ସୌର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୭ ତାରିଖ, ବୁଧବାର। ଚନ୍ଦ୍ର – ବୃଷ ଅହୋରାତ୍ର ତିଥି- ୧୪ଶୀ ଦିବା ୦୮/୦୧ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର- ବିଛା ଅହୋରାତ୍ର ଘାତ ବାର – କର୍କଟ ପୁଷ୍କର ଦୋଷ – ୧ ପାଦ କୁଟୁମ୍ଭହାନି- ତିଳକାଞନ ଦାନ ଦିବା ୧୦/୨୫ ପର୍ଯ୍ୟନ୍ତ। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ...
ମୃଗଶିରା - ମାନସିକ ଚାପ ଦେଖାଦେଇପାରେ । କର୍ମକ୍ଷେତ୍ରରେ ସହକର୍ମୀମାନେ ସହଯୋଗର ହାତ ବଢାଇବେ ।
ଆଦ୍ରା - ବନ୍ଧୁଙ୍କ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡିବାର ଆଶଙ୍କା ପୂର୍ଣ୍ଣମାତ୍ରାରେ ରହିଛି । ନୂଆ ବ୍ୟବସାୟ ଆରମ୍ଭ କରିବେ ।
ପୁନର୍ବସୁ - ବିଦ୍ୟାର୍ଥୀମାନେ ବିଦେଶ ଯାଇପାରନ୍ତି । ରାଜନୀତିରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବା ସହ ଅସ୍ଥିରତା ସୃଷ୍ଟି କରିବ ।
ପ୍ରତିକାର – ମା’ ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫