ମହିଳାଙ୍କୁ ବୟସ ଆଉ ପୁରଷଙ୍କୁ ଦରମା ପଚାରିଲେ ସଠିକ ଉତ୍ତର ପାଇବାର ସମ୍ଭାବନା ସାଧାରଣତଃ କମ ଥାଏ। ହେଲେ ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଯଦି ଏମିତି ଘଟେ ? ସ୍ତ୍ରୀ ସ୍ୱାମୀଙ୍କୁ ନିଜ ବୟସ ଲୁଚାଇଲେ କ‘ଣ ହେବ ଆମେ କହିପାରିବୁନି। କିନ୍ତୁ ସ୍ୱାମୀ ଯଦି ସ୍ତ୍ରୀକୁ ଦରମା ଲୁଚାନ୍ତି ତେବେ ସ୍ତ୍ରୀ କ’ଣ କରିପାରିବେ, କେମିତି ସେ ତଥ୍ୟ ପାଇପାରିବେ ତାହା ଆମେ କହି ପାରିବୁ।