• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 1st February 2023: ଆଜି ଏହି ରାଶିର ବ୍ୟକ୍ତି ପ୍ରେମରେ ସଫଳତା ପାଇବେ

ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ବୁଧବାର । ଚନ୍ଦ୍ର – ବୃଷ ଦିବା ୦୧.୫୯ ଗତେ ମିଥୁନ,ତିଥି – ୧୧ଶୀ ଦିବା ୦୨.୦୨ ଗତେ ୧୨ଶୀ,ଘାତ ଚନ୍ଦ୍ର – ବିଛା ଦିବା ୦୧.୫୯ ଗତେ କନ୍ୟା,ଘାତ ବାର- କର୍କଟ ,ପୁଷ୍କର ଦୋଷ – ଦିବା ୦୨.୦୨ ଗତେ ୧ ପାଦ- ପଶୁସମ୍ପଦ ନାଶ – ଅନ୍ନଦାନ ।

Taurus

ବୃଷ

Wednesday 01 Feb 2023

କୃତିକା- ପରିବାରରେ ସମସ୍ତଙ୍କୁ ସାହାର କରିବାରେ ସଫଳ ହେବେ । ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ । ବ୍ୟବସାୟରେ ଦୂର ଯାତ୍ରା କରିବାର ସୁଯୋଗ ରହିଛି

ରୋହିଣୀ- ବାଣିଜ୍ୟ ବ୍ୟବସାୟ, ଶେୟାର ବଜାର ଓ ପରିବହନରେ ଲାଭବାନ୍ ହେବେ । ଅଫିସରେ ଆପଣଙ୍କ କାମ ଦେଖି କର୍ତୁପକ୍ଷ ଖୁସି ହେବେ । ଛାତ୍ରିଙ୍କ ପାଇଁ ଦିନଟି ଲାଭ ପ୍ରଦ ହେବ ।

ମୃଗଶିରା- ମୂଲ୍ୟବାନ୍ ଜିନିଷ କେଉଁଠି ହଜି ଯିବାର ସମ୍ଭାବନା ରହିଛି । ମହିଳା ମାନେ ଜିନିଷ କିଣିବାକୁ ସହରକୁ ଯାଇ ପାରନ୍ତି । ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର‌୍ୟ୍ୟରୁ ପ୍ରଂଶସିତ ହେବେ ।

ପ୍ରତିକାର – ଶୁକ୍ରଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :