• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

political violence
ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ଥମୁନି ରାଜନୀତିକ ହିଂସା

କୋଲକାତା: ନିର୍ବାଚନ ପରେ ବି ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ବିବାଦ ଥମୁନାହିଁ। ଗତକାଲି ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଜଣ ବିଜେପି କର୍ମୀ ଓ ଜଣେ ଟିଏମସି କର୍ମୀ ହତ୍ୟାର ଶିକାର ହୋଇଥିବା...

world cup
କଙ୍ଗାରୁ ଦଳକୁ ଚକ୍‌ମା ଦେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଭାଲ୍‌: ଚଳିତ ବିଶ୍ୱକପ୍‌ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍‌ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଐତିହାସିକ ଓଭାଲ୍‌ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ। ପ୍ରଥମଥର...

ofc 2
ଅଫିସରେ ଭଲ କର୍ମଚାରୀ ହେବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏଇ ଉପାୟ

ଭୁବନେଶ୍ୱର: ଏହା ସତ ଯେ, ଆପଣଙ୍କର ଦରମା ଯେତେ ଅଧିକ ହେଲେ ବି ତାହା କମ୍‌ ଲାଗିଥାଏ। ସତରେ ଯଦି ଆପଣଙ୍କୁ ଲାଗୁଛି କି, ଆପଣ କାମ କମ୍‌ କରୁଛନ୍ତି କିମ୍ବା ବସ୍‌ ଆପଣଙ୍କ ଉପରେ ଖୁସି ନାହାନ୍ତି ବୋଲି ଦରମା ବଢ଼ୁନାହିଁ ତେବେ ଆମେ ଆପଣଙ୍କୁ କିଛି...

murderer
ଗିରଫ ହେଲା ସାନ ଭାଇର ହତ୍ୟାକାରୀ ବଡ଼ ଭାଇ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଅତଳାଗଡ଼ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କମିଶନରେଟ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତର ନାଁ ମାମୁଲୁ ଓରଫ ସ୍ରଷ୍ଟା ରାଉତରାୟ। ଆଜି ସକାଳୁ ପୁଲିସ୍‌ ସ୍ରଷ୍ଟାକୁ କଟକର ଫୁଲନଖରା ଅଞ୍ଚଳରୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳକୁ ନେଇ ବଡ଼ଭାଇ ସ୍ରଷ୍ଟା...

wall collapse
ରାଇସ୍‌ ମିଲ୍‌ କାନ୍ଥ ଭୁଶୁଡ଼ି ୪ ମୃତ, ୭ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ସହର ସ୍ଥିତ ଅଳସୁଆ ହାଟ ନିକଟରେ ଥିବା ଏକ ପରିତ୍ୟକ୍ତ ରାଇସ୍‌ ମିଲ୍‌ର କାନ୍ଥ ଭୁଶୁଡ଼ି ପଡ଼ିବାରୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭ ଜଣ ଗୁରୁତର ଭାବେ ଆହତ ହୋଇଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ପରିଚୟ ଜଣାପଡ଼ି ନଥିବା...

sitalasasthi
ନାଚ, ଗୀତରେ ଦୁଲୁକୁଛି ସମ୍ବଲପୁର ସହର: ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନ

ସମ୍ୱଲପୁର/ଭୁବନେଶ୍ୱର: ଚାଲିଛି ଶିବ-ପାର୍ବତୀଙ୍କ ଯୁଗଳ ମୂର୍ତ୍ତି ଦର୍ଶନର ଶୋଭାଯାତ୍ରା। ସେଥିପାଇଁ ଦୁଲୁକୁଛି ସମ୍ବଲପୁର ସହର। ନାଚ, ଗୀତ ଓ ବାଜାର ତାଳରେ ପୂରା ପରିବେଶ କମ୍ପୁଛି। ବିବାହ ସଂପନ୍ନ ହେବା ପରେ ଶିବ-ପାର୍ବତୀ ମନ୍ଦିରକୁ ଫେରୁଛନ୍ତି। ସାଙ୍ଗରେ ବିରାଟ ପଟୁଆର ରହିଛି। ଗତ ରାତିରୁ ହିଁ ଏହି ଶୋଭାଯାତ୍ରା...

chse
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜିରୋ ରେଜଲ୍ଟ କରିଥିବା ୯ଟି କଲେଜ ଉପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଜିରୋ ରେଜଲ୍ଟ କରିଥିବା ୯ଟି କଲେଜ ଉପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏସମସ୍ତ କଲେଜରେ ଜଣେ ହେଲେ ବି ଛାତ୍ରଛାତ୍ରୀ ପାସ୍‌ କରି ନାହାନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୬ଟି କଲେଜରେ ନାମଲେଖା ଉପରେ ରୋକ୍ ଲଗାଯାଇଥିବା...

train
ଏଣିକି ଟ୍ରେନ୍‌ରେ ମସାଜ୍ ସେବା ପାଇବେ ଯାତ୍ରୀ

ନୂଆଦିଲ୍ଲୀ: ମୋଦିଙ୍କ ଦ୍ୱିତୀୟ ସରକାର ଟ୍ରେନ୍‌ ଯାତ୍ରୀଙ୍କ ଯାତ୍ରାକୁ ଆହୁରି ଆରାମଦାୟକ କରିବାକୁ ଯାଉଛନ୍ତି। ପ୍ରଥମଥର ପାଇଁ ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଟ୍ରେନରେ ମସାଜ ସେବା ଦେବାକୁ ବ୍ୟବସ୍ଥା କରୁଛନ୍ତି। ଯାତ୍ରୀ ଉଭୟ ପାଦ ଓ ମୁଣ୍ଡର ମସାଜ୍ ସେବା ପାଇବେ। ଏଥିପାଇଁ ୧୦୦ ଟଙ୍କାର ଟିକେଟ୍‌...

tik tok
ଡକାୟତି ମାମଲାରେ ‘ଟିକ୍‌ ଟକ୍‌’ ଷ୍ଟାର୍ ଗିରଫ

ମୁମ୍ବାଇ: ଏକ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ଟିକ୍‌ ଟକ୍‌ ଷ୍ଟାରଙ୍କୁ ଗିରଫ କରାଯାଇଛି। ଟିକ୍‌ ଟକ୍‌ରେ ତାଙ୍କର ୯ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋୟର୍ସ ଅଛନ୍ତି। ଏହି ଟିକ୍‌ ଟକ୍‌ ଷ୍ଟାରଙ୍କ ନାମରେ ଆଗରୁ ୪ରୁ ୫ଟି ମାମଲା ରହିଥିଲା। ଏକ ବୃଦ୍ଧ ଦମ୍ପତି ପୂର୍ବରୁ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।