• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd October 2023: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର –ମେଷ ରାତ୍ରି ୧୨.୧୬ ଗତେ ବୃଷ, ତିଥି- ୩ୟା ପ୍ରାତଃ ୦୭.୩୬ ଗତେ ୪ର୍ଥୀ, ଘାତ ଚନ୍ଦ୍ର- ମେଷ ରାଶିର, ରାତ୍ରି ୧୨.୧୬ ଗତେ ବିଛା ରାଶିର, ଘାତ ବାର- ମିଥୁନ, ପୁଷ୍କର ଦୋଷ- ସନ୍ଧ୍ୟା ୦୬.୨୪ ଗତେ  ୧ ପାଦ କୁତୁମ୍ବହାନି- ତିଳକାଞ୍ଚନ ଦାନ

Cancer

କର୍କଟ

Monday 02 Oct 2023

ପୁନର୍ବସୁ - କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହେବେ । ଦାମ୍ପତ୍ୟ ସୁଖରେ ସନ୍ତୋଷ ରହିବେ ।

ପୁଷ୍ୟା - କାର୍ଯ୍ୟରେ ସ୍ଥିରତା ଯୋଗେ ମିତ୍ର ଭାଇ ବନ୍ଧୁମାନେ ସହଯୋଗ କରିବେ । ଭାଗୀଦାରୀରେ ହୋଇଥିବା କ୍ଷତିରୁ ବଞ୍ଚଯିବେ । ରାଜନୀତି ଓ କ୍ରୀଡା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ ।

ଅଶ୍ଳେଷା - ଲେଖକଙ୍କ କୌଣସି ନୂତନ ପୁସ୍ତକ ପ୍ରକାଶ ହେବ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବେ । ଋଣ ଭାରରେ ଅତିଷ୍ଠ ହେବା କାରଣରୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ ।

ପ୍ରତିକାର – ବରଗଛ ମୂଳେ ଦୀପଟିଏ ଜାଳନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :