<p>ପୁରୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା। ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଥିବା ବାଲୁକା କଳାରେ ବର୍ତ୍ତମାନ ଯୁଗରେ ନାରୀ ପ୍ରତ୍ୟେକ କ୍ଷେତ୍ରରେ ନିଜର କିଭଳି ପରକାଷ୍ଠା ପ୍ରଦର୍ଶନ କରିଛି ସେ ନେଇ ବାର୍ତ୍ତା ଦେଇଛନ୍ତି।<br /> <blockquote class="twitter-tweet" data-lang="en"><br /> <p...
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା ଖାତା ଦେଖା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ସରିଛି। ଏଥର ମୋଟ ୫୭ଟି ସେଣ୍ଟରରେ ପରୀକ୍ଷା ଖାତା ଦେଖାଯିବ। ମୋଟ ୧୩, ୨୮୦ ଜଣ ନିରୀକ୍ଷକ ଖାତା ଦେଖାରେ ନିୟୋଜିତ ହେବେ। ସେଣ୍ଟରରେ...
ଭୁବନେଶ୍ୱର : ପୁଣି ଚିଟ୍ଫଣ୍ଡ ଠକେଇ। ୪୩୩ କୋଟି ଠକେଇ ଅଭିଯୋଗରେ ଗତକାଲି ସିବିଆଇ ନିର୍ମଳ ଇନଫ୍ରା ଚିଟଫଣ୍ଡ ସଂସ୍ଥାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସିଏମ୍ଡି ଆଶିଷ ଚୌହାନ ଏବଂ ଅଭିଷେକ ଚୌହାନ। ଦିର୍ଘ ଦିନ ଧରି ଫେରାର ରହିବା ପରେ ଗତକାଲି ଉଭୟ ମଧ୍ୟପ୍ରଦେଶରୁ...
ଭୁବନେଶ୍ୱର : ସାହିତ୍ୟ ଇଂରାଜୀ ଗଣିତ ଆଉ ଏବେ ବିଜ୍ଞାନ। ଥମୁନି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍। ଆଜି ଖୋଦ୍ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଜିଲ୍ଲା କେନ୍ଦୁଝର ଆନନ୍ଦପୁରର ଥାଳିଆମେଣ୍ଟା ଧନେଇ ବିଦ୍ୟାଳୟରୁ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ସକାଳ ୯ଟା...
କଟକ :୧୧ ବର୍ଷର ନାବାଳିକାକୁ ଅସଦାଚରଣ ଅଭିଯୋଗ । କୃଷ୍ଣଚନ୍ଦ୍ର ଜେନା ନାମକ ଜଣେ ପୋଲିସ ବାବୁ ଗିରଫ ହୋଇଛନ୍ତି। ସେ ବାଦାମବାଡ଼ି ଥାନାରେ ଏଏସଆଇ ଭାବେ କାର୍ଯ୍ୟ କରୁଥିଲେ। ସାଲେପୁର ଚନ୍ଦ୍ରାଦେଇପୁରରେ କୃଷ୍ଣଚନ୍ଦ୍ରଙ୍କ ଘରେ ନାବାଳିକା ଜଣକ ଦୀର୍ଘ ଦିନ ହେବ ଭଡ଼ାରେ ରହି ଆସୁଥିଲେ। ତେବେ...
ପୁରୀ: ପୁରୀ ରଥଯାତ୍ରା ନିମନ୍ତେ ଦଶପଲ୍ଲାରୁ ରଥକାଠ ଧରି ଆସୁଥିବା ଟ୍ରକକୁ ଅଟକାଇ ଦେଇଛନ୍ତି ନୟାଗଡ଼ ଜିଲ୍ଲାର କଳସଖମଣ ଓ ନୂଆଗାଁବାସୀ। ଗ୍ରାମରେ ମୋବାଇଲ ଟାୱାର, ରାସ୍ତା ଓ ଡାକ୍ତରଖାନା ନିର୍ମାଣ ଦାବିରେ ଟ୍ରକକୁ ଅଟକାଇଛନ୍ତି ଗ୍ରାମବାସୀ। ଦୀର୍ଘ ସମୟ ଧରି ଟ୍ରକକୁ ଅଟକାଇବା ପରେ ବନବିଭାଗରେ ଅଭିଯୋଗ...
ବାଲେଶ୍ୱର: ବାଲେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ସୋର ଥାନା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ। ଏଥିରେ ଦୁଇଜଣ ଭାଇ ଭଉଣୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଗତକାଲି ରାତିରେ କୋଲକତା ମିର୍ଜାପୁର ଅଂଚଳର ବୁଲବୁଲ ବିବି ନାମକ ଜଣେ ମହିଳାଙ୍କୁ ତାଙ୍କ ଭାଇ ଏବଂ ଦୁଇଜଣ ସଂପର୍କୀୟ ଆମ୍ବୁଲାନ୍ସ...
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ୧୧ଶହ ୪ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩ ଲକ୍ଷ ୬୫ ହଜାର ୮୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଆଜିଠୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଆରମ୍ଭ ହେଉଥିବା ବେଳେ କାଲିଠାରୁ କଳା ପରୀକ୍ଷା ଆରମ୍ଭ ହେବାସହ ମାର୍ଚ୍ଚ...
ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦୋର୍ନାପାଲିରେ ମାଓବାଦୀ ୨ଟି ଯାତ୍ରିବାହୀ ବସ୍ ସହ ୩ଟି ଟ୍ରକକୁ ଜାଳି ଦେଇଛନ୍ତି। ଗତକାଲି ରାତିରେ ଗୋଟିଏ ବସ୍ ମାଲକାନଗିରିରୁ ହାଇଦ୍ରାବାଦ ଏବଂ ଅନ୍ୟଟି ଜଗଦଳପୁରରୁ ହାଇଦ୍ରାବାଦ ଯାଉଥିଲା। ଦୋର୍ନାପାଲୀ ନିକଟରେ ମାଓବାଦୀମାନେ ଯାତ୍ରୀଙ୍କୁ ବସରୁ...
ଭୁବନେଶ୍ୱର : ଖଣ୍ଡଗିରି ଥାନାରେ ଅଭିନେତା ପପୁ ପମ୍ପମ୍ଙ୍କ ଅଭିଯୋଗ। ଟେଲିଫୋନ ଯୋଗେ ଜଣେ ଲୋକ ତାଙ୍କୁ ଧମକ ଦେଉଥିବା ପପୁ ଆଜି ଥାନାକୁ ଯାଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱରର ଏକ ଜାଗାକୁ ନେଇ ଟେଲିଫୋନରେ ତାଙ୍କୁ ଧମକ ଆସୁଥିବା ସେ କହିଛନ୍ତି।
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ କାଶ୍ମୀର ଛାତ୍ର ସୋହେଲ ଅଜାଜ୍ ନିଖୋଜ ହେବା ଘଟଣା ଏକ ନୂଆ ମୋଡ଼ ନେଇଛି। ସୋହେଲଙ୍କୁ ମାଓବାଦୀ ଅପହରଣ କରିଥିବା ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଏକ ସନ୍ଦିଗ୍ଧ ପୋଷ୍ଟର ଲଗାଯାଇଛି। ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ୍ କାନ୍ଥରେ ସିପିଆଇ ମାଓବାଦୀ ନାଁରେ ଲାଗିଥିବା ଏହି ପୋଷ୍ଟରରେ...
ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ ଅବସରରେ ଭୁବନେଶ୍ୱର ଓ କଟକରେ ମିନି ମାରାଥନ୍ ଅନୁଷ୍ଠିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଭୁବନେଶ୍ୱରରେ ମାରାଥନକୁ ଶୁଭାରମ୍ଭ କରିଛନ୍ତି। ଏହି ମିନିମାରାଥନ୍ ଫରେଷ୍ଟପାର୍କରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା। ଏପଟେ କଟକରେ ଭେଟେରାନ୍ ସ୍ପୋର୍ଟସ ପର୍ସନ ସଂଗଠନ ପକ୍ଷରୁ ମିନିମାରାଥନ ଆୟୋଜିତ...
କୋରାପୁଟ: କୋରାପୁଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ। କୋରାପୁଟ ଜୟପୁର ମଧ୍ୟରେ ଥିବା ଦୟାନିଧିଗୁଡା ଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା। ଏହି ମାଲବାହୀ ଟ୍ରେନ ବିଳମ୍ବିତ ରାତ୍ରୀରେ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଟ୍ରେନଟି ଜୟପୁରରୁ ବିଶାଖାପାଟଣା ଯାଉଥିଲା। ମାଲବାହୀ ଟ୍ରେନର ଇଂଜିନ ଲାଇନଚ୍ୟୁତ ହେବାପରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା...
କଟକ: କଟକ ସଦର ଥାନା ଅଞ୍ଚଳରେ ଏନକାଉଣ୍ଟର। ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକ ଆହତ ହୋଇଥିବା ସୂଚନା ମିଳିଛି। ତା ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ତାକୁ SCBରେ ଭର୍ତ୍ତି କରାଯାଇଥିବାବେଳେ ବନ୍ଧୁକ ଓ ଗୁଳି ଜବତ। ବିଜୟ ପାଲ ଘରକୁ ଗୁଳିମାଡ଼...
ବ୍ରହ୍ମପୁର: କିଛି ଦିନ ଅନ୍ତରରେ ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର। ଜାତୀୟ ରାଜପଥ କଡ଼ ଆଇସ୍ଫ୍ୟା୍ରି ନିକଟରେ ଗୋଷାଣୀ ନୂଆଗାଁ ପୋଲିସର ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ପଣ୍ଡା ଓରଫ୍ ମାଙ୍ଗା। ଚିକିତ୍ସା ପାଇଁ ମାଙ୍ଗାକୁ MKCG ମେଡିକାଲ୍ରେ ଭର୍ତ୍ତି କରାଯାଇଛି ମାଙ୍ଗାର ବାମ...
ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଢିବାରେ ଲାଗିଛି ତାତି। ମାର୍ଚ୍ଚ ଆରମ୍ଭରୁ ରେକର୍ଡ ତାତି ଅନୁଭବ ହେବାକୁ ଲାଗିଲାଣି। ମାର୍ଚ୍ଚ ପ୍ରଥମ ସପ୍ତାହରୁ ତାତିର ପ୍ରକୋପ ରାଜ୍ୟବାସୀଙ୍କୁ ହନ୍ତସନ୍ତ କଲାଣି। ଗତକାଲି ଭୁବନେଶ୍ୱର ଦେଶର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା। ଏହାସହ ଦେଶର ୧୦ଟି ସବୁଠୁ ଉତ୍ତପ୍ତ...
ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ ରଘୁନାଥପୁରରେ ଏକ ଦୁଃଖଦ ଘଟଣା ଘଟିଛି। ଟ୍ରକ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଆହତଙ୍କୁ ନେବା ପାଇଁ...
ବ୍ରହ୍ମପୁର: ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଗୋପାଳପୁର ସମୁଦ୍ରରେ ନିଖୋଜ ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରିବା ପରେ ଆଜି ଦୁଇ ନିଖୋଜ ଛାତ୍ରଙ୍କ ସମୁଦ୍ରରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ୨ଜଣ...
ଭୁବନେଶ୍ୱର: ଶ୍ରୀମନ୍ଦିରର ଅବିକଳ ରୂପ। ଚାରିଦ୍ୱାର, ଅରୁଣସ୍ତମ୍ଭ, କଳ୍ପବଟ ସହ ସ୍ଥାନ ପାଇଛି ସମସ୍ତ ପାର୍ଶ୍ୱ ମନ୍ଦିର ଓ ମଣ୍ଡପ। ବିସ୍ମିତ କରୁଛି ପୁରୀର ଶିଳ୍ପୀ ରାଜେନ୍ଦ୍ର ମିଶ୍ରଙ୍କ ସୂକ୍ଷ୍ମ କଳାକୃତି।
ବଲାଙ୍ଗିର: ବଲାଙ୍ଗିର ସହର ଗାନ୍ଧିନଗରରେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଟ୍ରକ୍ ଧକ୍କାରେ ଜଣେ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୃତ୍ୟୁଞ୍ଜୟ କୁଅଁର। ଘଟଣାସ୍ଥଳରେ ହିଁ ମୃତ୍ୟୁଞ୍ଜୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରକ୍ଟି ଫେରାର ହୋଇ ଯାଇଛି। ମୃତ୍ୟୁଞ୍ଜୟ ବେଲଗାଁ ଫାଣ୍ଡିରେ କାର୍ଯ୍ୟରତ...