• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Nov 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ପଦୋନ୍ନତିର ଯୋଗ ରହିଛି

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର ଚନ୍ଦ୍ର – ବୃଷ ଅହୋରତ୍ର ତିଥି- ୨ୟା ସନ୍ଧ୍ୟା ୦୬/୩୩ ଗତେ ୩ୟା ଘାତ ଚନ୍ଦ୍ର- ବିଛା ଅହୋରତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬/୩୩ ପର୍ଯ୍ୟନ୍ତ

Sagittarius

ଧନୁ

Thursday 10 Nov 2022

ମୂଳା – ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । କର୍ମ କ୍ଷେତ୍ରରେ କୈାଣସି ବ୍ୟକ୍ତିଙ୍କ ଠାରୁ ନିଜେ କରିଥିବା ଭୁଲ କଥା ଜାଣିପାରିବେ ।

ପୂ , ଷାଢା – ଛାତ୍ରଛାତ୍ରି ମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବେ । ରାଜନୀତି କ୍ଷେତ୍ରରେ ସଫଳତା ହାସଲ କରିବେ । ବ୍ୟବସାୟରେ ଉନ୍ନତି କରିବେ ।

ଉ , ଷାଢା – କ୍ରୋଧକୁ ନିୟଣନ୍ତ୍ରରେ ନରଖିଲେ ଅସୁବିଧାରେ ପଡିବେ । ମହିଳା ମାନେ ପ୍ରଂଶସାର ପାତ୍ର ହେବେ ।

ପ୍ରତିକାର – ଗୁରୁଜନ ମାନଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :