ଯାତ୍ରା ସଂଘର ନିଷ୍ପତ୍ତିକୁ ବେଖାତିର କରି ପୁଣି ଥରେ ମଞ୍ଚ ଚଢ଼ିଲେ ଅଭିନେତା ପିୟୂଷ। ତେବେ ତାଙ୍କ କମବ୍ୟାକକୁ ନେଇ ଘନେଇଲାଣି ବିବାଦ । ଏହାକୁ ନେଇ ପୁଣି ଥରେ ଯାତ୍ରା ସଂଘର ବୈଠକ ବସିବ ଓ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଯାଜ୍ଞସେନୀ ଅପେରା ମାଲିକ ।
Published By: Manasranjan Mohanty
Last updated: 29 July 2025, 10:02 PM IST
ଦିନକୁ ଦିନ କମୁଛି ସଂଖ୍ୟା । ଦିନେ ଲକ୍ଷେ ଥିଲା, ଆଜି ହଜାରେ । କେବେ ଚମଡା-ହାଡ ପାଇଁ ତ କେବେ ଜଙ୍ଗଲ ଅଭାବରୁ ବଳି ପଡୁଛି ବାଘ । ସମଗ୍ର ବିଶ୍ୱରେ ବାଘ ଏବେ ଏକ ବିଲୁପ୍ତପ୍ରାୟ ପ୍ରଜାତି । ପ୍ରାୟ ୧୦୦ ବର୍ଷ ତଳେ ପୃଥିବୀରେ ବାଘ ସଂଖ୍ୟା ଲକ୍ଷେରୁ ଅଧିକ ଥିବା ଅନୁମାନ କରାଯାଏ । ହେଲେ ଏବେ ବିଶ୍ୱରେ ମାତ୍ର ୪୦୦୦ ବାଘ ବଞ୍ଚିଛନ୍ତି । ଏପରି ଯଦି ବାଘ ସଂଖ୍ୟା କମି ଚାଲେ, ତାହେଲେ ଆମେ ବାଘ ଯେ କେବଳ ଫଟୋରେ ଦେଖିବା, ସେଦିନ ବେଶୀ ଦୂର ନୁହେଁ