• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vehicle Registration

vehicle
ପୁରୁଣା ଗାଡ଼ି ଗଡ଼ାଇବାକୁ ସଜ କରନ୍ତୁ ପକେଟ୍

ପୁରୁଣା ଗାଡ଼ି ଗଡ଼ାଇବାକୁ ସଜ କରନ୍ତୁ ପକେଟ୍ । କେନ୍ଦ୍ରର ଆସିଲା ନୂଆ ଡ୍ରାଫ୍ଟ ପଲିସି । ୨୦ ବର୍ଷର ଗାଡ଼ି ରିନ୍ୟୁ ପାଇଁ ଦ୍ୱିଗୁଣା ହେବ ଫି’ । ଏଣିକି ବାଇକ୍ ପାଇଁ ୨ ହଜାର, କାର୍ ପାଇଁ ୧୦ ହଜାର । ବ୍ୟବସାୟିକ ଗାଡ଼ି ଲାଗି ଗଣିବାକୁ ହେବ ସର୍ବାଧିକ ୩୬ ହଜାର ।