• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 29th July 2023: ସାବଧାନ ! ଏହି ରାଶିର ବ୍ୟକ୍ତିଙ୍କୁ ଆଜି ଚାକିରି କ୍ଷେତ୍ରରେ ଦେଖାଦେବ ସମସ୍ୟା

ସୌର କର୍କଟ ମାସ ଶ୍ରାବଣ (ମଳ)ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଶନିବାର ଚନ୍ଦ୍ର - ବିଛା ଅହୋରାତ୍ର । ତିଥି - ୧୧ଶୀ ଦିବା ୦୧.୦୫ ଗତେ ୧୨ଶୀ । ଘାତ ଚନ୍ଦ୍ର – ରାତ୍ରି ୧୧.୩୩ ଗତେ ତୁଳା, କୁମ୍ଭ । ଘାତ ବାର - ବୃଷ, ସିଂହ ଓ କନ୍ୟା ।

Capricorn

ମକର

Saturday 29 Jul 2023

ଉ, ଷାଢ଼ା- ପରୋକ୍ଷ ଶତୃତା ଲାଗି ରହି ପାରେ, ସେଥିପ୍ରତି ସତର୍କ ରୁହନ୍ତୁ । ବ୍ୟବସାୟରେ ସମସ୍ୟା ସତ୍ତ୍ୱେ ଲାଭ ପାଇବେ । ଚାକିରିରେ ବଦଳି ହେବା ଦ୍ୱାରା ଅସୁବିଧାରେ ପଡ଼ି ପାରନ୍ତି ।

ଶ୍ରବଣା- ପାରିବାରରେ ସୁସ୍ଥ ବାତାବରଣ ଜାରି  ରହିବ । ସମାନ ବିଚାର ଧାରା ଲୋକଙ୍କ ସହିତ  ଭେଟ ହେବା ଫଳରେ ଧର୍ମ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି । ନିଜର ଭଲ କାମ ପାଇଁ ପ୍ରଂଶସିତ ହେବେ ।

ଧନିଷ୍ଠା- କଳା, ସାହିତ୍ୟ, ଗବେଷଣା କ୍ଷେତ୍ରରେ ଖୁସି ରହିବେ । ସତର୍କ ରୁହନ୍ତୁ ଆପଣଙ୍କ ବ୍ୟବହାରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ରୋଜଗାରର ବୃଦ୍ଧି ପାଇଁ ଅନ୍ୟର ସହଯୋଗ ମିଳିବ

ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮

ପ୍ରତିକାର - ପିମ୍ପୁଡ଼ିକୁ ମଇଦା ଖାଇବାକୁ ଦିଅନ୍ତୁ