• Facebook
• Twitter
• Instagram
• LinkedIn
• Youtube
• Telegram
• Koo
• Read in English
Otv Khabar Bureau
Otv Khabar Bureau
Editor
Posts by Otv Khabar Bureau
ସ୍ପଷ୍ଟ ହେଲା ପିସିସି ସଭାପତି ପଦରୁ ପ୍ରସାଦଙ୍କ ଇସ୍ତଫା : ସୁର କହିଲେ, ବିଶ୍ୱାସଘାତକତା କଲେ ଦଳୀୟ ନେତା
ଭୁବନେଶ୍ୱର : ସ୍ପଷ୍ଟ ହେଲା  ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା। ପ୍ରସାଦଙ୍କ ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉରରାୟ ଆଜି ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରସାଦ ଗତକାଲି ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ବିଜେପୁରରେ ପରାଜୟ କାରଣକୁ ନେଇ ପ୍ରସାଦ...
ଦୁବାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ : ଭାରତକୁ ଆସିପାରୁନି ମୃତଦେହ
ଗଂଜାମ: ଦୁବାଇରୁ ଭାରତକୁ ଆସିପାରୁନି ମୃତଦେହ। ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଅଞ୍ଚଳର ରଂଜନ ଜେନା ନାମକ ବ୍ୟକ୍ତି ଦୁବାଇ କାମ କରିବାକୁ ଯାଇଥିଲେ। ଗତ୨୨ ତାରିଖରେ ଏକ ବିଲ୍ଡିଂରେ କାମ କରୁଥିବାବେଳେ ସେଫଟି ବେଲ୍ଟ ଛିଣ୍ଡି ଯିବାରୁ ତଳେ ପଡି ତାଙ୍କର ମୃତ୍ୟୁ ଘଟିଥିଲା। ରୋଜଗାର...
ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ
ବିଜେପୁର ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ
ଭୁବନେଶ୍ୱର: ବିଜେପୁରର ବିଜୟ ପରେ ନବ ନିର୍ବାଚିତ ବିଧାୟିକା ରୀତା ସାହୁ ଆଜି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ସେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ରୀତା କହିଛନ୍ତି ଯେ ସେ ତାଙ୍କର ଆଶୀର୍ବାଦ ନେବାକୁ ଆସିଥିଲେ। ବିଜେପୁର...
ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତେ ପ୍ରସ୍ତୁତ
ରଙ୍ଗର ପର୍ବ ହୋଲି ଖେଳିବାକୁ ସମସ୍ତେ ପ୍ରସ୍ତୁତ
ଭୁବନେଶ୍ୱର: ଆସନ୍ତାକାଲି ରଙ୍ଗର ପର୍ବ ହୋଲି।  ହୋଲି ଖେଳିବାକୁ ସମସ୍ତେ ପ୍ରସ୍ତୁତ ହୋଇ ପଡିଲେଣି।  ରାଜ୍ୟର ବିଭିନ୍ନ ସହରରେ ଦୋକାନ ବଜାରରେ ଖୋଲିଛି ରଙ୍ଗର ପସରା। ରଙ୍ଗ କିଣିବା ପାଇଁ ଦୋକାନ ବଜାରରେ ଜମୁଛି ଗ୍ରାହକଙ୍କ ଭିଡ।
ପୁରୀରେ ମହାପ୍ରଭୁଙ୍କର ପ୍ରତୀକ ଦୋଳ ଗୋବିନ୍ଦ , ମାଆ ଲକ୍ଷ୍ମୀ ଓ...
ପାରିବାରିକ କହଳକୁ କେନ୍ଦ୍ର କରି ସ୍ତ୍ରୀ ଓ ପୁଅକୁ ମାରି ପୋତି ଦେଲା ସ୍ୱାମୀ
ପାରିବାରିକ କହଳକୁ କେନ୍ଦ୍ର କରି ସ୍ତ୍ରୀ ଓ ପୁଅକୁ ମାରି ପୋତି ଦେଲା ସ୍ୱାମୀ
ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ମାଡ଼ିସାହି ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ପାରିବାରିକ କହଳକୁ କେନ୍ଦ୍ର କରି ଅଭୟ ମାଝୀ (୨୫) ନାମକ ଜଣେ ଯୁବକ ତାଙ୍କ ପତ୍ନୀ ଓ ୯ମାସର ପୁଅକୁ ତଣ୍ଟିଚିପି ହତ୍ୟା କରିଛି ।
ଏହାପରେ  ଶବକୁ  ନିଜ ବାଡ଼ିରେ ପୋତି...
ଉଦ୍ୟୋଗ କର୍ମଚାରୀଙ୍କ ଦରମା ବୃଦ୍ଧି
ଉଦ୍ୟୋଗ କର୍ମଚାରୀଙ୍କ ଦରମା ବୃଦ୍ଧି
ଭୁବନେଶ୍ୱର: ଉଦ୍ୟୋଗ କର୍ମଚାରୀଙ୍କ ଦରମା ବୃଦ୍ଧି।  ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ୭ମ ବେତନ କମିଶନ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୦୧୬ ଜାନୁୟାରୀ ୧ ତାରିଖରୁ ପିଛିଲା ଭାବେ ବେତନ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ
କଟକ: କଟକ ଜଗତପୁର ଅଞ୍ଚଳରେ ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ଓରଫ ଗୁରିଆ ଆହତ। ଗୁରିଆର ଗୋଡ଼ରେ ଗୁଳି ବାଜିଛି।  ଗୁରିଆ ନାଁରେ ବହୁ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।
ଜଗତପୁରରେ ଏକ ବୋମା ମାଡ଼ ଘଟଣାରେ ତାକୁ ଧରିବାକୁ ଗତକାଲି ସ୍ପେଶାଲ...
ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା
ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା
ଭୁବନେଶ୍ୱର: ବିଜେପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରସାଦଙ୍କ ଇସ୍ତଫା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଗତକାଲି ଅପରାହ୍ନରୁ ସୋସିଆଲ୍ ମିଡିଆରେ ଖବର ପ୍ରଚାରିତ ହେଉଛି। ପ୍ରସାଦ ତାଙ୍କ ଇସ୍ତଫା ପତ୍ର...
ପ୍ରସିଦ୍ଧ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ
ପ୍ରସିଦ୍ଧ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ
ଭୁବନେଶ୍ୱର: ପ୍ରସିଦ୍ଧ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ପରଲୋକ। ହୃଦଘାତରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଗତକାଲି ରାତି ୨ଟା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲ। ହେଲେ...
ଭୁଜାଲିରେ ହାଣି ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ
ଭୁଜାଲିରେ ହାଣି ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଅଭାବନୀୟ ଘଟଣା। ଭୁଜାଲିରେ ହାଣି ଯୁବକଙ୍କୁ ଲୁଟିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ୩ ଜଣ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ରଡୁଆ ଗାଁର ୩ ଜଣ ଯୁବକ ବାହାନଗାରୁ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୨ଟା...
ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ
ପୁରୀ: ଦୋଳପୂର୍ଣ୍ଣିମା ଲାଗି ଶ୍ରୀମନ୍ଦିର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଆଜିର ମେଣ୍ଢା ପୋଡି ନୀତି ଏବଂ ଆସନ୍ତାକାଲିର ଦୋଳ ପୂର୍ଣ୍ଣିମା ନୀତି କିଭଳି ଶୃଙ୍ଖଳିତ ଭାବେ ହୋଇପାରିବ, ସେନେଇ ଗତ ସନ୍ଧ୍ୟାରେ ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ମେଣ୍ଢା ପୋଡ଼ି ପାଇଁ...
କାରକୁ ପିଟିଲା ଟିପ୍ପର: ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
କାରକୁ ପିଟିଲା ଟିପ୍ପର: ୪ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
କୋରାପୁଟ: କୋରାପୁଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାରି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛ। ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଚାରି ଛାତ୍ରଛାତ୍ରୀଙ୍କର ଆଜି ଶବ ବ୍ୟବଚ୍ଛେଦ କରାଯିବ।
ମୃତକଙ୍କ ମଧ୍ୟରେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ୩ଜଣ ଥିବା ବେଳେ ଅନ୍ୟଜଣେ ଏକ ଘରୋଇ କଲେଜର ଯୁକ୍ତ ଦୁଇ ଛାତ୍ର। ମୃତକମାନେ ହେଲେ...
ଏମ୍ସର ଛାତ୍ର ସୋହେଲ ଅଜାଜ ନିଖୋଜ ମାମଲା :  ୩ଟି ରାଜ୍ୟର ପୋଲିସ୍‌ଙ୍କ ଅନୁସନ୍ଧାନ ଜାରି
ଏମ୍ସର ଛାତ୍ର ସୋହେଲ ଅଜାଜ ନିଖୋଜ ମାମଲା :  ୩ଟି ରାଜ୍ୟର ପୋଲିସ୍‌ଙ୍କ ଅନୁସନ୍ଧାନ ଜାରି
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର କାଶ୍ମୀର ଛାତ୍ର ସୋହେଲ ଅଜାଜ ନିଖୋଜ ମାମଲାରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସୂଚନା। ଏହି ପ୍ରସଙ୍ଗରେ ସେ ଟେଲିଫୋନ ଯୋଗେ ଜାମ୍ମୁ-କାଶ୍ମୀର ଡିଜିପିଙ୍କ ସହ କଥା ହୋଇଛନ୍ତି। ଏଥିସହ ସୋହେଲଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଯାଞ୍ଚ ଚାଲିଛି । କୌଣସି...
ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ
ସୁନ୍ଦରଗଡ଼ରେ ହାତୀ ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଘଟଣା : କଟକ ବୋର୍ଡ ଅଫିସ୍‌ ଆଗରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଘଟଣା : କଟକ ବୋର୍ଡ ଅଫିସ୍‌ ଆଗରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଓଡ଼ିଶାର ୪ ଜଣ ଟେନିସ ତାରକା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଓଡ଼ିଶାର ୪ ଜଣ ଟେନିସ ତାରକା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ଆଇଟିଏଫ୍ ଟୁର୍ଣ୍ଣାମେଣ୍ଟ। ଏଥିରେ ବିଭିନ୍ନ ଦେଶର ୩୨ଜଣ ଖେଳାଳି ଭାଗ ନେଇଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଋଷିଆ, ଚାଇନା, ଆମେରିକା, ଜାପାନ ପ୍ରଭୃତି ଦେଶର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଓଡ଼ିଶାର ୪ଜଣ ଉଦୀୟମାନ ଟେନିସ୍ ତାରକାଙ୍କୁ...
OSRTC କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ
OSRTC କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ
ଭୁବନେଶ୍ୱର: ପ୍ରତ୍ୟାହୃତ ହେଲା OSRTC କର୍ମଚାରୀଙ୍କ ଆନ୍ଦୋଳନ। ଦରମା ଏବଂ ଭତ୍ତା ୨୦ ପ୍ରତିଶତ ବୃଦ୍ଧି ନେଇ ରାଜ୍ୟ ସରକାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି। ପରିବହନ ମନ୍ତ୍ରୀ ନୃସିଂହ ସାହୁ ଏହି ସୂଚନା ଦେଇଛନ୍ତି।
ଅନ୍ୟ ଦାବି ଗୁଡ଼ିକ ସମ୍ପର୍କରେ ବିଚାର କରାଯାଉଛି...
ଗାଁରେ ପଶି ଘର ଭାଙ୍ଗିଲେ ଝାଡଖଣ୍ଡୀ ହାତୀ
ଗାଁରେ ପଶି ଘର ଭାଙ୍ଗିଲେ ଝାଡଖଣ୍ଡୀ ହାତୀ
ସୁନ୍ଦରଗଡ଼: ସୁନ୍ଦରଗଡ଼ ହାତୀବାରି ଅଞ୍ଚଳରେ ଜଙ୍ଗଲି ହାତୀ ଆତଙ୍କ।  କୋକେରେମା ବେସମା ଗାଁରେ ପଶି ଗତକାଲି ରାତିରେ ଝାଡ଼ଖଣ୍ଡୀ ହାତୀପଲ ୯ଟି ଘର ଭାଙ୍ଗି ଦେଇଥିବା ଜଣାପଡିଛି।  ଏହି ହାତିପଲରେ ୧୭ଟି ହାତୀ ରହିଛନ୍ତି।
ଗତକାଲିଠାରୁ ଏହି ହାତୀ ପଲ୍ଲ ଗାଁ ନିକଟରେ ବୁଲୁଥିବାରୁ ଗାଁ ଲୋକେ ଆତଙ୍କିତ...
ଅଟୋ ଚାଳକଙ୍କ ଉପରକୁ ବୋମାମାଡ଼
ଅଟୋ ଚାଳକଙ୍କ ଉପରକୁ ବୋମାମାଡ଼
ନୟାଗଡ଼: ରାଜସୁନାଖଳା ଗାଁରେ ବୋମାମାଡ଼ରେ ଜଣେ ଅଟୋଚାଳକଙ୍କ ମୃତ୍ୟୁ ଘଟିଛି। ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ କରି ଫେରାର ହୋଇଯାଇଥିଲେ।
ମୃତକଙ୍କ ନାଁ ଟୁଲୁ ବାରିକ। ଟୁଲୁ ବାଣପୁରରେ ଭଡ଼ାନେଇ ରହୁଥିଲେ।
ମିଳିଥିବା ସୁଚନାନୁସାରେ, ରାଜସୁନାଖଳା ହସ୍ପିଟାଲ ଛକ ଠାରେ ଟୁଲୁ ଠିଆ ହୋଇଥିବା ସମୟରେ ୨ ଜଣ ଯୁବକ...
କେନ୍ଦୁଝର ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି
କେନ୍ଦୁଝର ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି
କେନ୍ଦୁଝର: କେନ୍ଦୁଝର ଦୁର୍ଗା ମନ୍ଦିରରୁ ଚୋରି। ଗତକାଲି ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଦୁର୍ଗା ମନ୍ଦିରର କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଦୁର୍ବୃତ୍ତମାନେ ମନ୍ଦିରରୁ ବହୁ ସୁନା ଅଳଙ୍କାର ସମେତ  ୫ଟି ରୂପା ମୁକୁଟ ମଧ୍ୟ ଚୋରି କରି ନେଇଛନ୍ତି।...