Tokyo Paralympics 2021
ଭାରତ ପାଇଁ ଗର୍ବ ଆଣିଲେ ଭାବିନା। ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଆଣିଛନ୍ତି ଭାବିନା ପଟେଲ। ଟେବୁଲ ଟେନିସ୍ରେ ଭାବିନାଙ୍କୁ ମିଳିଛି ସିଲଭର। ପାରାଲିମ୍ପିକ୍ସ ଟେବୁଲ ଟେନିସ୍ରେ ପଦକ ଜିତିବାରେ ଭାବିନା ପ୍ରଥମ ଭାରତୀୟ। ଆଜି ଫାଇନାଲରେ ଭାରତୀୟ ଖେଳାଳି ଭାବିନା ପଟେଲ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟିଥିଲେ। ତେବେ ଚୀନର ଖେଳାଳୀ ଭାବିନାଙ୍କୁ ୩-୦ ସେଟ୍ରେ ପରାଜୟ କରିଛନ୍ତି। କିନ୍ତୁ ଉନ୍ନତମାନର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)