• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Nov 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ପଦୋନ୍ନତିର ଯୋଗ ରହିଛି

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର ଚନ୍ଦ୍ର – ବୃଷ ଅହୋରତ୍ର ତିଥି- ୨ୟା ସନ୍ଧ୍ୟା ୦୬/୩୩ ଗତେ ୩ୟା ଘାତ ଚନ୍ଦ୍ର- ବିଛା ଅହୋରତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬/୩୩ ପର୍ଯ୍ୟନ୍ତ

Leo

ସିଂହ

Thursday 10 Nov 2022

ମଘା – ପେସାଦାର ବ୍ୟବସାୟୀ ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ । କାର୍ଯ୍ୟରେ ନୂଆ କୌଶଳ ଗ୍ରହଣ କରିପାରନ୍ତି

ପୂ , ଫାଲଗୁନୀ - କ୍ୟାରିୟରରେ ସଫଳତା ପାଇଁ ଭଲ ପରାମର୍ଶ ମିଳିପାରେ । ରାଜନୀତିରେ ଆର୍ଥିକ ଲାଭ ମିଳିପାରେ । ଚାକିରିରେ ପଦୋନ୍ନତିର ଯୋଗ ରହିଅଛି

ଉ ,ଫାଲଗୁନୀ – ନୂଆ ଜମି କିଣିବେ । ମହିଳା ମିତ୍ରଙ୍କ ସାହାର୍ଯ୍ୟ ମିଳିବ ।

ପ୍ରତିକାର –ପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ଜଳ ପ୍ରଦାନ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :