• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

QR_code_payment-900x506
କ୍ୟୁଆର କୋଡ୍‌କୁ ସାବଧାନ ! ଅନଲାଇନ୍‌ ପେମେଣ୍ଟକୁ ନେଇ ଏସବିଆଇ ଦେଲା ପରାମର୍ଶ

କୋଭିଡ୍ ସ୍ଥିତି ଯୋଗୁଁ ଅନେକ ଲୋକ ଅନଲାଇନ୍ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହାର ସୁଯୋଗରେ କଳାକନା ବୁଲାଇ ନେଉଛନ୍ତି ସାଇବର ଠକ । କ୍ୟୁଆର୍ କୋଡ୍ ବ୍ୟବହାର ଆକାଉଣ୍ଟ ହୋଇଯାଉଛି ଖୋଳ । ଏନେଇ ଗ୍ରାହକଙ୍କୁ ସତର୍କ କରାଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍...

COVISHIELD
କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ

କୋଭିସିଲ୍ଡ ଟିକା ଦର ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ। ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଟିକା ଦର ୧୦୦ ଟଙ୍କା ହ୍ରାସ କରାଯାଇଛି। ପୂର୍ବ ଘୋଷିତ ଦର ୪୦୦ ଟଙ୍କାରୁ ୩ଶହ ଟଙ୍କାକୁ ହ୍ରାସ ନେଇ ଘୋଷଣା କରାଯାଇଛି। ୧୦୦ ଟଙ୍କା ହ୍ରାସ ନେଇ ସେରମ ସିଇଓ ଆଦର ପୁନାଓ୍ବାଲା ସୂଚନା ଦେଇଛନ୍ତି।...

bank-holiday
ମେ’ରେ ୧୨ ଦିନ ବ୍ୟାଙ୍କ ବନ୍ଦ !

ବ୍ୟାଙ୍କରେ କିଛି ଜରୁରୀ କାମ ରହିଛି କି, ତାହାହେଲେ ତୁରନ୍ତ କାମ ସାରି ଦିଅନ୍ତୁ। କାହିଁକି ନା ଆଗକୁ ୧୨ ଦିନ ପାଇଁ ବ୍ୟାଙ୍କ ବନ୍ଦ ରହିବ। ଗତ ଏପ୍ରିଲରେ ୧୫ ଦିନ ପାଇଁ ବ୍ୟାଙ୍କ ସେବା ବନ୍ଦ ରହିଥଲ।। ସେହିପରି ମେ ମାସରେ ମଧ୍ୟ ୧୨ ଦିନ...

suicide-up
ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା

ରାୟଗଡା: ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା। ରାୟଗଡ଼ା କଲ୍ୟାଣସିଂପୁର ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। କାଶୀପୁର ଥାନା BSF ୬୮ ବାଟାଲିୟନ୍ ଯବାନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ଯବାନ। ମୃତ ଯବାନଙ୍କ ନାଁ ଦିଲ୍ଲୀପ ମାଇ ସେ ୪...

vaccine
'ମେ ମାସରେ କୋଭିସିଲ୍ଡ ଟିକା ପହଞ୍ଚିବା ସମ୍ଭାବନା କମ୍'

ରାଜ୍ୟରେ ମେ ପହିଲାରୁ ଯୁବବର୍ଗଙ୍କ ଟିକାକରଣ ଆରମ୍ଭ ନେଇ ଅନିଶ୍ଚିତତା। ଦୁଇ ଟିକା ଉତ୍ପାଦନ କଂପାନୀଠାରୁ ଟିକା ପହଞ୍ଚିବାରେ ବିଳମ୍ବ ହେବାର ଆଶଙ୍କା ଥିବାରୁ ଟିକାକରଣ ଡେରି ହୋଇପାରେ ବୋଲି କହିଛି ସ୍ବାସ୍ଥ୍ୟ ବିଭାଗ। ଟିକା ପହଞ୍ଚିବା ପରେ ଏହାର ଉପବଲବ୍ଧତାକୁ ଦେଖି ଭ୍ୟାକ୍ସିନେସନ୍ ଯୋଜନା କରାଯିବ। ସେପଟେ...

patient
କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ପୁନଃସଂକ୍ରମଣ ହେବ କି?

ଭୁବନେଶ୍ଵର: କରୋନା ସଂକ୍ରମଣ ଓ ଲକ୍ଷଣକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଛି। ତେବେ କରୋନା ସତର୍କତା ନେଇ ଦୁଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ପ୍ରଫେସର ଜୟନ୍ତ ପଣ୍ଡା ଏବଂ ଡାକ୍ତର ସମ୍ପଦ ଦାସଙ୍କ ଅନେକ ପରାମର୍ଶ ଦେଇଛନ୍ତି। ପ୍ରଫେସର ଜୟନ୍ତ...

raped
୬ ବର୍ଷ ଧରି ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରୁଥିଲେ ଟିଉସନ୍ ଶିକ୍ଷକ

ବ୍ରହ୍ମପୁର: ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକ ଗିରଫ। ଗଂଜାମ ଆସିକା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୋରଡ଼ା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ। ଅଶ୍ଳୀଳ ଫଟୋ ଭାଇରାଲ ଧମକ ଦେଇ ଅଧ୍ୟାପକ ଜଣକ...

image_2021-04-27_193115
ବରକୁ କରୋନା, ତଥାପି ଅଟକିଲାନି ବାହାଘର

ଭୋପାଳ: ବିବାହକୁ ନେଇ ପୁଅ ଝିଅ ଓ ପରିବାର ଲୋକେ କେତେ ଯେ ସ୍ୱପ୍ନ ଦେଖନ୍ତି, ତାହାର ତାଲିକା କରିବା ମୁସ୍କିଲ । କିନ୍ତୁ ବିବାହର ଉତ୍କଣ୍ଠା ଭିତରେ ବାଡ ପରି ଛିଡା ହୋଇଛି କରୋନା ଭୂତାଣୁା କରୋନା ସଂକ୍ରମଣର ଭୟ ଓ କଠୋର ଗାଇଡଲାଇନ୍ ଯୋଗୁଁ ଏବେ...

image_2021-04-27_173604
ପଡିରହିଲା ଶବ, ଅନେଇଲେନି ସମ୍ପର୍କୀୟ ଓ ଗାଁ ଲୋକ

ନୂଆପଡା: କରୋନା ରୂପ କେବଳ ଭୂତାଣୁରେ ସୀମିତ ନାହିଁ ବରଂ ସମ୍ପର୍କ ଆଗରେ କଣ୍ଟା ହୋଇ ଠିଆ ହୋଇଛ। ଏଭଳି ସ୍ଥିତି ହୋଇଛି ଯେ, ଜଣେ ଅନ୍ୟ ଜଣକୁ ସାହାଯ୍ୟ ପାଇଁ ହାତ ପତାଇଲେ, ସହାନୁଭୁତି ତ ଦୂରର କଥା ବରଂ ଗୋଡ ଆଡେଇ ଚାଲିଯାଉଛି।  ବୋଧହୁଏ ଭୂତାଣୁ...

image_2021-04-27_165109
ହଳଦିଆ ହୋଇଗଲା ନଦୀର ପାଣି, ଛୁଇଁବା ମାତ୍ରକେ ପୋଡିଗଲା ଚର୍ମ

ପାଣିର ରଙ୍ଗ ହଠାତ୍ ହଳଦିଆ ହୋଇଗଲା, ଆଉ ସେହି ପାଣିକୁ ଯିଏ ବି ଛୁଇଁଲା ଚମଡା ଉତୁରିଗଲ।। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସ୍କଟଲ୍ୟାଣ୍ଡରୋ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛିା ଏହି ପାଣିର ଅସ୍ୱାଭାବିକ ପରିବର୍ତ୍ତନ କ୍ଷେତ୍ରରେ କଣ ରହିଛି ପ୍ରକୃତ...

ARMY
କୋଭିଡ୍ ନିୟନ୍ତ୍ରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା

ନୂଆଦିଲ୍ଲୀ: କୋଭିଡ୍ ନିୟନ୍ତ୍ରଣ ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା। ୨ ବର୍ଷ ମଧ୍ୟରେ ଅବସର ନେଇଥିବା ଡାକ୍ତରଙ୍କୁ ସେନା ଡକାଇଛି। ଘର ନିକଟବର୍ତ୍ତୀ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ CDS ବିପିନ ରାଓ୍ୱତଙ୍କ ସୂଚନା ଦେଇଛନ୍ତି। ଏହା ପୂର୍ବରୁ...

double-mask
କାହିଁକି ଡବଲ ମାସ୍କ ପିନ୍ଧିବା ନିହାତି ଜରୁରୀ ?

ଭୁବନେଶ୍ୱର: କରୋନା ଭୂତାଣୁଠୁ ସୁରକ୍ଷିତ ରଖିବ ନିୟମିତ ମାସ୍କ ବ୍ୟବହାର। ମହାମାରୀ ବେଳେ ମଣିଷ ପାଇଁ ମାସ୍କ ହିଁ ପାଲଟିଛି ଜୀବନ ରକ୍ଷାକାରୀ କବଚ। ଏବେ କରୋନାର ଦ୍ୱିତୀୟ ଲହର ବେଳେ ଭୂତାଣୁର ଡବଲ ଓ ଟ୍ରିପଲ ମ୍ୟୁଟାଣ୍ଟ ବ୍ୟାପୁଥିବାରୁ ଅନେକ ଆପଣାଇଲେଣି ଡବଲ ମାସ୍କ। ତେବେ ମନକୁ...

Mask
କୋଭିଡ୍‌ ସ୍ଥିତିରେ ଅଯଥାରେ ପଦାକୁ ଯାଅନି: କେନ୍ଦ୍ର

ନୂଆଦିଲ୍ଲୀ: ୮ ରାଜ୍ୟରେ କରୋନା ସ୍ଥିତି ସାଂଘାତିକ। ଦେଶରେ କୋଭିଡ୍ ସ୍ଥିତି ନେଇ ଏପରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ। ସବୁ ରାଜ୍ୟରେ ପୂର୍ବ ଅପେକ୍ଷା ଏବେ ଅଧିକ ମାମଲା ସାମ୍ନାକୁ ଆସୁଛି। ୮ ରାଜ୍ୟରେ ସ୍ଥିତି ସାଙ୍ଘାତିକ ରହିଛି। ଏସବୁ ରାଜ୍ୟରେ ୧ ଲକ୍ଷରୁ...

black-marketing
ଔଷଧ, ଅକ୍ସିଜେନର କଳାବଜାର ହେଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ: ଜେଠୱା

ଭୁବନେଶ୍ୱର: କୋଭିଡ ଔଷଧ କି ଅକ୍ସିଜେନର କଳାବଜାର ହେଲେ କ଼ଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଆଇନ ଶୃଙ୍ଖଳା ଏଡିଜି ଯଶୋଓ୍ୱନ୍ତ ଜେଠଓ୍ୱା। ବିଭିନ୍ନ ସ୍ଥାନରେ କ୍ରାଇମବ୍ରାଞ୍ଚର ଚଢ଼ାଉ ହେଉଥିବା ସେ ସୂଚନା ଦେଇଛନ୍ତି। ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଉପରେ ଏଡିଜି କହିଛନ୍ତି, ଅକ୍ସିଜେନ...

school'
କାଲିଠୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟର ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ଆରମ୍ଭ। ନାମଲେଖା ପାଇଁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ସବୁ DEO, BEO, DPCଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାର୍ଯ୍ୟ ସାରିବାକୁ...

corona-in-wind
ପବନରେ ବ୍ୟାପୁଛି କି କରୋନା? କ'ଣ କହିଲେ ବିଷେଶଜ୍ଞ, ଜାଣନ୍ତୁ

ଭୁବନେଶ୍ୱର: ଆପଣ କୌଣସି କୋଭିଡ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି କି? ଜ୍ୱର, କାଶ, ତଣ୍ଟି ଦରଜ, ଗୋଡ ହାତ ବିନ୍ଧା କିମ୍ବା ପତଳା ଝାଡ଼ା ହେଉଛି କି? ସ୍ୱାଦ ଓ ଗନ୍ଧ ବାରିପାରୁ ନାହାନ୍ତି କି? ଯଦି ଏସବୁ ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ନିଜକୁ ଅନ୍ୟମାନଙ୍କଠାରୁ ଆଇସୋଲେଟ୍...

vaccanation
ଆଗୁଆ ରେଜିଷ୍ଟ୍ରେସନ୍‌ ନକଲେ ମିଳିବନି ମାଗଣା କରୋନା ଭ୍ୟାକ୍ସିନ୍‌

ଭୁବନେଶ୍ୱର: ମାଗଣା ଟିକାକରଣ ପାଇଁ ୨ କମ୍ପାନୀକୁ ଅର୍ଡର ଦେଲେ ରାଜ୍ୟ ସରକାର। ୩ କୋଟି ୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ୍ ଟିକା ପାଇଁ ଅର୍ଡର ଦେଇଛନ୍ତି। ସେହିପରି ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ ପାଇଁ ମଧ୍ୟ ଅର୍ଡର ଦିଆଯାଇଛି। ଟିକା ଅର୍ଡର ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ...

Naveen
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସବୁ ନାଗରିକଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ସମ୍ବୋଧନ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାତି ୮ଟାରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ ସାରା ଦେଶ ଆଜି ଏକ କଠିନ ପରିସ୍ଥିିତି ଦେଇ ଗତି କରୁଛି, ଗତବର୍ଷ ଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର। ପରିସ୍ଥିତିର ଭୟାବହତାକୁ ବୁଝିବା...

tempretures
ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ବି ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ୪୩. ୨ ଡିଗ୍ରୀ ସହ ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ରହିଛି। ଆଜି ୪୦ ଡିଗ୍ରୀ ଉପରେ ରାଜ୍ୟର ୧୭ ସହର ରହିଛି। ରାଜ୍ୟର ୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ବୌଦ୍ଧରେ ପାରଦ ୪୨.୫...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।