Tag: Surgery Lose Beauty

Actress Swathi Sathish botched root canal surgery goes wrong shocking
କାଳ ହେଲା ରୁଟ୍ କେନାଲ୍; ହଜିଗଲା ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟ

ରୁଟ୍ କେନାଲ ପରେ ଅଭିନେତ୍ରୀଙ୍କ ଚେହେରାର ସୌନ୍ଦର୍ଯ୍ୟ ସବୁଦିନ ପାଇଁ ହଜିଯାଇଛି। ଯିଏ ଦିନେ ଅତି ସୁନ୍ଦରୀ ଦେଖାଯାଉଥିଲେ ଆଜି ହୋଇଗଲେ ପୂରା ଅସୁନ୍ଦର। କାହାକୁ ଦେଖେଇ ପାରୁ ନାହାନ୍ତି ମୁହଁ।