ଭୁବନେଶ୍ୱର: ଆଜି ରାଜ୍ୟରେ ୩୪୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୮୯୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୩୧୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ...
ଭୁବନେଶ୍ୱର: କଥାରେ ଅଛି ଘୋଡ଼ା ଚଢ଼ାଠୁ ସଂପତ୍ତି ନାହିଁ, କି ନଈ ବଢ଼ି ଠାରୁ ବିପତ୍ତି ନାହିଁ। ଯାହା ଜଳ ଜଳ ପ୍ରମାଣିତ କରୁଛି ମହାନଦୀର ମହାବନ୍ୟାରେ ସର୍ବାଧିକ ପ୍ରଭାବିତ ବାଙ୍କି କରବର ଗାଁର ନରେଶ ନାଏକଙ୍କ କ୍ଷେତ୍ରରେ। ବନ୍ୟା ବେଘର କରିବା ପରେ ୫ ଦିନ ହେଲାଣି...
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜି ଓ ଆସନ୍ତାକାଲି ବର୍ଷା ସମ୍ଭାବନା। ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା ସମ୍ଭାବନା ଥିବା...
ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ବରି ବିଧାୟିକା ସୁନନ୍ଦା ଦାସ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଉଭୟ ଟୁଇଟ୍ କରି ସୂଚନା ଦେବା ସହ ନିକଟରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ସଙ୍ଗରୋଧରେ...
ଜଳେଶ୍ୱର: ଜଳେଶ୍ୱର ନିଲମ୍ବିତ IIC ଧନେଶ୍ୱର ସାହୁଙ୍କ ନିକଟରୁ କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ କଲା ଭିଜିଲାନ୍ସ। ତାଙ୍କ ନିକଟରୁ ମୋଟ ୧ କୋଟି ୧୧ ଲକ୍ଷ ୩୫ ହଜାରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ...
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର UG/PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ହେବ। UG ପରୀକ୍ଷା ଅଫ୍ଲାଇନ୍ରେ ମଲ୍ଟିପଲ୍ ଚଏସ୍(OMR) ଦ୍ୱାରା ହେବାକୁ ଥିବା ବେଳେ PG ଫାଇନାଲ୍ ସେମିଷ୍ଟର ପରୀକ୍ଷା ଅନ୍ଲାଇନ୍ରେ ହେବ। ଚଳିତ ମାସ ୩୦ ସୁଦ୍ଧା ପରୀକ୍ଷା ସରିବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ। UG...
ଖୋର୍ଦ୍ଧା; ବନ୍ୟା ଯୋଗୁ ଆସିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ଜଣେ ମହିଳା ରୋଗୀଙ୍କ ଜୀବନ। ବନ୍ୟାର ବେଦନା ଭିତରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଞ୍ଚାୟତ ଡିଉଖଳା ଗାଁରେ। ଗାଁର ପ୍ରମିଳା ସୁନ୍ଦରାୟ ନାମକ ଜଣେ ମହିଳା ଗତକାଲିଠାରୁ ଶ୍ୱାସ ଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।...
ଯାଜପୁର: ବନ୍ୟା ଭଳି ବିପତ୍ତିରେ ବିପନ୍ନଙ୍କ ସହିତ ଠିଆ ହୋଇଛନ୍ତି ଯାତ୍ରା ଅଭିନେତ୍ରୀ ରାନି ପଣ୍ଡା। ଏହା ସହିତ ପୀଡ଼ିତଙ୍କୁ ସେ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ କଣ୍ଟିପୁର ପଞ୍ଚାୟତର ଇଚ୍ଛାପୁର ଗାଁକୁ ଯାଇ ବନ୍ୟା ପୀଡ଼ିତଙ୍କୁ ଭେଟିଛନ୍ତି ରାନି। ସେମାନଙ୍କ ସୁବିଧା...
ଯାଜପୁର: କେଲୁଅ ନଦୀ ବନ୍ଧ ଭାଙ୍ଗିବା ଘଟଣାର ସିବିଆଇ ତଦନ୍ତ ଦାବି କରିଛି କଂଗ୍ରେସ। ଦଳର ଏକ ପ୍ରତିନିଧି ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଥିଲା। ସବୁ ଦେଖିବା ପରେ ବରିଷ୍ଠ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି, ଏତେ ଓସାରିଆ ବନ୍ଧ ଆପେ ଆପେ ଭାଙ୍ଗିବା ଭଳି...
ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ମୋଟ ଆକ୍ଟିଭ୍ କେସ୍ର ୬୨% ରହିଛନ୍ତି କରୋନା ରୋଗୀ ରହିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ତାମିଲନାଡୁ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ର। ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। କରୋନା...
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ କଲରାପତରିଆ ବାଘ ଚମଡ଼ା ଜବତ ହୋଇଛି। ଏହି ଘଟଣାରେ ବନବିଭାଗ ଜଣେ ଯୁବକଙ୍କୁ ଗିରଫ କରିବା ସହ ବାଘ ଚମଡ଼ା ଜବତ କରିଛି। ଖଜୁରୀ କଣାସ ଗାଁରେ ଚଢ଼ାଉ ବେଳେ ବନବିଭାଗକୁ ଏହି ସଫଳତା ମିଳିଛି। ଅଭିଯୁକ୍ତ ଜଣଙ୍କ ବାଘ...
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ କାମ ପାଇଁ ଏପର୍ଯ୍ୟନ୍ତ ଦାନ କରିଛନ୍ତି ୧୦୩ କୋଟି ଟଙ୍କା। ଯେଉଁଥିରେ ବାଳିକା ଶିକ୍ଷାଠାରୁ ଆରମ୍ଭ କରି ଗଙ୍ଗା ସଫେଇ ଏବଂ କରୋନା ବିରୋଧରେ ଲଢ଼େଇ ପାଇଁ ଗଠନ ହୋଇଥିବା ପିଏମ୍ ମୋଦି କେୟାର ଫଣ୍ଡ୍ ସାମିଲ୍ ଅଛି। ପ୍ରଧାନମନ୍ତ୍ରୀ ମୋଦି...
ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନ ଆନ୍ଦୋଳନ ଆରମ୍ଭ କରିଛି। ଡିଜିଟାଲ ପ୍ଲାଟ ଫର୍ମରେ ପ୍ରତିବାଦ ପାଇଁ ବିଜେପି ପକ୍ଷରୁ କରାଯାଇଥିବା ଆପ୍କୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ସମୀର ମହାନ୍ତି ଉଦଘାଟନ...
ଭୁବନେଶ୍ୱର: ଅଧ୍ୟାପକଙ୍କ ବରିଷ୍ଠତା ଧାର୍ଯ୍ୟ କରିବା ପାଇଁ ଚାକିରି କରିବାର ଦିନ ବଦଳରେ ଜନ୍ମ ତାରିଖକୁ ଉଚ୍ଚ ଶିକ୍ଷା ବିଭାଗ ମାନଦଣ୍ଡ କରିଥିବାରୁ ଏହାକୁ ବିରୋଧ କରିଛି ଅଧ୍ୟାପକ ସଂଘ। ୬୬୨ ବର୍ଗ ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ନୂଆ ନିୟମ ଲାଗୁ ହେଲେ ୨୦୦୪,...
ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଓ କଲେଜ୍ରେ ହେବାକୁ ଥିବା ପରୀକ୍ଷାକୁ ନେଇ ଆସିଲା ଏସ୍ଓପି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ଏସ୍ଓପି ଜାରି ହୋଇଛି। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେନି। ଏମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା ସୂରପ ଅଲଗା ଗୃହ ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ।...
ନୂଆଦିଲ୍ଲୀ: ଭାରତ ଗତକାଲି ବ୍ୟାନ କରିଥିବା ୧୧୮ଟି ଚାଇନିଜ୍ ମୋବାଇଲ ଆପ୍ସକୁ ଚୀନ୍ ସରକାର ଜୋରଦାର ବିରୋଧ କରିଛନ୍ତି। ସାମ୍ୱାଦିକ ସମ୍ମିଳନୀ କରି ଚୀନ୍ର ବାଣିଜ୍ୟିକ ମନ୍ତ୍ରଣାଳୟ ଭାରତର ଏଭଳି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯିବ ବୋଲି ପ୍ରକାଶ କରିଛି। ଭାରତ ଚାଇନିଜ ନିବେଶକାରୀ ଏବଂ ସେବା ପ୍ରଦାନକାରୀଙ୍କ...
କେନ୍ଦ୍ରାପଡ଼ା: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ରାଜକନିକା ଥାନା ASI ବୈଷ୍ଣବ ଚନ୍ଦ୍ର ବେହେରା। ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପାରିବାରିକ ଗଣ୍ଡଗୋଳ ମାମଲାରେ ଗୋକନେଶ୍ୱରପୁର ଗାଁର ଦିବାକର ସେଠୀଙ୍କ ପରିବାର ନାଁ ଏତଲାରୁ ହଟାଇବାକୁ ପାଞ୍ଚ ହଜାରେ ଟଙ୍କା ଲାଞ୍ଚ...
ଭୁବନେଶ୍ୱର; ଏଣିକି ଆର୍ଟିଓମାନେ ଦେଇପାରିବେ ଆନ୍ତଃରାଜ୍ୟ ବସ୍ ପରମିଟ୍। କରୋନାରେ ଗହଳି ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର। ଆବେଦନ ଦିନ ହିଁ ଆର୍ଟିଓମାନେ ଯଥା ସମ୍ଭବ ଅନୁମତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବୁର ଅନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ସ୍ୱତନ୍ତ୍ର ପରମିଟ୍ ଦରକାର ପଡୁଥିଲା।...
ଭୁବନେଶ୍ୱର: ଭୁବନେଶ୍ୱର ସହର ମଝିରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ୍ କରିଛି ଇଡ୍କୋ। ସାତ ଦିନ ଭିତରେ ହାଟ ପୂରା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି ଇଡ୍କୋ। ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି। ଏକାମ୍ର ହାଟରେ...