ଜୀବନରେ କିଛି ପରିବର୍ତ୍ତନ ଆସିବ। କୌଣସି ସମାରୋହରେ ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯାହା ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବେ। ନିଜକୁ ଆର୍ଥିକ ରୂପେ ସୁଦୃଢ଼ କରିବାରେ ସଫଳ ହେବେ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ୍ ହେବ। ଚାକିରିରେ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରେ।
ଉଜ୍ଜ୍ଵଳ ଭବିଷ୍ୟତ ଲାଗି କୌଣସି ଯୋଜନା ପ୍ରସ୍ତୁତ କରିବେ । ପରିଶ୍ରମ କରି ଉଦ୍ଦେଶ୍ୟକୁ ପାଇପାରନ୍ତି। ବେପାରରେ କୌଣସି ବଡ଼ ସଉଦା ମିଳିପାରେ । ଅଫିସରେ ଅଧିକାରୀଙ୍କର ସହଯୋଗ ପାଇବେ। ବୟସାଧିକ ବ୍ୟକ୍ତିମାନଙ୍କ ମନ ସାମାଜିକ ଓ ରାଜନୀତିକ କାର୍ଯ୍ୟ ଲାଗି ରହିବ। ଖେଳାଳି ପ୍ରଶିକ୍ଷକଙ୍କଠାରୁ କିଛି ବିଶେଷ ଶିଖିବେ । କୋର୍ଟକଚେରି ବିବାଦରେ ଜୟଲାଭ କରିବେ। ପାରିବାରିକ ପରିବେଶରେ ଉତ୍ସାହର ବାତାବରଣ ରହିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। ଯାନ ସାବଧାନତାର ସହ ଚଳାନ୍ତୁ ।
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩