ଜୀବନରେ କିଛି ପରିବର୍ତ୍ତନ ଆସିବ। କୌଣସି ସମାରୋହରେ ଏଭଳି ଲୋକଙ୍କ ସହିତ ସାକ୍ଷାତ ହେବ ଯାହା ଆପଣଙ୍କ ଲାଗି ବିଶେଷ ସାବ୍ୟସ୍ତ ହେବେ। ନିଜକୁ ଆର୍ଥିକ ରୂପେ ସୁଦୃଢ଼ କରିବାରେ ସଫଳ ହେବେ। ଜମି ବ୍ୟବସାୟୀଙ୍କର କୌଣସି ବଡ଼ ଡିଲ୍ ଫାଇନାଲ୍ ହେବ। ଚାକିରିରେ ମନ ଚାହୁଁଥିବା ଅଞ୍ଚଳକୁ ବଦଳି ହୋଇପାରେ।
ଆପଣଙ୍କର ସମସ୍ତ ଶକ୍ତି ନୂଆ ପରିଯୋଜନାରେ ଲଗାଇବେ । ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ପାଇବେ । ବିଦେଶୀ କଂପାନି ସହିତ ଭାଗୀଦାରି ହୋଇପାରନ୍ତି । ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ବ୍ୟକ୍ତିମାନେ ନୂଆ ପ୍ରୋଜେକ୍ଟ ପାଇବେ । ରାଜନୀତିକ ଲୋକ କୌଣସି ବିଶେଷ ଉପଲବ୍ଧି ପାଇବେ । ସାହିତ୍ୟ କ୍ଷେତ୍ରରେ ଥିବା ଲୋକ ସମ୍ମାନିତ ହୋଇପାରନ୍ତି । କୋର୍ଟକଚେରି ମାମଲାରେ ଚିନ୍ତା ବଢ଼ିପାରେ । ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ । ଛାତ୍ରଛାତ୍ରୀଙ୍କର ପଢ଼ିବାରେ ରୁଚି ରହିବ । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିୟମିତ ଯୋଗ କରନ୍ତୁ ।
ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ତେଲ, କଳା ଲୁଗା ଦାନ କରନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୫