• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Kick Boxers

Odisha Kick-Boxers
କିକ୍ ବକ୍ସିଂର ଦ୍ରୋଣାଚାର୍ଯ୍ୟ ! ଭଡ଼ାଘର ଛାତ ଉପରେ ଟ୍ରେନିଂ ଦେଇ ଆଣିଲେଣି ୪ ମେଡାଲ୍

ନିଜେ ଭଡ଼ାଘରେ ରହୁଛନ୍ତି। ସେଇ ଘରର ଛାତ ଉପରେ ପିଲାଙ୍କୁ କିକ୍ ବକ୍ସିଂ ଟ୍ରେନିଂ ଦେଉଛନ୍ତି। ଜାଗା ନାହିଁ କି ସୁବିଧା ନାହିଁ। କିନ୍ତୁ ଏହି ଗୁରୁଙ୍କ ପିଲାମାନେ ଜିତିକି ଆଣିଲେଣି ୪ଟି ମେଡାଲ୍। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ, କିନ୍ତୁ ଏ ଭିଡିଓ ଦେଖିଲେ ଆପଣ ସବୁକିଛି ଅନୁମାନ କରିପାରିବେ।