ଭୁବନେଶ୍ୱର : ଭୁବନେଶ୍ୱରରେ ଚାଲିଥିବା ବରିଷ୍ଠ ପୋଲିସ ଅଧିକାରୀଙ୍କ ତିନିଦିନିଆ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଉଦଯାପନୀ ଦିବସରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ପୋଲିସକୁ ୩ ସୂତ୍ରୀ ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀରେ ଯୋଗ ଦେଇ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପୋଲିସ...
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ପ୍ରଥମ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍। ଆଜି ଏବଂ କାଲି ଦୁଇଦିନ ଧରି ଯୋଗ୍ୟତା ପର୍ଯ୍ୟାୟର ୪ଟି ମ୍ୟାଚ ଖେଳାଯିବ। ଏଥିରେ ୮ଟି ଟିମ୍ ଭାଗନେଉଛନ୍ତି। ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍ ଆସନ୍ତା ୩୧ତାରିଖରୁ ଆରମ୍ଭ...
ପୁରୀ : ଶ୍ରୀମନ୍ଦିରର ଆର୍ଥିଂ ସିଷ୍ଟମ୍ ବା ବଜ୍ରପାତ ନିରୋଧକ ବ୍ୟବସ୍ଥାର ଚୂଡ଼ାନ୍ତ ଯାଞ୍ଚ କରିଛନ୍ତି GED ଅଧୀକ୍ଷଣ ଯନ୍ତ୍ରୀ, ASI ଯନ୍ତ୍ରୀ ଏବଂ ଶ୍ରୀମନ୍ଦିର ପ୍ରଶାସନ ନିର୍ବାହୀ ଯନ୍ତ୍ରୀ। ଶ୍ରୀମନ୍ଦିର ଚୂଡ଼ା ଚଢ଼ି ସେମାନେ ଆର୍ଥିଂ ସିଷ୍ଟମ୍ ଯାଞ୍ଚ କରି ଏହା ଦୁର୍ବଳ ହୋଇପଡ଼ିଥିବା କହିଛନ୍ତି। ଅଁଳା...
ଭୁବନେଶ୍ୱର : ଧର୍ମଘଟକୁ ଓହ୍ଲାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ମାଲିକ ସଂଘର ସମ୍ପୂର୍ଣ୍ଣ ଦାବି ପୂରଣ ନହେବାରୁ ଆନ୍ଦୋଳନ କରିବା ନିଷ୍ପତ୍ତିରେ ଅଟଳ ରହିଛି ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ୧୭ ହଜାର ଘରୋଇ ବସ...
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା। ସାରା ଦେଶରେ ସ୍ମାର୍ଟ ସିଟିରେ ଏକ ନମ୍ବରରେ ରହିବା ପରେ ଏବେ ବିଶ୍ୱ ସ୍ତରୀୟ ରାଙ୍କିଙ୍ଗରେ ସ୍ଥାନ ପାଇଛି ଭୁବନେଶ୍ୱର। ବିଶ୍ୱର ୨୦ଟି ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି। ଏହି ତାଲିକାର ୧ନମ୍ବର ସ୍ଥାନରେ...
ବ୍ରହ୍ମପୁର : ବିଳମ୍ବରେ ଘରକୁ ଫେରିବାରୁ ଝିଅକୁ ସାବତ ମାଆର ଚେଙ୍କ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଆଙ୍କୁଲି କୁମ୍ଭାରପଲ୍ଲୀ ଅଞ୍ଚଳରୁ। ଏପରିକି ଝିଅକୁ ଚେଙ୍କ ଦେଇ ସାବତ ମାଆ ପଡ଼ୋଶୀଙ୍କ ଘରେ ବନ୍ଦ କରି ରଖିଥିବା ଅଭିଯୋଗ ମଧ୍ୟ ହୋଇଛି। ଖବର ପାଇ ନାବାଳିକାଙ୍କୁ ଉଦ୍ଧାର କରିଛି...
କଟକ : ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ। ଆଠଗଡସ୍ଥିତ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତ ବାଉଁଶ ଟାଙ୍ଗର ଗାଁରେ ଘଟିଛି ଏଭଳି ଅଘଟଣ। ମୃତକ ହେଲେ ନିରଞ୍ଜନ ଭୂଜବଳ ଏବଂ ତାଙ୍କ ପତ୍ନୀ ନର୍ମଦା। ଆଜି ଘର ପଛ ପାଖ ଫସଲରେ ପାଣି ମଡାଉଥିବା...
ନୂଆ ଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଦଳରେ ଏକମାତ୍ର ଓଡ଼ିଆ ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ବୀରେନ୍ଦ୍ର ଲାକ୍ରା ଓ ଦୀପସାନ ତିର୍କିଙ୍କୁ ସ୍ଥାନ ମିଳିନାହିଁ। ସୁଲତାନ ଆଜଲାନ ଶାହ ହକିରେ ଦଳର ନେତୃତ୍ୱ ନେଇଥିବା...
କଟକ : କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍ର କୌଣସି ଦାଗ ନାହିଁ। ଏ ନେଇ ରାଜ୍ୟ ଫୋରେନ୍ସିକ୍ ଲାବୋରେଟୋରୀ କୋର୍ଟରେ ଯେଉଁ ଚୂଡାନ୍ତ ରିପୋର୍ଟ ଦେଇଥିଲା, ସେଥିରେ କାଏମ ରହିଛି। କେନ୍ଦ୍ରୀୟ ଫୋରେନସିକ୍ ଲାବୋରେଟୋରୀ ବା CFSL କୋଲକାତାସ୍ଥିତ CFSL ନିର୍ଦ୍ଦେଶକ, କୋର୍ଟରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ...
ରାଉରକେଲା : ରାଉରକେଲାରେ ଅଜଣା ଗାଡ଼ି ଧକ୍କାରେ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାନେତ୍ରୀ ତଥା କାଇମାଟିର ମହିଳା ସରପଞ୍ଚଙ୍କ ମୃତ୍ୟୁ। ତାଙ୍କ ନାଁ ମିତାଞ୍ଜଳି ସ୍ୱାଇଁ । ଗତରାତିରେ ରେଳ ଷ୍ଟେସନ୍ରୁ ଫର୍ଟିଲାଇଜର ଟାଉନସିପ୍ସ୍ଥିତ ବାପ ଘରକୁ ଅଟୋରେ ଯିବା ବେଳେ ଆର୍ଏସ୍ପି ସ୍ଲାଗ୍ ଗେଟ୍ ନିକଟ ଜାତୀୟ...
ରାଉରକେଲା : ବକେୟା ଦରମା ଦାବିରେ ରାଉରକେଲାରେ ଘରୋଇ ସିକ୍ୟୁରିଟି ଗାର୍ଡଙ୍କ ବିକ୍ଷୋଭ। ଇସ୍ପାତ କାରଖାନାର ସହର ପ୍ରଶାସନ ଅଫିସକୁ ଧସେଇ ପଶିଲେ ସିକ୍ୟୁରିଟି ଗାର୍ଡ। ରାଉରକେଲା ଷ୍ଟିଲ ପ୍ଳାଣ୍ଟ ଅଧିନରେ ଟପ୍ ଗାଡିଙ୍ଗ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପ୍ରାୟ ୨ ଶହ ସିକ୍ୟୁରିଟି ଗାର୍ଡ କାମ...
ପୁରୀ : ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବ୍ୟକ୍ତିଗତ ସହାୟକ ଭବାନୀ ପ୍ରସାଦ ସାହୁଙ୍କୁ ଆକ୍ରମଣ ଅଭିଯୋଗ। ଅଭିଯୋଗ ଅନୁସାରେ, ଗତ ରାତିରେ ଭବାନୀ ସ୍କୁଟିରେ ଘରକୁ ଫେରୁଥିବା ବେଳେ ବଡ଼ଦାଣ୍ଡ ନିକଟ ଖାକିମଠ ନୂଆସାହିରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଖଣ୍ଡା ଓ ମାରଣାସ୍ତ୍ରରେ ଆକ୍ରମଣ କରିବା...
ଭୁବନେଶ୍ୱର : ସ୍ମାର୍ଟ ୱାର୍କ ଓ କ୍ୱାଲିଟି ଷ୍ଟ୍ରାଟେଜି ଦ୍ୱାରା ହିଁ ସଫଳତା ହାସଲ କରାଯାଇ ପାରିବ। ଏହି ମନ୍ତ୍ର ଦେଇଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଟପ୍ପର ହୋଇଥିବା ଚିନ୍ମୟୀ ଚେତନା ଦାସ। ଇଞ୍ଜିନିୟରିଂ ଗ୍ରାଜୁଏଟ ଚିନ୍ମୟୀ ନିଜର ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ହାସଲ...
ହୀରାକୁଦ : କାହିଁକି କମୁଛି ହୀରାକୁଦ ଜଳଭଣ୍ଡାରର ବିଜୁଳି ଉତ୍ପାଦନ କ୍ଷମତା? ଡ୍ୟାମରେ ପର୍ଯ୍ୟାପ୍ତ ପାଣି ଥିଲେ ବି କେଉଁ କାରଣ ପାଇଁ କମ୍ ହେଉଛି ବିଦ୍ୟୁତ୍ ଉତ୍ପାଦନ? ଗତ କିଛି ମାସ ଧରି ହୀରାକୁଦ ଡ୍ୟାମରୁ ଲଗାତାର ଭାବେ ସ୍ୱଳ୍ପ ବିଦ୍ୟୁତ ଉତ୍ପାଦନ ପ୍ରକ୍ରିୟାକୁ ନେଇ ଜୋର...
ଭୁବନେଶ୍ୱର : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ, ରାଜ୍ୟରେ ଦିନକୁ ପ୍ରାୟ ୧୩୬ ଜଣ କର୍କଟରେ ଆକ୍ରାନ୍ତ ହେଉଛନ୍ତି। ଆଉ ପ୍ରାଣ ହରାଉଛନ୍ତି ପାଖାପାଖି ୬୯ଜଣ। କହିବାକୁ ଗଲେ, ପ୍ରତିଘଣ୍ଟାରେ ୩ଜଣଙ୍କ ଜୀବନ ନେଉଛି ଏହି ମହାମାରୀ। ଓଡ଼ିଶାରେ ମୁଖ୍ୟତଃ ତମାଖୁ ଜନିତ ମୁଖଗହ୍ୱର କର୍କଟ ଓ...
କଟକ: ଆସନ୍ତା ୧୭ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି କଟକ ଆନନ୍ଦ ଭବନ ମ୍ୟୁଜିୟମର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ କମିଶନର ଏବଂ ଡିସିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଉଭୟ...
ଯାଜପୁର : ଯାଜପୁର ରୋଡ ଥାନା ଚୋରଦା ଡିଗିସାହି ଅଞ୍ଚଳର ଏକ ଘରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତ ଦେହ ଉଦ୍ଧାର। ମୃତକ ଜଣକ ଝାଡଖଣ୍ଡ ଅଂଚଳର ବୋଲି ଜଣାପଡିଛି। ମୃତ ମହିଳାଙ୍କ ସ୍ୱାମୀ କଳିଙ୍ଗନଗର ଜିନ୍ଦଲ ଷ୍ଟିଲନେଶ ଖାରଖାନାରେ ଜଣେ ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରନ୍ତି।...
ରାଜସ୍ଥାନ : ସୋସିଆଲ୍ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଭିଡିଓଟିକୁ ଯିଏବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ। ଏହି ଭାଇରାଲ୍ ଭିଡିଓଟି ରାଜସ୍ଥାନସ୍ଥିତ ଯୋଧପୁରର କୌଣସି ଏକ ବିବାହ ଉତ୍ସବର ବୋଲି କୁହାଯାଉଛି। ଯେକେହି ଏହି ଭାଇରାଲ୍ ଭିଡିଓକୁ ଦେଖିଲାପରେ ନିଶ୍ଚୟ ଅନୁଭବ କରିବ ଯେ ,...
ଭୁବନେଶ୍ୱର : ପ୍ରଥମେ ପ୍ରଶାନ୍ତ, ପରେ ସୌମ୍ୟରଞ୍ଜନ ଓ ଶେଷରେ ଅଚ୍ୟୁତ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଜଣଙ୍କ ପରେ ଜଣେ ବିଜେଡିର ଏ ତିନି ପ୍ରାର୍ଥୀ ଦାଖଲ କରିଛନ୍ତି ନାମାଙ୍କନ ପତ୍ର। ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ। ତିନି ଜଣଙ୍କ ପାଇଁ ପ୍ରସ୍ତାବକ ହୋଇଥିଲେ...
ଭୁବନେଶ୍ୱର: ମାଆ ହୋଇ ସେ ବାତ୍ସଲ୍ୟ ସ୍ନେହ ଅଜାଡ଼ି ଦିଏ ତ ପତ୍ନୀ ରୂପରେ ଜୀବନରେ ପ୍ରେମର ଫଲଗୁ ଆଣେ। ଘରର ଚାରିକାନ୍ଥ ବାହାରେ ବି ସେ ନିଜ ଦକ୍ଷତାର ପ୍ରମାଣ ଦେଖାଇପାରିଛି। କୁହାଯାଏ ନାରୀ ଯେବେ ସଶକ୍ତ ହୁଏ, ସେ ସଶକ୍ତ କରି ତୋଳେ ନିଜ ଚତୁର୍ପାର୍ଶ୍ୱକୁ...