Advertisment

ପଞ୍ଝା ମାରିଲା ଭିଜିଲାନ୍ସ, ରାଗିଗଲେ ବାବୁଆଣୀ

ଲୋକଙ୍କୁ ମାରି ଉପୁରି ଖାଇ ଟଙ୍କା ଜମା କରିଥିବା ସରକାରୀ ବାବୁଙ୍କ ସ୍ତ୍ରୀ ଓଲଟି ଭିଜିଲାନ୍ସ ଓ ସରକାର ଉପରେ ଲଦିଛନ୍ତି ଦୋଷ। କହୁଛନ୍ତି ଭିଜିଲାନ୍ସବାବୁମାନେ ୟାଠୁ ବଡ଼ କୋଠା କରିଛନ୍ତି, ତା’ର ହିସାବ ନାହିଁ। ସେମାନଙ୍କୁ ଗୋଟେ ଗୋଟେ ମେଡାଲ ଦେଇ ଦିଅ। ତାଙ୍କୁ ସ୍କାନରରେ ଅଣାଯାଉ। ଭୁବନେଶ୍ବର ରାସ୍ତା ଓ କୋଠାବାଡ଼ି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା ଘରେ ଭିଜିଲାନ୍ସ ଚଢ଼ାଉ ବେଳେ ଦେଖିବାକୁ ମିଳିଛି ତାଙ୍କ ପତ୍ନୀଙ୍କ ଉଗ୍ର ରୂପ।

author-image
Tapan Kumar Swain