ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଚନ୍ଦ୍ର – ବୃଷ ଦିବା ୦୧.୫୯ ଗତେ ମିଥୁନ,ତିଥି – ୧୧ଶୀ ଦିବା ୦୨.୦୨ ଗତେ ୧୨ଶୀ,ଘାତ ଚନ୍ଦ୍ର – ବିଛା ଦିବା ୦୧.୫୯ ଗତେ କନ୍ୟା,ଘାତ ବାର- କର୍କଟ ,ପୁଷ୍କର ଦୋଷ – ଦିବା ୦୨.୦୨ ଗତେ ୧ ପାଦ- ପଶୁସମ୍ପଦ ନାଶ – ଅନ୍ନଦାନ ।