ମହିଳା ମହାକାଶଯାତ୍ରୀମାନେ ଶବ୍ଦଠାରୁ ତିନି ଗୁଣ ଅଧିକ ବେଗରେ ମହାକାଶକୁ ଯାଇଥିଲେ। ପୃଥିବୀଠାରୁ ୬୨ କିଲୋମିଟର ଉପରେ ପ୍ରାୟ ୨ ମିନିଟ୍ ମାଇକ୍ରୋ ଗ୍ରାଭିଟି ଅନୁଭବ କରିବା ସହ ମହାକାଶରୁ ପୃଥିବୀକୁ ଦେଖିପାରିଥିଲେ।
ପ୍ରଥମ ଘରୋଇ ଅଲ୍-ୱିମେନ୍ ସ୍ପେଶ୍ ମିଶନ NS-31ରେ ସାମିଲ ହେବେ ପ୍ରଖ୍ୟାତ କଣ୍ଠଶିଳ୍ପୀ କେଟ୍ଟିଙ୍କ ସମେତ 6 ଜଣ ମହିଳା ମହାକାଶଯାତ୍ରୀ।