• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Nov 2022: ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହେବ !

ଜାଣନ୍ତୁ, ଆଜିର ରାଶିଫଳ

Capricorn

ମକର

Wednesday 30 Nov 2022

ଉ, ଷାଢା- ଯାତ୍ରା ସମୟରେ ହାତ କିମ୍ବା ଗୋଡରେ ଆଘାତ ଲାଗିପାରେ। ଜୀବନରେ ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ।
ଶ୍ରବଣା- ରାଜନୀତିରେ ନୂଆ ପଦକ୍ଷେପ ନେବାରୁ ନିବୃତ୍ତ ରୁହନ୍ତୁ। ବ୍ୟବସାୟରେ ଶତ୍ରୁ ଯେତେ ସମସ୍ୟା ସୃଷ୍ଟି କରିବେ, ଆପଣଙ୍କର ସେତେ ଲାଭ ହେବ। 
ଧନିଷ୍ଠା– କାର୍ଯ୍ୟ କ୍ଷେତ୍ରରେ ମନ ପ୍ରାଣ ଢାଳି କାମ କରିବେ । ଜମିଜମାକୁ ନେଇ ସମାଧାନ ହୋଇଯିବ ।
ପ୍ରତିକାର- ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ।

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :