• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manasranjan Mohanty

Manasranjan Mohanty

Editor

ଉତ୍କଳ ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତେକାତ୍ତର ଡିଗ୍ରୀ । ପରେ ଟିଭି ଡେସ୍ ...more

ଉତ୍କଳ ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତେକାତ୍ତର ଡିଗ୍ରୀ । ପରେ ଟିଭି ଡେସ୍କରେ ୮ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ଏବେ ଓଟିଭି ଡିଜିଟାଲରେ କାର୍ଯ୍ୟରତ । ଦେଶ ବିଦେଶ ଖବର ସହିତ ଆଞ୍ଚଳିକ, ଫିଚର ଖବର ଲେଖିବାରେ ରୁଚି ରହିଛି ।

less

Posts by Manasranjan Mohanty

Balasore MP
Nilgiri Hospital: ମହିଳା ଡାକ୍ତରଙ୍କ ନଖ ଦେଖି...ପ୍ରତାପ ନନା କହିଲେ...

ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଜଣେ କାର୍ଯ୍ୟରତ ମହିଳା ଡାକ୍ତରଙ୍କ ନଖ ବଢ଼ିଥିବା ନେଇ ନଖଦେଖି ତାଙ୍କୁ ତାଗିଦ୍ କଲେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ। ଅନ୍ୟକୁ ଶିକ୍ଷା ଦେବା ପରିବର୍ତ୍ତେ ନିଜେ କାହିଁକି ନଖ ରଖିଛନ୍ତି ସେଥିରେ ମଇଳା ଜମୁଛି, ମୋ ନଖ ଦେଖନ୍ତୁ କେତେ ପରିଷ୍କାର...

Neeraj Chopra
World Athletics Championship: ନିରାଶ କଲେ ନିରଜ, ପଦକ ଆଶା ଚୁରମାର

ଅଲିମ୍ପିଆନ୍ ଜାଭେଲିନ୍ ଥ୍ରୋୟର ନିରଜ ଚୋପ୍ରାଙ୍କୁ ବଡ଼ ଝଟକା। ଟୋକିଓରେ ଚାଲିଥିବା ୱାର୍ଲଡ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ପଦକ ଆଶା ଚୁରମାର ହୋଇଛି। ନିରାଶାଜନକ ପ୍ରଦର୍ଶନ ସହ ଅଷ୍ଟମ ସ୍ଥାନରେ ରହିଲେ ନିରଜ ଚୋପ୍ରା। ତାଙ୍କର ବେଷ୍ଟ ଥ୍ରୋ ରହିଥିଲା ୮୪.୦୩ ମିଟର। ତାଙ୍କର ତୃତୀୟ ଓ ପଞ୍ଚମ...

People Cheated
People Cheated: ବାଲେଶ୍ବର ନୀଳଗିରିରେ ସୁନାଇଟା ଗୁଜବକୁ ନେଇ ଚାଞ୍ଚଲ୍ୟ, ରାଜ୍ୟରେ କାମ କରୁଛି ବଡ଼ ରାକେଟ୍

ଅଧା ଦାମରେ ମିଳୁଛି ସୁନା ତା ପୁଣି ପାହାଡ଼ରୁ । ପାହାଡ଼ ଖୋଳି ସିଧା ହାତରେ ଧରାଇ ଦିଆଯିବ ସୁନାଖଣ୍ଡ। ଏମିତି ଏକ ରାକେଟ ରାଜ୍ୟରେ କାମ କରି ଲକ୍ଷ ଲକ୍ଷ ଟଙ୍କା ଲୁଟିଛି। ଆଉ ଦୂରଦୂରାନ୍ତରୁ ଆସୁଥିବା ଲୋକ ବି ସୁନା ଇଟା ପାଇବାକୁ ଆସି ଦଲାଲଙ୍କ...

Shubhamitra Murder Case
Shubhamitra Murder Case: ଦୀପକର ବଡ଼ ଭାଇକୁ ମାଷ୍ଟରମାଇଣ୍ଡ କହିଲେ ଶୁଭମିତ୍ରାଙ୍କ ବାପା, ବୀମା ପାଇଁ ପ୍ରଥମ ପତ୍ନୀଙ୍କୁ ଦୀପକ ହତ୍ୟା କରିଥିବା ଅଭିଯୋଗ

ଖୋଲୁଛି ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟାର ସାଂଘାତିକ ଗୁମର। ଫିଟୁଛି କିଲର୍ ଦୀପକ ରାଉତର ନୂଆ ଥିଓରୀ। ଦ୍ବିତୀୟ ପତ୍ନୀ ଶୁଭମିତ୍ରାଙ୍କୁ ମନି ପାଇଁ ମର୍ଡର ମାମଲାରେ ଦୀପକ ଓ ଅନ୍ୟ ୩ ସହଯୋଗୀଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଦୀପକକୁ ଚାକିରୀରୁ ନିଲମ୍ବନ ବି କରାଯାଇଛି। ହେଲେ ପ୍ରଥମ...

Sofia Firdous Explains
No-Confidence Motion : କଂଗ୍ରେସ କାହିଁକି ଆଣିଲା ଅନାସ୍ଥା? ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ

ସରକାରଙ୍କ ବିରୋଧରେ କଂଗ୍ରେସ କାହିଁକା ଆଣିଲା ଅନାସ୍ଥା ପ୍ରସ୍ତାବ? ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ

Shubhamitra’s Last Reels
Last Reels: ସାମ୍ନାକୁ ଆସିଲା ଶୁଭମିତ୍ରାଙ୍କ ଶେଷ ରିଲ୍ସ, ଏକାଠି ବୁଲିବାକୁ ଯାଇଥିଲେ ଶୁଭମିତ୍ରା-ଦୀପକ

ସାମ୍ନାକୁ ଆସିଲା ଶୁଭମିତ୍ରାଙ୍କ ଶେଷ ରିଲ୍ସ । ଏକାଠି ବୁଲିବାକୁ ଯାଇଥିଲେ ଶୁଭମିତ୍ରା-ଦୀପକ । ଉଭୟ ତ୍ରିବେଣୀ ସଂଗମ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେଠାରେ ରିଲ୍ସ କରିଥିବା ସୂଚନା ମିଳିଛି ।

murder
Shubhamitra Murder: ସିପି ଅଫିସ୍ ପାର୍କିଂରେ ମୃତଦେହ, ସାମାନ୍ୟ ଟେର୍ ପାଇନଥିଲା ପୋଲିସ

ଶୁଭମିତ୍ରାଙ୍କୁ ମର୍ଡର କଲା, ସିପି ଅଫିସ ପାର୍କିଂରେ ଡେଡବଡି ରଖିଲା । ସିପି ଅଫିସ ପାର୍କିଂରେ ଘଣ୍ଟାରୁ ଅଧିକ ସମୟ ଥିଲା ଡେଡବଡି । କାର୍ ଭିତରେ ଡେଡବଡି ରଖି ଡ୍ୟୁଟି କରିଥିଲା ଦୀପକ । ଘଣ୍ଟାଏ ୧୫ ମିନିଟ ପୋଲିସ ସେବା ଭବନ ପାର୍କିଂରେ ରହିଥିଲା କାର...

Lady Constable Murder
Lady Constable Murder: କୋଟିଏ ପାଇଥିଲା ଆଉ କୋଟିଏ ପାଇଥାଆନ୍ତା, ଫିଟୁଛି ଅଭିଯୁକ୍ତ ଦୀପକ ରାଉତର ପାପ ପେଡି

ଶୁଭମିତ୍ରାଙ୍କ ଭଳି ପ୍ରଥମ ସ୍ତ୍ରୀକୁ ବି ମାରିଥିଲା ଦୀପକ ! ପ୍ରେମ ଜାଲରେ ଫସାଉଥିଲା । ମିଠା ମିଠା କଥା କହୁଥିଲା । ଆଉ ବାହା ହେବା ପରେ ରଚୁଥିଲା ଭୟଙ୍କର ଷଡଯନ୍ତ୍ର । ଇନସ୍ୟୁରାନ୍ସ ଟଙ୍କା ହାତେଇବାକୁ ସ୍ତ୍ରୀକୁ ମାରି, ଦେଉଥିଲା ଦୁର୍ଘଟଣାର ରୂପ ।

Disha Patani
Disha Patani: ହିରୋଇନଙ୍କ ଘରକୁ ଗୁଳି କଲେ, ନିଜେ ଗୁଳି ଖାଇଲେ...ଜଣାପଡିଲା ଅସଲ କଥା

ହିରୋଇନଙ୍କ ଘରକୁ ଗୁଳି କଲେ, ନିଜେ ଗୁଳି ଖାଇଲେ । ଏନକାଉଣ୍ଟର ଟଳିଲେ ୨ ସୁଟର । ଦିଶା ପଟାନୀଙ୍କ ଘରକୁ ଗୁଳିକରି ମଲେ ପୋଲିସ ହାତରେ । ହେଲେ କିଏ ସେହି ସୁଟର, କାହିଁକି ଦିଶାଙ୍କ ଘରକୁ କରିଥିଲେ ଟାର୍ଗେଟ । ଜଣାପଡିଲା ଅସଲ କଥା ।...

naveen
Congress Seeks Support: ଅକଳରେ ନବୀନ, ବିଜେଡିର ସହଯୋଗ ଲୋଡ଼ିଛି କଂଗ୍ରେସ

ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଏନେଇ ଚିଠି ପ୍ରଦାନ କରିଛନ୍ତି । ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଅନାସ୍ଥା ଆଣିଛି । ଏଥିପାଇଁ ବିଜେଡିର...

delivery boy
Delivery Boy: ଥାରରେ କରୁଛନ୍ତି ଗ୍ରୋସରୀ ଡେଲିଭରି, ସୋସିଆଲ ମିଡିଆରେ ଖୋଜା ପଡିଛନ୍ତି

ଗୋଟିଏ ଫୁଡ ଡେଲିଭରି କଂପାନୀର ଜଣେ ଡେଲିଭରୀ ଏଜେଣ୍ଟ ଗ୍ରାହକଙ୍କୁ ଅର୍ଡର ପହଞ୍ଚାଇବା ପାଇଁ ବାଇକ୍ କିମ୍ବା ସ୍କୁଟିରେ ନୁହେଁ, ବରଂ ଚମକଦାର କଳା ରଙ୍ଗର ମହିନ୍ଦ୍ରା ଥାର୍‌ରେ ପହଞ୍ଚିଛନ୍ତି। ଏବେ ଏହି ଡେଲିଭରୀ ଏଜେଣ୍ଟଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ୪...

dies
Man Die:ପିଠିରେ ଯନ୍ତ୍ରଣା ହେଉଛି ବୋଲି ଅଫିସରୁ ଛୁଟି ମାଗିଲେ, ୧୦ ମିନିଟ ପରେ ଚାଲିଗଲା ଜୀବନ

କମ୍ପାନୀର ମ୍ୟାନେଜର କେଭି ଆୟାର କହିଛନ୍ତି ଶଙ୍କରଙ୍କୁ ଜଣେ "ସୁସ୍ଥ ଏବଂ ଫିଟ୍" ଟିମ୍ ସଦସ୍ୟ ଥିଲେ । ସେ ଛଅ ବର୍ଷ ଧରି କମ୍ପାନୀରେ କାମ କରୁଥିଲେ ଏବଂ ଏକ ସୁସ୍ଥ ଜୀବନଶୈଳୀ ଫଲୋ କରୁଥିଲେ । ସେ ବିବାହିତ ଥିଲେ । ଜଣେ ଛୋଟ ପିଲାର...

viral post
Bengaluru: ଅଫିସ ବୁଲିବାକୁ ଯାଇଥିଲେ ବାପା ମାଆ, ପୁଅକୁ କହିଲେ ଏଭଳି କଥା...ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଏହି ଫଟୋରେ ବିରାଜ ତାଙ୍କ ପିତାମାତାଙ୍କ ମଝିରେ ଗୁଗଲ ଲୋଗୋ ‘G’ ପାଖରେ ଠିଆ ହୋଇଥିବା ଦେଖାଯାଉଛନ୍ତି। ବିରାଜ ତିନି ମାସ ପୂର୍ବେ ଏଠାରେ ଯୋଗ ଦେଇଥିଲେ। ଏବେ ବିରାଜଙ୍କର ପିତାମାତାଙ୍କ ସହିତ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି ଏବଂ ଲୋକେ ତାଙ୍କୁ ଶୁଭେଚ୍ଛା...

Accident Story False
Sister Alleges: ୬ମାସର ଗର୍ଭବତୀ ପ୍ରଥମ ସ୍ତ୍ରୀକୁ ମାରିଥିଲା ଦୀପକ, ମିଛ ଆକ୍ସିଡେଣ୍ଟର କାହାଣୀ କହିଥିଲା

'ମୋ ଭଉଣୀ ୬ମାସର ଗର୍ଭବତୀ। ସେ ଢେଙ୍କାନାଳରୁ ଭୁବନେଶ୍ୱର ଯିବା ବାଟରେ ତାକୁ ମାରି ଦେଇଥିଲା। ଆଉ ମିଛ ଆକ୍ସିଡେଣ୍ଟର କାହାଣୀ କହିଥିଲା। ଏଥିରେ ତା ଭାଇ ତା ମା ସାମିଲ୍ ଅଛନ୍ତି।' - ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କ ଭଉଣୀ

botox cosmetic surgery
Botox Cosmetic Surgery: ତାଲିବାନୀ ଶାସନରେ ସୁନ୍ଦରୀ ହେବାର ମାନିଆ, ପୁରୁଷ ବି ପଡ଼ିନାହାଁନ୍ତି ପଛରେ

ଏହି କ୍ଲିନିକଗୁଡ଼ିକୁ ଆସୁଥିବା ଗ୍ରାହକମାନେ ପ୍ରାୟତଃ ଧନୀ ପରିବାରରୁ ଆସିଥାନ୍ତି। ଏମାନଙ୍କ ମଧ୍ୟରେ କମ୍‌ କେଶ ଥିବା ପୁରୁଷମାନେ ମଧ୍ୟ ଅନ୍ତର୍ଭୁକ୍ତ। କିନ୍ତୁ ଗ୍ରାହକ ଅଧିକାଂଶ ମହିଳା ହୋଇଥାନ୍ତି, ଯେଉଁମାନେ ଅଧିକାଂଶ ସମୟ ମେକଅପରେ ଥାଆନ୍ତି ଏବଂ ସବୁବେଳେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଘୋଡାଇ ହୋଇ ରହିଥାନ୍ତି।

spying
Spying: ଗୁଇନ୍ଦାଗିରି କରିବା ଅଭିଯୋଗରେ ଫାଶୀ, ମାନବାଧିକାର କର୍ମୀ କହୁଛନ୍ତି ଦିଆଯାଇଥିଲା ନିର୍ଯାତନା

ମାନବାଧିକାର କର୍ମୀମାନେ କହିଛନ୍ତି ଇରାନର ଏଜେନ୍ସିଗୁଡ଼ିକ ମୃତ ବ୍ୟକ୍ତିଙ୍କୁ ନିର୍ଯାତନା ଦେଇଥିଲେ । ଫଳରେ ସେ ମିଛ ସ୍ୱୀକାରୋକ୍ତି କରିବାକୁ ବାଧ୍ୟ ହୋଇଥିଲେ । ରିପୋର୍ଟ ଅନୁଯାୟୀ ଫାଶୀରେ ଝୁଲାଯାଇଥିବା ବ୍ୟକ୍ତିଙ୍କର ପରିଚୟ ବାବାକ ଶାହବାଜୀ ।

pakistan
Pakistan: ଜାପାନ ଏୟାରପୋର୍ଟରେ ଫେକ୍ ଫୁଟବଲ ଟିମ, ଧରାପଡ଼ିଗଲା ପାକିସ୍ତାନର ନାଟକ

ଫେକ ଫୁଟବଲ ଟିମ ଜାପାନ ପହଞ୍ଚିବା ପରେ ବିଦେଶ ମନ୍ତ୍ରଣାଳୟରୁ ପ୍ରାପ୍ତ NOC ମଧ୍ୟ ଦେଖାଇଥିଲା । ଏହି ଦସ୍ତାବିଜଗୁଡ଼ିକର ବ୍ୟବହାର କରି ଟିମ ସିଆଲକୋଟ ବିମାନବନ୍ଦରରୁ ଜାପାନ ପାଇଁ ଯାତ୍ରା କରିଥିଲା। ବକାସ ବିଦେଶ ପଠାଯାଇଥିବା ଲୋକମାନଙ୍କୁ ଖେଳାଳି ପରି ଆଚରଣ କରିବା ପାଇଁ ତାଲିମ ମଧ୍ୟ...

deepika padukone
Deepika padukone: ଆଉ ଏକ ବିଗ୍ ବଜେଟ ଫିଲ୍ମରୁ ବିଦା ହେଲେ ଦୀପିକା, ପ୍ରଯୋଜନା ସଂସ୍ଥା କହିଲା ଏଭଳି କଥା

ବୈଜୟନ୍ତୀ ମୁଭିଜ୍ ସେମାନଙ୍କ ଅଫିସିଆଲ୍ ଆକାଉଣ୍ଟରେ ଏକ ବିବୃତ୍ତି ମାଧ୍ୟମରେ ଘୋଷଣା କରିଛନ୍ତି ଯେ ଦୀପିକା ପାଦୁକୋନ୍ ଆଉ ' କଳକୀ 2898AD'ର ସିକ୍ୱେଲ୍‌ର ଅଂଶ ନୁହଁନ୍ତି। ବହୁତ ବିଚାର-ବିମର୍ଶ ପରେ, ଆମେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ।

Fake BEd Certificates
Fake BEd Certificates: ନକଲି ସାର୍ଟିଫିକେଟରେ ଅସଲି ଚାକିରି, ଠକିଦେଲେ ଗୁରୁମା !

ନକଲି ସାର୍ଟିଫିକେଟ୍‌ରେ ଅସଲି ଚାକିରି… ତାହା ପୁଣି ଜଣେ ଶିକ୍ଷାଦାତାଙ୍କର… ଖାଲି ସାର୍ଟିଫିକେଟ୍ ନକଲି ନୁହେଁ, ତାଙ୍କ ନାଁରେ ରହିଛି ଦୁଇଟି BEd ସାର୍ଟିଫିକେଟ... ତାହା ପୁଣି ଗୋଟିଏ ଦିନରେ Issue କରାଯାଇଛି…। ଏନେଇ ଏହି ସାର୍ଟିଫିକେଟ ଦୁଇଟିର ସତ୍ୟତାକୁ ନେଇ ପ୍ରଶ୍ନ ଉଠିବା ସହ ସମ୍ପୃକ୍ତ...

Rewa MP
Rewa MP: ସାଂସଦଙ୍କ ମହାନତା, ଗରିବ ପିଲାଙ୍କୁ ଗାଧୋଇଦେଲେ...ଡ୍ରେସ୍ ସଫା କଲେ

ସାଂସଦ ପିଲାମାନଙ୍କ ପରିବାରକୁ ଡାକି ସେମାଙ୍କୁ ସ୍କୁଲ ପଠାଇବାକୁ ଅନୁରୋଧ କରିଛନ୍ତି। ଅଭିଭାବକମାନଙ୍କୁ ବୁଝାଇ ସେ କହିଛନ୍ତି, ଶିକ୍ଷା ହେଉଛି ଏକମାତ୍ର ସମ୍ପତ୍ତି ଯାହା ସେମାନଙ୍କୁ ସେବା କରିବାକୁ ଏବଂ ଦେଶର ପ୍ରଗତିରେ ଯୋଗଦାନ ଦେବାକୁ ସକ୍ଷମ କରିବ। ତେଣୁ ପିଲାନଙ୍କୁ ଶିକ୍ଷାରୁ ବଞ୍ଚିତ ନ କରିବା ପାଇଁ...

ଉତ୍କଳ ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତେକାତ୍ତର ଡିଗ୍ରୀ । ପରେ ଟିଭି ଡେସ୍କରେ ୮ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି । ଏବେ ଓଟିଭି ଡିଜିଟାଲରେ କାର୍ଯ୍ୟରତ । ଦେଶ ବିଦେଶ ଖବର ସହିତ ଆଞ୍ଚଳିକ, ଫିଚର ଖବର ଲେଖିବାରେ ରୁଚି ରହିଛି ।