• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Nov 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ପଦୋନ୍ନତିର ଯୋଗ ରହିଛି

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର ଚନ୍ଦ୍ର – ବୃଷ ଅହୋରତ୍ର ତିଥି- ୨ୟା ସନ୍ଧ୍ୟା ୦୬/୩୩ ଗତେ ୩ୟା ଘାତ ଚନ୍ଦ୍ର- ବିଛା ଅହୋରତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬/୩୩ ପର୍ଯ୍ୟନ୍ତ

Virgo

କନ୍ୟା

Thursday 10 Nov 2022

ଉ , ଫାଲଗୁନୀ – ପ୍ରେମିକା ସହିତ ବାହାରକୁ ବୁଲି ଯାଇ ପାରନ୍ତି । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି ।

ହସ୍ତା – ବାଣିଜ୍ୟରେ ସଫଳତା ଲାଭ କରିବେ । ଶିକ୍ଷାର୍ଥୀ ମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶା ଗତ ହୋଇପାରନ୍ତି । ଚାକିରୀ କ୍ଷେତ୍ରରେ ଶତୃବୃଦ୍ଧି ଦେଖା ଦେଇପାରେ

ଚିତ୍ରା – କୋର୍ଟ କଚେରୀରେ ରାୟ ଆପଣଙ୍କ ସପୋର୍ଟରେ ଆସିପାରେ । ମହିଳା ମାନେ ଅତିଥି ଚର୍ଚ୍ଚାରେ ସମୟ ବିତାଇବେ

ପ୍ରତିକାର - ଶ୍ରୀ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :