ଭାଇ ସାନ ହେଉ ଅବା ବଡ଼ ସବୁ ବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ ପରିସ୍ଥିତିରେ ଭଉଣୀ ପାଖେ ଛିଡ଼ା ହୁଏ। ା ଆଉ ଭଉଣୀ ବି...ଯେମିତି ମା’ ପରି, ଭାଇର ସବୁ କଥାକୁ ବୁଝେ।