ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ, କ୍ରମେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହେବାକୁ ଯାଉଛି। ପାଣିପାଗ ବିଭାଗର ପୂର୍ବନୁମାନ, ଏହା ଭୟଙ୍କର ରୂପ ଧାରଣ କରିପାରେ । ପ୍ରଭାବରେ ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ଅଧିକ ବେଗରେ ପବନ ବହିପାରେ । ଆସନ୍ତା ୧୦ ତାରିଖ ସୁଦ୍ଧା ଅବପାତଟି ବାତ୍ୟାର ରୂପ ନେବ ଏବଂ ୧୨ ତାରିଖ ଯାଏଁ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ।
Published: Tanmay Kumar Mahalik
Last updated: 08 May 2023, 10:44 PM IST
ଆସନ୍ତା ୨୫ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ପାଇଁ ଆଜି ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।