ବାହାଘର ପାଇଁ ଗରୀବ ଝିଅଙ୍କୁ ମିଳିବ ୧ ଲକ୍ଷ ଟଙ୍କା । ଗରିବ ଝିଅଙ୍କ ବିବାହ ପାଇଁ ସହାୟତା ରାଶିକୁ ୫୧ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସିଏମ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।