• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 2nd September To 7th September 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...

Taurus

ବୃଷ

Monday 02 Sep 2024

ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ମନରେ ଭୟ ଆଶଙ୍କା , ଶାରୀରିକ ଅସୁସ୍ଥତା ଦୂରେଇଯିବ । ଦୀର୍ଘ ସମୟରୁ ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ମେଣ୍ଟିବା ପାଇଁ ଚେଷ୍ଟା କାଲେ ସଫଳତା ପ୍ରାପ୍ତି ହେବ । କିଛି ନୂତନ କର୍ମ ଆରମ୍ଭ କଲେ ସମ୍ପର୍କୀୟଙ୍କଠାରୁ ସୌହାର୍ଦ ତଥା ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ

ପ୍ରତିକାର- ଶୁକ୍ରଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :