• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩୦ ଜାନୁଆରୀରୁ ୫ ଫେବୃଆରୀ ୨୦୨୩: ଏହି ସପ୍ତାହରେ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ

ଏହି ସପ୍ତାହରେ ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡିବ । ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ, ଏହି ସପ୍ତାହରେ ଅର୍ଥ କୋଷ ଓ ଯୋଜନାରେ ନିବେଶ କରିବା ଆପଣଙ୍କ ପାଇଁ ଉପକାରି ରହିବ ।

Virgo

କନ୍ୟା

Monday 30 Jan 2023

ନିଜର ଆନ୍ତରିକ ସମୟ ସେବାରେ ଲଗାନ୍ତୁ l ଏହା ଆପଣଙ୍କୁ ଓ ଆପଣଙ୍କ ପରିବାର ଲୋକଙ୍କୁ ଖୁସି ଓ ଶାନ୍ତି ଦେବ l ଆଜି ଦିନରେ ନିଜ ପ୍ରିୟର ଭାବନାକୁ ବୁଝନ୍ତୁ l କାର‌୍ୟ୍ୟକୁ ମନୋରଞ୍ଜନ ସହିତ ନ ମିଶନ୍ତୁ l ଭ୍ରମଣ ,ମନୋରଞ୍ଜନ ଓ ମିଳୀମିଶିର ବେଶୀ ଗୁରୁତ୍ୱ ଦେଇ ପାରନ୍ତି l ଆପଣ ଆପଣଙ୍କ ଖାଲି ସମୟରେ ଘର ସଫାସଫି କରିବାକୁ ପସନ୍ଦ କରିବେ l ଜୀବନର ଆନନ୍ଦ ନେବାକୁ ହେଲେ ବନ୍ଧୁମାନଙ୍କୁ ସମୟ ଦେବା ଦରକାର

ପ୍ରତିକାର- ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :