• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

BeFunky-collage
ଲୋକପ୍ରିୟ ଗାୟିକା ତପୁ ମିଶ୍ର ଗୁରୁତର

ଭୁବନେଶ୍ୱର: ଲୋକପ୍ରିୟ ଗାୟିକା ତପୁ ମିଶ୍ର କରୋନାରେ ଆକ୍ରାନ୍ତ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଣ୍ଟାବାଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଜଣେ ସଂପର୍କୀୟ କହିଛନ୍ତି। କିଛିଦିନ ତଳେ ସେ...

kotia-33
କୋଟିଆ ସହ ଆନ୍ଧ୍ର ନିର୍ବାଚନ ଅସିଦ୍ଧ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ନିର୍ବାଚନ କରିବାକୁ ନେଇ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବରଦସ୍ତ ଝଟକା। କୋଟିଆରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନ ନେଇ ଥିବା ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରାଯାଇ ନଥିବାରୁ ହାଇକୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି।...

covischield
ଘରେ ରହି କର କୋଭିଡ୍ ଟେଷ୍ଟ; ୧୫ ମିନିଟ୍‌ରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଘରେ ରହି କୋଭିଡ୍ ଟେଷ୍ଟ ଲାଗି ଉଦ୍ଦିଷ୍ଟ ରାପିଡ୍ ଆଣ୍ଟିଜେନ୍ କିଟ୍‌କୁ ଗ୍ରୀନ ସିଗନାଲ। କୋଭିଡ୍ ବିରୋଧୀ ଲଢେଇର ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଏଥିପାଇଁ ଅମୁମତି ପ୍ରଦାନ କରିଛି। ତାସହିତ ଏହି କିଟ୍‌କୁ କିଭଳି...

Black-Fungus-Madras-Courier-14
ବ୍ଲାକ ଫଙ୍ଗସକୁ 'ମହାମାରୀ' ଘୋଷଣା

ଭୁବନେଶ୍ୱର: ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ୍ ବା ମହାମାରୀ ଘୋଷଣା। ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରାଯାଇଛି। ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସୁପାରିଶ କରିଥିଲା କେନ୍ଦ୍ର। କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍‌...

vaccaine
ଗୋଟିଏ ଡୋଜ୍‌ରେ ହିଁ ଦେହରେ ଆଣ୍ଟିବଡି ତିଆରି କରୁଛି କିଏ: କୋଭାକ୍ସିନ ନା କୋଭିସିଲ୍ଡ ?

ନୂଆଦିଲ୍ଲୀ: କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ତିଆରି ହେଉଛି ଆଣ୍ଟିବଡ଼ି। ଟିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ICMR  ନିର୍ଦ୍ଦେଶକ ବଳରାମ ଭାର୍ଗବ। କୋଭିସିଲ୍ଡ ଓ କୋଭାକ୍ସିନ ସଂପର୍କରେ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ପ୍ରଥମ ଡୋଜ୍ ନେବାର ୪ ସପ୍ତାହ...

dgp
ମାଗଣା ମାୟାରେ ପଡ଼ନ୍ତୁନି, ସତର୍କ ରହିବାକୁ ଡିଜିପିଙ୍କ ପରାମର୍ଶ

ଭୁବନେଶ୍ୱର: କରୋନା ସମୟରେ ମାତିଛନ୍ତି ସାଇବର କ୍ରିମିନାଲ। ଲୋକଙ୍କ ଅସହାୟତାର ସୁଯୋଗ ନେଇ ଠକୁଛନ୍ତି। ତେଣୁ ସାଇବର କ୍ରିମିନାଲଙ୍କ ପ୍ରତି ସତର୍କ ରହିବାକୁ ପୋଲିସ ଡିଜି ଅଭୟ ପରାମର୍ଶ ଦେଇଛନ୍ତି। ବିଶେଷକରି ଟିକା, ଅକ୍ସିଜେନ, ଔଷଧ, ଟେଲିମେଡିସିନରେ ଠକେଇ ହେଉଛି। ଟିକା ପାଇଁ କୋଓ୍ବିନ୍, ଆରୋଗ୍ୟ ସେତୁ, ଉମଙ୍ଗ...

masking
'ଦେଶର ଅଧା ଲୋକ ମାସ୍କ ପିନ୍ଧୁନାହାନ୍ତି, ଥୋଡ଼ିରେ ଓ ବେକରେ ଝୁଲାଇ ରଖୁଛନ୍ତି ବାକି ୨୦ ପ୍ରତିଶତ'

ନୂଆଦିଲ୍ଲୀ: ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏହା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। କରୋନା ଅପଡେଟ ନେଇ ସ୍ୱାସ୍ଥ୍ୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ- ୮ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି। କର୍ଣ୍ଣାଟକରେ ସର୍ବାଧିକ ୫ ଲକ୍ଷ...

animal
ମଣିଷ ପରେ ପଶୁଙ୍କୁ ଗ୍ରାସ କଲାଣି କରୋନା ଭାଇରସ୍‌

ମଣିଷ ପରେ ପଶୁଙ୍କୁ ଗ୍ରାସ କଲାଣି କରୋନା ଭାଇରସ୍ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ପରିବେଶ ମନ୍ତ୍ରଣାଳୟ । କରୋନାରେ ଏସୀୟ ସିଂହ ସକ୍ରମିତ ହୋଇ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟ ଦେଇଛି । ଏହି ତଥ୍ୟ ପଦାକୁ ଆସିବା ପରେ ମନ୍ତ୍ରାଳୟ ସତର୍କ କରାଇବା ସହ...

corona
ସଟଡାଉନ୍‌, କର୍ଫ୍ୟୁ କଲେ ବି ଥମୁନି କରୋନା

ନୂଆଦିଲ୍ହୀ: ଦେଶରେ କରୋନାର ଦୃତ ସଂକ୍ରମଣକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଦବେଗ। ୧୦ଟି ରାଜ୍ୟରେ ସ୍ଥିତି ଅତି ଗମ୍ଭୀର ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ। ସଂକ୍ରମଣ ଚେନ୍ ଭାାଙ୍ଗିବା ଲାଗି ଅନେକ ରାଜ୍ୟ ଲକଡାଉନ, ସଟଡାଉନ କିମ୍ବା , କର୍ଫ୍ୟୁ ଜାରି କରିଥିଲେ...

BeFunky-collage (1)
ରୋହିତ ସରଦାନାଙ୍କ ମୃତ୍ୟୁ ଖବର ପଢିବା ବେଳେ କାନ୍ଦି ପକାଇଲେ ନ୍ୟୁଜ ଆଙ୍କର

ନୂଆଦିଲ୍ଲୀ: ବିଶିଷ୍ଟ ସାମ୍ବାଦିକ, ସିନିୟର ଆଙ୍କର ତଥା ଜାତୀୟ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ରୋହିତ ସରଦାନାଙ୍କ ଅକାଳ ବିୟୋଗରେ ମିଡିଆ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଲୋକପ୍ରିୟ ଘରୋଇ ନ୍ୟୁଜ ଚାନେଲ ଆଜ ତକ୍‌ରେ ତାଙ୍କର ଦମଦାର ସ୍ୱର ଆଉ ଶୁଣିବାକୁ ମିଳିବନି । ତାଙ୍କର ଅକାଳ...

flight
ଅନ୍ତର୍ଜାତୀୟ ବିମାନ ସେବା କଟକଣା ଅବଧି ବଢାଇଲେ କେନ୍ଦ୍ର ସରକାର

ଅନ୍ତର୍ଜାତୀୟ ବିମାନ ସେବାରେ କଟକଣା ଜାରି କଲେ କେନ୍ଦ୍ର ସରକାର । ମେ ୩୧ ଯାଏ ଭାରତରୁ ବିଦେଶକୁ ଉଡିବନି ବିମାନ । ଭାରତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ୍ଦ ରହିବ ବିମାନ ଉଡାଣ । ସଂକ୍ରମଣ ବ୍ୟାପୁଥିବାରୁ ଆଉ ମାସେ ପାଇଁ...

heart4
କରୋନାରୁ ସୁସ୍ଥ ହୋଇଥିଲେବି ହାର୍ଟ ଚେକ୍ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ ? ଜାଣନ୍ତୁ

କୋଭିଡ୍‌ରେ ସଂକ୍ରମିତ ହୋଇଥିବା ରୋଗୀଙ୍କ ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । କୋଭିଡ୍‌-୧୯ର ମେଡିକାଲ ଡାଟାରୁ ଜଣାପଡିଛି ଯେ, ଏହା ମଲ୍ଟି ଅର୍ଗାନ୍ ସିଷ୍ଟମ ଡିଜିଜ୍ ଅର୍ଥାତ୍ ଶରୀରର ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗକୁ ଏହା ପ୍ରଭାବିତ କରୁଛି । କିନ୍ତୁ ଦ୍ୱିତୀୟ ଲହରରେ ଅଧିକାଂଶ ରୋଗୀଙ୍କ ଠାରେ...

ambulance covid
ବାଇକରେ ଆମ୍ବୁଲାନ୍ସ ନିର୍ମାଣ କଲେ ଯୁବ ଇଂଜିନିୟର, ମାଗଣାରେ ରୋଗୀ ପାଇବେ ହସ୍ପିଟାଲ ବେଡ୍ ସହ ଅକ୍ସିଜେନ

ମହାମାରୀର ଦ୍ୱିତୀୟ ଲହରରେ ସବୁଠୁ ବଡ ସମସ୍ୟା ସାଜିଛି ଅକ୍ସିଜେନ୍ ସଙ୍କଟ । ଅକ୍ସିଜେନ୍ ଅଭାବରୁ ଅନେକ କରୋନା ଆକ୍ରାନ୍ତଙ୍କ ଅକାଳରେ ମୃତ୍ୟୁ ହେଉଛିା ଏହାର ଜ୍ୱଳନ୍ତ ଉଦାହରଣ ଆମେ ଦିଲ୍ଲୀ କହିପାରିବା । ଏଭଳି ସ୍ଥିତିରେ କରୋନା ବିରୋଧରେ ମୁକାବିଲା କରିବା ପାଇଁଁ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶର...

arrest
ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ

କଟକ: ଚାଉଳିଆଗଞ୍ଜ ପୋଲିସ ଏକ ବଡ଼ ଧରଣର ବାଇକ ଲୁଟର ପର୍ଦ୍ଦାଫାଶ କରିଛି। ୩ ଜଣ ବାଇକ୍ ଲୁଟେରାଙ୍କୁ ଗିରଫ କରିବା ସହ ୧୮ଟି ବାଇକ ଜବତ କରିଛି। ଗତ କିଛି ଦିନ ତଳେ କଟକ ଓଏମପି ଛକରେ ବାଇକ ଚେକିଂ ଚାଲିଥିବା ବେଳେ ଏକ ଚୋରି ଗାଡ଼ି...

covid
କରୋନା ମୃତ୍ୟୁରେ ଘାତକ ସାଜିଛି ଏପ୍ରିଲ୍, ପାର୍କ ହେଲା ମଶାଣି

ଭୁବନେଶ୍ଵର: ରାଜ୍ୟ ହେଉକି କି ଦେଶ, କରୋନା ମୃତ୍ୟୁରେ ଘାତକ ସାଜିଛି ଏପ୍ରିଲ୍। ଏଇ ମାସକ ଭିତରେ ଦେଶରେ ୪୦ ହଜାର ଉପରେ ଆକ୍ରାନ୍ତଙ୍କ ଜୀବନହାନୀ ଘଟିଥିବାବେଳେ ଓଡ଼ିଶାରେ ଗଡିଲାଣି ୧୦୮ ମୁଣ୍ଡ। ଗତ ୧୫ ତାରିଖରୁ ମୃତ୍ୟୁର ଗ୍ରାଫ୍ ଉପରମୁହାଁ ହୋଇ ଚାଲିଛି। ଆଜି ରାଜ୍ୟରେ ସର୍ବାଧିକ...

lemon theraphy
ଲେମନ୍ ଥେରାପୀରେ କଣ ରହିଛି ଫାଇଦା? କହିଲେ ବିଶେଷଜ୍ଞ

କରୋନା ମହାମାରୀ ଦ୍ୱିତୀୟ ଲହର ମଣିଷ ଜୀବନକୁ ସତେ ଯେପରି ସୀମା ଭିତରେ ରଖି ଦେଇଛି । କିନ୍ତୁ କରୋନାରୁ ଆରୋଗ୍ୟ ହେବାକୁ ଯାଇ ଅନେକ ଲୋକ ଭ୍ରମର ଶିକାର ହେଉଛନ୍ତି । ଅନେକ ଚେରମୂଳି ଔଷଧ ଓ ଡାକ୍ତର ବିନା ପରାମର୍ଶରେ ମେଡିସିନ୍ ସେବନ କରିବା କାରଣ...

crime
ପାସୱାର୍ଡ ନ କହିବାରୁ ସାଙ୍ଗକୁ ତଣ୍ଟି ଚିପି ମାରିଦେଲା ସାଙ୍ଗ

ନୂଆଦିଲ୍ଲୀ: ଫୋନ୍ ପାସୱାର୍ଡ ପାଇଁ ବନ୍ଧୁ ଭୁଲିଗଲା ସବୁ ସମ୍ପର୍କକୁ । ପାସୱାର୍ଡ ନ କହିବାରୁ କିଛି ନବୁଝି ସାଙ୍ଗକୁ ହତ୍ୟା କରିବାକୁ ପଛେଇଲାନି ସାଂଗ । ଏଭଳି ଦୁଃଖଦ ଘଟଣା ଘଟିଛି ଦିଲ୍ଲୀର ପିତମପୁର ଅଞ୍ଚଳରେ । ପିତମପୁର ଅଞ୍ଚଳରେ ଥିବା ପାର୍କରେ ଜଣେ ଛାତ୍ରଙ୍କୁ ତାଙ୍କର ଜଣେ...

who
୧୭ଟି ଦେଶରେ ଭାରତୀୟ ଷ୍ଟ୍ରେନ୍ ଠାବ: ହୁ

ଭାରତର ଷ୍ଟ୍ରେନ୍ ବିଶ୍ୱର ୧୭ଟି ଦେଶକୁ ବ୍ୟାପିଲାଣି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ସଂକ୍ରମଣ ତଥା ଭାରତରେ ଦେଖାଦେଇଥିବା ଷ୍ଟ୍ରେନକୁୁ ନେଇ ହୁ ପୁଣି ଚିନ୍ତାଜନକ ତଥ୍ୟ ଦେଇଛି । ଭାରତରେ ଦେଖା ଦେଇଥିବା ଡବଲ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ବିଶ୍ୱର ୧୭ଟି...

Tripura
ବିବାହ ମଣ୍ଡପରେ ଜିଲ୍ଲାପାଳଙ୍କ ଦାଦାଗିରି: ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

କୋଭିଡ ନିୟମକୁ ପାଳନ କରିବା ଆଳରେ ଜଣେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଦାଦାଗିରିକୁ ନେଇ ଚର୍ଚ୍ଚା। ଘଟଣା ଘଟିଛି ତ୍ରିପୁରାର ରାଜଧାନୀ ଅଗରତାଲାରେ ଡିଏମ୍ ଜଣଙ୍କ ଦଳବଳ ଧରି ବିବାହମଣ୍ଡପକୁ ଯାଇ ଯେଉଁ ହରକତ୍ କରିଛନ୍ତି ତାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।