• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 30th Nov 2022: ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହେବ !

ଜାଣନ୍ତୁ, ଆଜିର ରାଶିଫଳ

Leo

ସିଂହ

Wednesday 30 Nov 2022

ମଘା- ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି । ସରକାରି ସହୟତା ପାଇବେ  ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ପାରିବାରିକ ଜୀବନ ପ୍ରିତିହାନୀ ଯୋଗ ରହିଛି ।
ପୂ , ଫାଲଗୁନୀ-  ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।  ରାଜନୀତି ଦୃଢ ହେବ । ଲେଖାପଢାରେ ସାଥିଙ୍କ ସାହାର୍ଯ୍ୟ ସହଯୋଗ ମିଳିବ ।
ଉ ,ଫାଲଗୁନୀ- କିଣାବିକା ବ୍ୟବସାୟ ଲାଗି ଦିନଟି ଭଲ ରହିବ । ଧନ, ସମ୍ପତି ବୃଦ୍ଧି ହୋଇପାରେ।
ପ୍ରତିକାର- ରାମଙ୍କର ମୂଳ ମନ୍ତ୍ର ପାଠ କରନ୍ତୁ। 

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :