• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Nov 2022: ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହେବ !

ଜାଣନ୍ତୁ, ଆଜିର ରାଶିଫଳ

Cancer

କର୍କଟ

Wednesday 30 Nov 2022

ପୁନର୍ବସୁ- ପରିବାରରେ ସନ୍ତାନ ଚିନ୍ତା ଜାଗ୍ରତ ହେବ । ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । କର୍ମ କ୍ଷେତ୍ରରେ ବିରୋଧି ଦଳଙ୍କ ସଂଖ୍ୟା ବଢିପାରେ।
ପୁଷ୍ୟା –  ପିଲାମାନେ ସୁଗୁଣରେ ଅନୁପ୍ରାଣିତ ହେବେ । ରାଜନିତି କ୍ଷେତ୍ରରେ  ପ୍ରତିବନ୍ଧକକୁ ସମ୍ମୁଖୀନ କରି ଆଗେଇ ବାକୁ ବାଧ୍ୟ ହେବେ। 
ଅଶ୍ଳେଷା - ମହିଳା ମାନେ ସବୁ କାର୍ଯ୍ୟକୁ ସମ୍ଭାଳୀ ନେବେ । ସମ୍ପତିକୁ ନେଇ ପୁରୁଣା କଳହ ସାମ୍ମାକୁ ଆସିପାରେ।
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :