ପି ଏକାକୀ ନିର୍ବାଚନ ଲଢ଼ିବ। ଏବେ ପାଇଁ ମହାମେଣ୍ଟର ବ୍ରେକ୍ ଲାଗିଛି ବୋଲି ଉତ୍ତର ପ୍ରଦେଶ ମହାମେଣ୍ଚରେ ସାମିଲ ଥିବା ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ଗତକାଲି କହିଥିଲେ। ଏବେ ଏହାର ଜବାବ ରଖିଛନ୍ତି ମହାମେଣ୍ଟର ଅନ୍ୟତମ...
ଭୁବନେଶ୍ୱର: ଯାଜପୁରରେ ମର୍ଡର, କେରଳରୁ ଅଭିଯୁକ୍ତ ଗିରଫ। ଗତ କିଛିଦିନ ତଳେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଦେଉଳି ପାହାଡରୁ ଜଣେ ମହିଳାଙ୍କ ମୃତଦେହ ସହ ତାଙ୍କ ଝିଅକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ କେରଳରୁ ଗିରଫ କରିଛି। ଗିରଫ...
ମୁମ୍ବାଇ: ଟିକ୍ ଟକ୍କୁ ନେଇ ଏବେ ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳୁଛି। ଟିକ୍ ଟକ୍ରେ ଷ୍ଟାର ହେବାପାଇଁ ଆଜିକାଲି ଯୁବପିଢ଼ି ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। କିଏ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କଲାଣି ତ ଆଉ କିଏ ଦିନରାତି ଟିକ୍ ଟକ୍ରେ ଭିଡିଓ କରିବାରେ ମଗ୍ନ ରହିଲାଣି। ହେଲେ...
ନୂଆଦିଲ୍ଲୀ: ଦିନକ ପରେ ଅର୍ଥାତ୍ ୬ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ଆସିବା ପୂର୍ବରୁ ତାମିଲନାଡୁର ରାମେଶ୍ୱରମ୍ରେ ସମୁଦ୍ର ଅଶାନ୍ତ ହୋଇଛି। ବହୁ ଉଚ୍ଚରେ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ଫଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ...
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ସଡ଼କ ପରିବହନ ବିଭାଗର ମନ୍ତ୍ରୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି। କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଭାଗୀୟ ଅଧିକାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଏହା ସହିତ ସେ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME)...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳ ଗଠନ କରି ସାରିଛନ୍ତି। ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ଦିଆ ସରିଛି। ଅନେକ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି କାମ ଆରମ୍ଭ କରି ଦେଇଛନ୍ତି। ଆଉ ଏବେ ଲୋକସଭାର ବାଚସ୍ପତି ପଦକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ ଅନେକ କଳ୍ପନାଜଳ୍ପନା...