• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 10th Nov 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଚାକିରିରେ ପଦୋନ୍ନତିର ଯୋଗ ରହିଛି

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ଗୁରୁବାର ଚନ୍ଦ୍ର – ବୃଷ ଅହୋରତ୍ର ତିଥି- ୨ୟା ସନ୍ଧ୍ୟା ୦୬/୩୩ ଗତେ ୩ୟା ଘାତ ଚନ୍ଦ୍ର- ବିଛା ଅହୋରତ୍ର ଘାତ ବାର – ତୁଳା ଓ କୁମ୍ଭ ପୁଷ୍କର ଦୋଷ – ୧ ପାଦ- ପଶୁସମ୍ପଦ ନାଶ- ଅନ୍ନଦାନ ସନ୍ଧ୍ୟା ୦୬/୩୩ ପର୍ଯ୍ୟନ୍ତ

Cancer

କର୍କଟ

Thursday 10 Nov 2022

ପୁନର୍ବସୁ - ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । ପ୍ରେମିକ-ପ୍ରେମିକା ପାଇଁ ଶୁଭ ରହିବ । ସରକାରୀ ଚାକିରିଆ ମାନଙ୍କ ପାଇଁ ଭଲ ସୁଯୋଗ ଆସିପାରେ ।

ପୁଷ୍ୟା – କର୍ମକ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ଠାରୁ କିଛି ନୂଆ କାମ ଶିଖିବେ । ଛାତ୍ରଛାତ୍ରୀ ମାନେ ପଢାରେ କୃତକାର୍ଯ୍ୟ ହାସଲ କରିବେ ।

ଅଶ୍ଳେଷା - ଆଜି କୋର୍ଟ, କଚେରୀ ବିଷୟରେ ନ ପଡିବା ଭଲ । ମହିଳା ମାନେ ଧର୍ମପରାୟଣ ରହିବେ ।

ପ୍ରତିକାର – କୈାଣସି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :