• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th August 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଅର୍ଥ ଲାଭର ସୁଯୋଗ

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ସୋମବାର ଚନ୍ଦ୍ର –ମୀନ ରାତ୍ରି ୦୧.୪୪ ଗତେ ମେଷ। ତିଥି - ୭ମୀ ରାତ୍ରି୦୪.୧୪ ଗତେ ୮ମୀ; ଘାତ ଚନ୍ଦ୍ର – ମେଷ ଅହୋରାତ୍ର; ଘାତବାର – ମିଥୁନ

Capricorn

ମକର

Monday 07 Aug 2023

ଉ, ଷାଢା- ବ୍ୟବସାୟରେ ପ୍ରଭାବ ବିସ୍ତାର କରିବେ । ଚାକିରିରେ ତୀକ୍ଷ୍ମ ବୃଦ୍ଧିମତାର ପରିଚୟ ଦେବେ । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ । କମ୍ ପରିଶ୍ରମ କରି ନିଜର ଉଦେଶ୍ୟ ହାସଲ କରିନେବେ

ଶ୍ରବଣା- ଚାକିରି କ୍ଷେତ୍ରରେ କୂଟନୀତି ପଦାରେ ପଡି ଯିବାର ଭୟ ରହିଛି । ରାଜନୀତିରେ ସତ୍ୟବାଦୀ ହେବେ । ଲେଖାପଢାରେ ଧନ ଅର୍ଜନ କରିବେ । ନିଜର ଭଲ ବ୍ୟବହାର ଦେଖାଇ ସମସ୍ତଙ୍କ ମନ ଜିତିବେ ।

ଧନିଷ୍ଠା- ମହିଳାମାନେ କର୍ମ କ୍ଷେତ୍ରରେ ନିଯୁକ୍ତି ପାଇପାରନ୍ତି । ଦୂର ସ୍ଥାନରେ ନୂଆ ଜମିବାଡି କିଣିବାର ସୁଯୋଗ ଆସିପାରେ ।

ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :

VASTU TIPS

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ସୋମବାର ଚନ୍ଦ୍ର –ମୀନ ରାତ୍ରି ୦୧.୪୪ ଗତେ ମେଷ। ତିଥି -  ୭ମୀ ରାତ୍ରି୦୪.୧୪ ଗତେ ୮ମୀ; ଘାତ ଚନ୍ଦ୍ର – ମେଷ ଅହୋରାତ୍ର; ଘାତବାର – ମିଥୁନ