• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୪ ଏପ୍ରିଲରୁ ୩୦ ଏପ୍ରିଲ ୨୦୨୩: ଏହି ସପ୍ତାହରେ ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ

ଏହି ସପ୍ତାହରେ ରାଜନୀତିରେ ସଫଳତା ପାଇ ପାରନ୍ତି । ଏହି ସପ୍ତାହରେ ଚାକିରୀ ପାଇଁ ନୂଆ ଖବର ଆସିପାରେ । ଏହି ସପ୍ତାହରେ ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ।

Capricorn

ମକର

Monday 24 Apr 2023

ପ୍ରାୟତଃ ସବୁରୀ କାର୍ଯ୍ୟରେ ଆଗେଇ ଚାଲିବେ । ପରିବହନ, କଳା, ବାଣିଜ୍ୟରେ ଲାଭାନ୍ୱିତ ହୋଇ ପାରନ୍ତି । ଆପଣଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ ଲେଖାପଢାରେ ସାଥିଙ୍କ ସାହାର୍ଯ୍ୟ ସହଯୋଗ ମିଳିବ । ବିରୋଧୀ ବନ୍ଧୁତାର ହାତ ବଢାଇବେ । ଉଭୟ ପ୍ରେମ ଓ ସାଂସାରିକ ସୁମଧୁର ସପଂର୍କ ରହିବ । ଚାକିରୀରେ ବେତନ ବୃଦ୍ଧିର ସମ୍ଭାବନା ଅଛି । ଲୋକ କଲ୍ୟାଣ କାର୍ଯ୍ୟ କରିବେ

ପ୍ରତିକାର- “ଓଁ ଐଂ ହ୍ରୀଂ ଶ୍ରୀଂ ଶନୈଶ୍ଚରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :