• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

budhabalang
ଆଗାମୀ ୧୨ ଘଣ୍ଟା ମୟୂରଭଂଜ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ୱର: ବାତ୍ୟାର ପବନ କମୁଛି ହେଲେ ପ୍ରକୋପ କମିନି। ଆଗାମୀ ୧୨ ଘଣ୍ଟା ମୟୂରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ SRC ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ସର୍ବାଧିକ ୧୩୦/୧୪୦ ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି...

sea-level
୧୧୦ କିମି ଦୂରରେ ରହିଛି ବାତ୍ୟା ୟାସ୍

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ମାଡ଼ି ଆସୁଛି ବାତ୍ୟା ୟାସ୍। ଏବେ ପାରାଦୀପରୁ ୧୧୦, ଧାମରାରୁ ୧୧୦ ଓ ବାଲେଶ୍ୱରରୁ କିମି ଦୂରରେ ବାତ୍ୟା ରହିଛି। ଘଣ୍ଟା ପ୍ରତି ୧୨ କିମି ଗତିରେ ସ୍ଥଳଭାଗ ମୁହାଁ ହେଉଛି ୟାସ୍। ସମୁଦ୍ରରେ ଏବେ ୧୩୦ରୁ ୧୪୦ କିମି...

imp
ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ୱର: ଆଗାମୀ ୮ରୁ ୧୦ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ନେଇ ବଡ଼ ସୂଚନା SRC ଦେଇଛନ୍ତି। ଯାହା ଜଣାପଡୁଛି କାଲି ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବ। ସକାଳ ୫ଟାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇପାରେ। ସ୍ଥଳଭାଗ ଛୁଇଁଲା ବେଳେ ପବନ ୧୪୦ରୁ ୧୮୫ କିମି ଯାଏ...

cyclone-Eye
ବାତ୍ୟାର ଆଖି ଯୁଆଡେ ଯିବ, ସିଆଡେ କ୍ଷତି ଘଟାଇବ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର: ଆଖି ଯୁଆଡେ ଯିବ, ସିଆଡେ କ୍ଷତି ଘଟାଇବ। ବାତ୍ୟା ୟାସର ଆଖି ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟାର ଆଖି କେନ୍ଦ୍ର ସ୍ଥଳରେ ରହିଥାଏ, ଯୁଆଡ଼େ ଯାଏ ବେଶି କ୍ଷତି କରାଏ। ଆଖି ଯେଉଁ ଅଞ୍ଚଳରେ ଅତିକ୍ରମ...

Cyclone ‘Yaas’
ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ୟାସ୍: IMD

ଭୁବନେଶ୍ୱର: ୟାସ୍ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା। ଏନେଇ ନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଓଡ଼ିଶା ଉପକୂଳକୁ ଧିରେ ଧିରେ ପାଖେଇ ଆସୁଛି। ଏବେ ପାରାଦୀପ ଠାରୁ ୧୮୦ ଓ ବାଲେଶ୍ୱରରୁ ୨୫୦ କିଲୋମିଟର ଦୂରରେ ରହିଛି। ସମୁଦ୍ରରେ ଏବେ ୧୨୦ରୁ ୧୪୫...

hard-yaas
କେଉଁଠି ଲ୍ୟାଣ୍ଡଫଲ୍ କରିବ ୟାସ୍, ସ୍ପଷ୍ଟ କଲେ SRC !

ଭୁବନେଶ୍ୱର: ଭଦ୍ରକ ବାସୁଦେବପୁର-ବାହାନଗା ଭିତରେ ଲ୍ୟାଣ୍ଡଫଲ୍ କରିପାରେ ୟାସ୍। ବାତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ସମୟରେ ବାତ୍ୟାର ବେଗ ୧୪୦କିମି ୧୫୦କିମି ବେଗରେ ରହିବ। ବେଳେବେଳେ ୧୮୦ କିମି ପର୍ଯ୍ୟନ୍ତ ପବନର ବେଗ ରହିପାରେ। ରାତି ୯ଟାରୁ ପବନର ବେଗ ଓ ବର୍ଷା ବଢିବ। କାଲି...

next-level
୧୨ ଘଣ୍ଟା ମଧ୍ୟରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେବ ୟାସ୍

ଭୁବନେଶ୍ୱର: ଘଣ୍ଟାକୁ ୧୨ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ୟାସ୍। ଏବେ ପାରାଦୀପ ଠାରୁ ୪୫୦ କିଲୋମିଟର ଦୂରରେ ୟାସ୍ ରହିଛି। ବାଲେଶ୍ୱରଠୁ ୫୫୦ ଓ ଦୀଘା ଠାରୁ ୫୪୦ କିମି ଦୂରରେ ରହିଛି। ୧୨ ଘଣ୍ଟାରେ ଏହା ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ। ...

yaas
୨୬ ମଧ୍ୟାହ୍ନରେ ବାଲେଶ୍ୱରରେ ଲ୍ୟାଣ୍ଡଫଲ୍ !

ଭୁବନେଶ୍ୱର: ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ୟାସ୍। ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ୫ରୁ୭ କିମି ବେଗରେ ଆସୁଛି। ବାତ୍ୟା ଅପଡେଟ ନେଇ IMD ସାଇକ୍ଲୋନ ୱାର୍ଣ୍ଣିଂ ମୁଖ୍ୟ ମୁଖ୍ୟ ରାଜେନ୍ଦ୍ର ଜେନାମଣି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି...

cm-naveen
ସାମାନ୍ୟ ହେଳା ବଡ଼ ବିପଦ ସୃଷ୍ଟି କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ ଆମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ,...

cyclone-yaas
କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା, କହିଲା ପାଣିପାଗ ବିଭାଗ

ଭୁବନେଶ୍ୱର: ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ ବାତ୍ୟା। ବାତ୍ୟା ୟାସ୍ ସଂପର୍କରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ସ୍ଥଳଭାଗକୁ ଛୁଇଁବ। ପାରାଦୀପ-ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ୍ କରିବ। ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ ବୋଲି ପାଣିପାଗ କେନ୍ଦ୍ର କହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ...

baba-ramdeb
ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ

ନୂଆଦିଲ୍ଲୀ: ବାବା ରାମଦେବଙ୍କୁ ମହଙ୍ଗା ପଡ଼ିଲା ଏଲୋପାଥିକୁ ନେଇ ବିବାଦୀୟ ବୟାନ। ଆଇଏମ୍ଏର ବିରୋଧ ପରେ ଯୋଗଗୁରୁଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଚିଠି ଲେଖିଛନ୍ତି। ଏଲୋପାଥତ୍ ଔଷଧ ନେଇ ବାବା ରାମଦେବ ଯେଉଁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟ ଫେରାଇ ନେବାକୁ ରାମଦେବଙ୍କୁ ଚିଠିରେ କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ...

cyclone
କାଲି ବାତ୍ୟାର ରୂପ ନେବ ଅବପାତ, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଅବପାତରେ ପରିଣତ ହେବା ପରେ ଗତିପଥକୁ ନେଇ ଭାରତୀୟ ପାଣିପାଗ ବିଭାଗର ମଡେଲ୍ କହୁଛି- ଆସନ୍ତାକାଲି ସୁଦ୍ଧା ବାତ୍ୟାର ରୂପ ନେଇ ସମୁଦ୍ରରେ ଅଧିକ ବଳ ଗୋଟାଇବ। କ୍ରମେ ଏହା ଅତି ପ୍ରବଳ ବାତ୍ୟା ବା ଭେରି ସିଭିୟର...

tahsiladar
ନିୟମର ଧଜିଆ ଉଡାଇଲେ ବାବୁଆଣୀ: ବାହାଘରରେ ଖୁଲମଖୁଲା ନାଚିଲେ ନାଗିନ୍ ଡ୍ୟାନ୍ସ

ଜଗତସିଂହପୁର : କୋଭିଡ୍ କଟକଣାର ଉଡ଼ିଲା ଧଜିଆ। ଖୋଦ୍ ଜଗୁଆଳି ଭୁଲିଗଲେ ନିୟମ। ଆଉ ମସ୍ତିରେ ନାଚିଲେ ଅନ୍ୟଙ୍କୁ ନଚାଇଲେ। ଭାଇରାଲ ହୋଇଥିବା ଏହି ଭିଡିଓରେ ଏମିତି ନାଚୁଥିବା ବାବୁଆଣୀ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା। ବିଭିନ୍ନ ଭାବଭଙ୍ଗିରେ ଖୁଲମଖୁଲା ନୃତ୍ୟ ମୁଦ୍ରାରେ...

Gas_Leak_1621764828
ଗ୍ୟାସ୍ ଲିକ୍ ହୋଇ ୧୫ ଅସୁସ୍ଥ

ଭୁବନେଶ୍ୱର: ପାରାଦୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୮ ବର୍ଷର...

infants
ଛୋଟ ପିଲାଙ୍କ କ୍ଷେତ୍ରରେ କରୋନା ମୁକାବିଲା ଆସିଲା ମାର୍ଗଦର୍ଶିକା

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହରରେ ଅଧତ୍କ ଶିଶୁ ସଂକ୍ରମିତ ହେଉଛନ୍ତି। ୨ରୁ ୧୮ ବର୍ଷ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଛୋଟ ପିଲାଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ACS ମାର୍ଗଦର୍ଶିକା ଜାରି କରିଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ACS ଚିଠି କରିଛନ୍ତି।...

baby
ରାଜ୍ୟର ସମସ୍ତ ହସ୍ପିଟାଲରେ ପେଡିଆଟ୍ରିକ କୋଭିଡ୍ ଉଇଙ୍ଗ୍ ଗଠନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଶିଶୁଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ସ୍ୱତନ୍ତ୍ର ରଣନୀତି ତିଆରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲରେ ପେଡିଆଟ୍ରିକ କୋଭିଡ୍ ଉଇଙ୍ଗ୍ ଗଠନ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି...

corona test
କାଲିଠୁ ବୟସ୍କଙ୍କ ଭଳି ଦିବ୍ୟାଙ୍ଗଙ୍କୁ ବି ମିଳିବ ଡୋର୍ ସର୍ଭିସ

ଭୁବନେଶ୍ୱର: ଭୁନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୟସ୍କଙ୍କ ଭଳି ଦିବ୍ୟାଙ୍ଗଙ୍କୁ ବି ମିଳିବ ଡୋର୍ ସର୍ଭିସ। ସୁବିଧା ବୟସ୍କ ଲୋକଙ୍କୁ ଗାଡ଼ିରେ ନେଇ ଟିକା ଦିଆଯିବ। ଟିକା ଦେବା ପରେ ସେମାନଙ୍କୁ ପୁଣି ଥରେ ଗାଡ଼ିରେ ସୁରକ୍ଷିତ ଆଣି ଘରେ ଛଡ଼ାଯିବ। ବିଏମସି ଅଞ୍ଚଳରେ କରୋନା ସ୍ଥିତି ନେଇ...

corona testing
ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ। ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ। ଉଭୟ ଆଣ୍ଟିଜେନ ଓ RTPCR ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ। ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ କୋଭିଡ...

sambit-nanda
ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଅକାଳ ବିୟୋଗ

ଭୁବନେଶ୍ୱର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ତାଙ୍କ ପୁଅ ସମ୍ବିତ ନନ୍ଦ କଟକରେ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁର କିଛି ସମୟ ପୂର୍ବରୁ ନବୀନ ନନ୍ଦ ନିଜ...

nadan-kanan
ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ନନ୍ଦନକାନନ ! ଘରେ ବସି ଚିଡିଆଖାନାର ମଜା ନେଉଛନ୍ତି ଦର୍ଶକ

ଭୁବନେଶ୍ୱର: ପାଣି ଟବ୍‌ରେ ଭାଲୁ ଛୁଆ ଖରା ଗରମରେ କିଏ ପାଣିରେ ବୁଡ଼ି ମଜା ନେଉଛି ତ ଆଉ କିଏ ଗଛ ଡାଳରେ ଝୁଲି ମସ୍ତି କରୁଛି। ସେପଟେ ମା ପାଖରେ କଉତୁକିଆ ବାଘଛୁଆଙ୍କ ଖେଳ ସମସ୍ତଙ୍କ ମନ ମୋହୁଛି। ଖାଲି ଏତିକି ନୁହେଁ, ଧଳାବାଘର ଚାହାଁଣି ହେଉ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।