• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ramadan Mubarak 2022

Ramadan Mubarak 2022
ପବିତ୍ର ରମଜାନ ମାସରେ ରୋଜା ଭାଙ୍ଗୁଛନ୍ତି ମୁସଲମାନ ଭାଇ, ଦେଖନ୍ତୁ ଫଟୋ..

କାଲିଠାରୁ ଆରମ୍ଭ ହୋଇଛି ରମଜାନ ମାସ। ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ। ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ। ହିଜ୍ରି କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ ହେଉଛି ରମଜାନ। ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା ଲୋକମାନେ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତି।