ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା। ତଳ କୋର୍ଟଙ୍କ ରାୟକୁ ଚାଲେଂଜ କରି ହାଇକୋର୍ଟରେ ଅପିଲ। ରାୟକୁ ଚାଲେଂଜ କରି ହାଇକୋର୍ଟ ଗଲା କ୍ରାଇମବ୍ରାଞ୍ଚ। ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ଡିତ କରିବାକୁ କ୍ରାଇବ୍ରାଞ୍ଚ ଅପିଲ କରିଛି। ତଳକୋର୍ଟରେ ୨ଜଣ ଅଭିଯୁକ୍ତ...