• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୪ ଏପ୍ରିଲରୁ ୩୦ ଏପ୍ରିଲ ୨୦୨୩: ଏହି ସପ୍ତାହରେ ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ

ଏହି ସପ୍ତାହରେ ରାଜନୀତିରେ ସଫଳତା ପାଇ ପାରନ୍ତି । ଏହି ସପ୍ତାହରେ ଚାକିରୀ ପାଇଁ ନୂଆ ଖବର ଆସିପାରେ । ଏହି ସପ୍ତାହରେ ଜୀବନରେ ନୂଆ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ।

Pisces

ମୀନ

Monday 24 Apr 2023

ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ । ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ । ଭାବୁଥିବା କାମଟିକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ । ନୂତନ ପୋଷାକ ଅଳଙ୍କାର ନିଜପାଇଁ କିଣି ପାରନ୍ତି । ଧର୍ଯ୍ୟର ସହିତ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ । ଆପଣଙ୍କର କର୍ତବ୍ୟ ନିଷ୍ଠା ଯୋଗୁ ଅନ୍ୟ ମାନଙ୍କର ଆଦର ପାଇବେ

ପ୍ରତିକାର- “ଓଁ ବୃଂ ବୃହସ୍ପତୟେ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :