ବାରିପଦା: ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଜାମିନ ମିଳିଛି। ଗିରଫ ହେବାର କେଇ ମିନିଟ ମଧ୍ୟରେ ବିଧାୟକଙ୍କୁ ଜାମିନ ମଂଜୁର ହୋଇଛି। ଜାମିନ ମଞ୍ଜୁର କରିଛନ୍ତି ବାରିପଦା ଏସ୍ଡିଜେଏମ୍। ଜଣେ ଜାମିନଦାର ଏବଂ ୩୦ ହଜାର ବେଲ୍ବଣ୍ଡ୍ରେ ଜାମିନ ମିଳିଛି। ITDA ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା...
ଭୁବନେଶ୍ୱର: ଗଞ୍ଜାମର ଗୋପାଳପୁରରେ ପ୍ରତିଷ୍ଠା ହେବ ବୃହତ୍ ଔଷଧିୟ ପାର୍କ। ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ହଜାରେ ଏକର ଜମିରେ ଏହି ପାର୍କ ସୃଷ୍ଟି କରାଯିବ। ଭିତ୍ତିଭୂମି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୧୫ ଶହ କୋଟି ଟଙ୍କା ଦେଇଛନ୍ତି। ଏହି ପ୍ରକଳ୍ପରେ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ...
ଭୁବନେଶ୍ୱର: ଖାଲି ପଡ଼ିଥିବା କୁଳପତି ପଦବୀ ପୂରଣ ଲାଗି ସଂଶୋଧିତ ବିଜ୍ଞାପନ ପ୍ରକାଶ ପାଇବ। ବିଜ୍ଞାପନ ଲାଗି ରାଜ୍ୟପାଳଙ୍କ ସଚିବଙ୍କୁ ଅନୁମତି ପତ୍ର ଲେଖିଛନ୍ତି ଉଚ୍ଚଶିକ୍ଷା ସଚିବ। ଅଧ୍ୟାଦେଶ ଜରିଆରେ ବିଶ୍ୱବିଦ୍ୟାଳୟ ଆଇନ୍-୧୯୮୯ର ସଂଶୋଧନ ହୋଇଛି। ସଂଶୋଧିତ ଆଇନ୍ରେ କୁଳପତିଙ୍କ ବୟସ, କାର୍ଯ୍ୟକାଳ ଅବଧି ବୃଦ୍ଧି କରାଯାଇଛି। ତେଣୁ...
ବେଙ୍ଗାଲୁରୁ: ଡ୍ରଗ୍ସ କନେକ୍ସନ ମାମଲାରେ କନ୍ନଡ ଅଭିନେତ୍ରୀଙ୍କ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ ହୋଇଛନ୍ତି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସକାଳେ ଏନେଇ ତାଙ୍କ ବାସଭବନରେ ରେଡ୍ କରିଥିଲେ ସେଣ୍ଟ୍ରାଲ କ୍ରାଇମ୍ବ୍ରାଞ୍ଚ(ସିସିବି)। ତା ସହିତ ରାଗିଣୀଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। କନ୍ନଡ ସିନେମା ଶିଳ୍ପରେ କଳାକାର...
ଭୁବନେଶ୍ୱର; ଜମା ଟଙ୍କା ଫେରି ପାଇବାକୁ ନେଇ ଢେଙ୍କାନାଳ ସାହାରା ଇଣ୍ଡିଆରେ ଅଫିସ୍ରେ ତୁମୁଳକାଣ୍ଡ। ବ୍ୟାଙ୍କକୁ ମାଚ୍ୟୁରିଟି ଟଙ୍କା ଆଣିବାକୁ ଯାଇଥିବା ଯଶୋବନ୍ତ ପାଣିଗ୍ରାହୀଙ୍କୁ ଭିତରୁ ତାଲା ମାରିଲେ ସାହାରା ଇଣ୍ଡିଆ କର୍ମଚାରୀ। ସାହାରା ଇଣ୍ଡିଆରେ ଯଶୋବନ୍ତ ଜମା ରଖିଥିବା ଟଙ୍କା ଅନେକ ଦିନ ଧରି ମାଚ୍ୟୁରିଟି ହୋଇଥିଲେ...
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। ପରୀକ୍ଷା ଫଳାଫଳ ସମ୍ପର୍କରେ CHSE କାର୍ଯ୍ୟାଳୟରେ ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। ଯୁକ୍ତ ଦୁଇ କଳାରେ ୬୭.୫୬% ଛାତ୍ରଛାତ୍ରୀ ପାସ୍ କରିଥିବା ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ। ତେବେ ଚଳିତ ଥର ପରୀକ୍ଷା ଯୁକ୍ତ ଦୁଇ କଳାରେ...
ଭୁବନେଶ୍ୱର: ଭୁବନେଶ୍ୱରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ୍ ପୋଲିସ୍। ଏ ସଂପର୍କରେ ଗତ ଅଗଷ୍ଟ ୩୦ ତାରିଖରେ ମହିଳା ଥାନାରେ ଜଣେ ମହିଳା ତାଙ୍କ ନାବାଳିକା ଝିଅ ସହ ଆସି ଅଭିଯୋଗ କରିଥିଲେ। ମହିଳା ଜଣଙ୍କ ନିଜ ଅଭିଯୋଗରେ ଘଟଣାରେ ଏକ ବୈଦ୍ୟୁତିକ...
ନୂଆଦିଲ୍ଲୀ: ରାଷ୍ଟ୍ରପତି ପୁରସ୍କାର ପାଇଲେ ଓଡ଼ିଶାର ୨ ଶିକ୍ଷକ। ଆଜି ଗୁରୁ ଦିବସ ଅବସରରେ ବସନ୍ତ କୁମାର ସାହୁ ଓ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ବସନ୍ତ କୁମାର ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଭାବେ...
କଟକ: କୋର୍ଟ ପିଟିସନରେ ସ୍ୱାମୀ ସାଂସଦ ଅନୁଭବ ନାଁ ରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ୮ ପୃଷ୍ଠା ସମ୍ବଳିତ ପିଟିସନରେ କୋର୍ଟଙ୍କୁ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବର୍ଷା। ୮.୨.୨୦୧୪ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା। ବର୍ଷାଙ୍କୁ ବାହା ହେବା ପାଇଁ...