• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 2nd October 2023: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭ..

ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୨ ତାରିଖ ସୋମବାର । ଚନ୍ଦ୍ର –ମେଷ ରାତ୍ରି ୧୨.୧୬ ଗତେ ବୃଷ, ତିଥି- ୩ୟା ପ୍ରାତଃ ୦୭.୩୬ ଗତେ ୪ର୍ଥୀ, ଘାତ ଚନ୍ଦ୍ର- ମେଷ ରାଶିର, ରାତ୍ରି ୧୨.୧୬ ଗତେ ବିଛା ରାଶିର, ଘାତ ବାର- ମିଥୁନ, ପୁଷ୍କର ଦୋଷ- ସନ୍ଧ୍ୟା ୦୬.୨୪ ଗତେ  ୧ ପାଦ କୁତୁମ୍ବହାନି- ତିଳକାଞ୍ଚନ ଦାନ

Taurus

ବୃଷ

Monday 02 Oct 2023

କୃତିକା - ଆର୍ଥିକ ସମସ୍ୟାରେ ସଫଳତା ମିଳିବ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ । କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟ ବିଫଳ ହେବ । ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବେ ।

ରୋହିଣୀ - ଜୀବନ ସାଥୀର ପ୍ରେମ ଓ ସୁଖ ପାଇବେ । ଶ୍ରେଷ୍ଠ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବା ଦ୍ୱାରା ଶୁଭ ସମ୍ବାଦ ପାଇ ଉତ୍ସାହିତ ହେବେ । ସନ୍ତାନ ପକ୍ଷରୁ ସୁଖଦ ଖବର ପାଇବେ ।

ମୃଗଶିରା - ବାସସ୍ଥାନ ବା ଯାନବାହାନର ନବୀକରଣ କରିବା ପାଇଁ ସୁବିଧା ସୁଯୋଗ ପାଇବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଅଚାନକ ଧନ ଲାଭ ହେବ ।

ପ୍ରତିକାର – ଦେବୀ ମନ୍ଦିରରେ ଅରୁଆ ଚାଉଳ ଦାନ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :