ୟୁକ୍ରେନ-ଋଷିଆ ମଧ୍ୟରେ ଲାଗିଛି ଯୁଦ୍ଧ। ସମୁଦ୍ରରେ ମୁହାଁମୁହିଁ ହେଲେ ଋଷିଆ-ଆମେରିକା। ହ୍ୱାଇଟ୍ ହାଉସ କହିଲା, ଆମେ କେଉଁଠି ରଖିଛୁ ଆଣବିକ ଜାହାଜ କହିବାକୁ ବାଧ୍ୟ ନୁହେଁ...ଋଷିଆ କହିଲା ଆମେ...
ଚୀନ୍ ଏବଂ ତାଇୱାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ବର୍ତ୍ତମାନ ତାଇୱାନର ବୈଦେଶିକ ମନ୍ତ୍ରୀ ମଧ୍ୟ ଆକ୍ରୋଷ ଦେଖାଇ କହିଛନ୍ତି ଯେ ଆମେ ଚୀନ୍ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ। ୱାଇ କହିଛନ୍ତି ଯେ ତାଇୱାନର ପ୍ରତିରକ୍ଷା ଆମ ହାତରେ ଏବଂ ଆମେ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।