• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ଏପ୍ରିଲ ୮ରୁ ଏପ୍ରିଲ ୧୪ ୨୦୨୪; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ...

ଏହି ସପ୍ତାହରେ ସାହିତ୍ୟ ଓ କଳା କ୍ଷେତ୍ରରେ ସମ୍ମାନ ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ଆଶା କରିପାରନ୍ତି । ଏହି ସପ୍ତାହରେ ଜୀବନ ସାଥୀଙ୍କ ସହିତ ଏକ ଦୃଢ଼ ସମ୍ପର୍କ ଗଢ଼ିବେ ।

Taurus

ବୃଷ

Monday 08 Apr 2024

ବ୍ୟବସାୟୀମାନେ ଧର‌୍ୟ୍ୟର ସହିତ ସେମାନଙ୍କର କାର‌୍ୟ୍ୟ କରିବା ଆବଶ୍ୟକ । ଆପଣ ନିଜ କାର‌୍ୟ୍ୟରେ କିଛି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଲାଭଦାୟକ ହେବ । ପରିବାରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଘରେ ବନ୍ଧୁଙ୍କ ଭିଡ ଜମିବ । କର୍ମ କ୍ଷେତ୍ରରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ରାଜନୈତିକ କ୍ଷେତ୍ରରେ ଶତୃମାନେ ମିତ୍ରତାର ହାତ ବଢେଇବେ । ନିଜ ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କଲେ ବିପଦରେ ପଡିପାରନ୍ତି । ପଡୋଶୀ ମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି ।

ପ୍ରତିକାର – ନାଲି ରଙ୍ଗର ଗାଇକୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :