ଏହି ସପ୍ତାହରେ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ । ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ, ଏହି ସପ୍ତାହରେ ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ କରନ୍ତୁ l ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ l ଆଜି ସନ୍ଧ୍ୟା ବେଳେ କୌଣସି ପୁରୁଣା ସାଙ୍ଗ ସାଙ୍ଗରେ ଦେଖା ହୋଇପାରେ ଓ ଆପଣ ବହୁତ ଖୁସି ଅନୁଭବ କରିବେ l କୌଣସି ଖବର ଆପଣଙ୍କ ଖୁସିକୁ ଆହୁରି ବଢ଼େଇ ଦେବ l କୌଣସି ପୁରୁଣା ସାଙ୍ଗ ସ୍ମୃତିକୁ ମନେ ପକାଇବେ
ପ୍ରତିକାର- ମାଆ ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩